IBN ଓଡ଼ିଶା ବ୍ୟୁରୋ

ଅନ୍ତରଙ୍ଗ ମୁହୂର୍ତ୍ତରେ ଝିମାନେ କାହିଁକି କରନ୍ତି ଚିତ୍କାର, ଜାଣନ୍ତୁ ଏହା ପଛର ରାଜ

ପୁରୁଷ ଏବଂ ନାରୀ ର ଅନ୍ତରଙ୍ଗ ମୂହୁର୍ତ୍ତ ଆପଣ ମାନେ ଫିଲ୍ମ ରେ ଦେଖି ଥିବେ । ଆଉ ଏହି ବିଷୟ ରେ ଆପଣ ମାନେ ବହୁତ ଚିନ୍ତା ବି କରି ଥିବେ । ଏହି ସମୟୟ ରେ ନାରୀ ଏବଂ ପୁରୁଷ ମାନେ କାହିଁକି ଚିତ୍କାର କରନ୍ତି । ତାଙ୍କୁ ସତ ରେ କଷ୍ଟ ହୁଏ ନା ସେମାନେ ଖୁସୀ ରେ ଏମିତି କରି ଥାନ୍ତି । ଏହି ବିଷୟ ରେ ଆମେ ଆପଣ ମାନଙ୍କୁ ସଂମ୍ପର୍ଣ୍ଣ ଭାବେ କହିବା ପାଇଁ ଚାହିଁବୁ ।

ଏହି ବିଷୟ ଉପରେ 28 ବର୍ଷର ସ୍ମିତା କହି ଥାନ୍ତି କି ଆମେ ଏତେ ପରିମାଣ ରେ ଚିଲେଇବୁ ବୋଲି ଆମେ ବି ଜାଣି ନ ଥିଲୁ । ରାତି ଅଧ ରେ ପଡିଶା ଘର ମହିଳା ଯେତେ ବେଳେ ଆସି ପଚାରିଲେ କଣ ସବୁ ଠିକ୍ ଠିକ୍ ଅଛି ତ । ସେତେ ବେଳେ ଆମକୁ ଏହି ଏହେସାସ୍ ହେଲା କି ଏହି ଶବ୍ଦ ବୋଧେ ଅଧିକ ଜୋର ରେ ହେଉ ଥିଲା ।

ତାଙ୍କର କହିବା ଅନୁସାରେ ଶାରିରୀକ ସଂମ୍ପର୍କ ରେ ଯେଉଁ ସବୁ ଖୁସୀ ମିଳି ଥାଏ । ସେହି ସବୁ ର ଅନୁଭୂତି ରେ ଅନ୍ୟ କୁ ଆହୁରୀ ବି ଉତ୍ତେଜିତ କରେଇବାରେ ଏହି ଚିତ୍କାର ସାହାଯ୍ୟ କରେ ।ଏକ ଶର୍ଭେ ରେ ଏହି କଥା ଜଣା ପଡିଛି କି ଅନ୍ନରଙ୍ଗ ମୂହୁର୍ତ୍ତ ରେ ପୁରୁଷ ମାନଙ୍କ ଅପେକ୍ଷା ମହିଳା ମାନେ ଅଧିକ ଚିଲେଇ ଥାନ୍ତି ।

ସେମାନେ ଏହିଥି ପାଇଁ ଏମିତି କରି ଥାନ୍ତି କି । ସେମାନେ ଯେମିତି ବହୁତ ଶିଘ୍ର ଚରମ ତୃପ୍ତି ର ଆନନ୍ଦ ପାଆନ୍ତୁ । ତେବେ 18 ରୁ 48 ବର୍ଷ ର ମହିଳା ମାନଙ୍କ ଉପରେ ହୋଇ ଥିବା ସର୍ଭେ ଅନୁସାରେ ସେମାନେ ଏହି ଶବ୍ଦ କେବଳ ତାଙ୍କ ସାଥି ଙ୍କୁ ଉତ୍ତେଜିତ କରିବା ପାଇଁ ହିଁ କରି ଥାନ୍ତି ।

ତେବେ ଯଦି ଆମେ ସାଇନ୍ସ ମତ ରେ ଏହି ସବୁ କୁ ଦେଖିବା ତେବେ ସେହି ସମୟ ରେ ଆମେ ସେହି ପରି ଶବ୍ଦ କୁ ବାହାର କରିଥାନ୍ତି କାରଣ ଏହା ଆମ ଶରୀରରୁ ବାହାରୁଥିବା ହରମୋନ କାରଣରୁ ହୋଇଥାଏ  ।

ଆମ ପେଜକୁ ଲାଇକ କରି ଦିଅନ୍ତୁ । ଆମେ ସବୁ ସମୟରେ କିଛି କାମରେ ଆସିବା ଭଳି ଲେଖା ଆଣି ଥାଉ । ଯାହା ଫଳରେ ସେ ସବୁ ଆପଣ ପାଇ ପାରିବେ । ଲେଖାଟି କେମିତି ଲାଗିଲା ନିଜ ମତାମତ ଜଣାନ୍ତୁ ଓ ଅନ୍ୟମାନଙ୍କ ସହ ସେଆର କରନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button