IBN ଓଡ଼ିଶା ବ୍ୟୁରୋ

ଏହି ଗୋଟେ ଭୁଲ କରନ୍ତୁ ନାହିଁ ବହୁତ ଭାଉ ଖାଇବେ Partners…

ଏହି କିଛି ଦିନ ତଳେ ଗୋଟିଏ ଝିଅ ଇନଷ୍ଟାଗ୍ରାମ ରେ ମେସେଜ୍ ଆମକୁ କରି ଥିଲା ଏବଂ ତାର ଅସୁବିଧା ବିଷୟ ରେ ସେ ଜାହା ସବୁ କହିଲା ଆପଣ ମାନେ ଯଦି ଗୋଟିଏ ପ୍ରେମୀ ତେବେ ଆପଣ ମାନେ ବି ସୁଣିଲେ ନିଶ୍ଚିତ ଭାବେ ଏହା ଠାରୁ ଦୂରେଇ ରହିବେ ।

ତେବେ ଖାସ୍ କରି ବହୁତ ସମୟ ରେ ସବୁ ପ୍ରେମୀ ମାନେ ଏହି ସବୁ ଭୁଲ କରି ଦେଇ ଥାନ୍ତି ଏବଂ ପରେ ପସ୍ତେଇ ଥାନ୍ତି ହେଲେ ଆପଣ ମାନେ କେବେ ଏହାକୁ କରନ୍ତୁ ନାହିଁ । ତେବେ ଆସନ୍ତୁ ସେହି ସବୁ ଭୁଲ କଣ ଥିଲା ସେହି ବିଷୟ ରେ ଜାଣିବା ।

ସେ ଝିଅର ଅସୁବିଧା ଏହା ଥିଲା ଯେ ସେ ଯେଉଁ ପୁଅ କୁ ଭଲ ପାଉ ଥିଲେ ସେ ପୁଅ କହୁଛି କି ତୁ ମୋ ଲାଇଫ୍ ରେ ଜବରଦୋସ୍ତି ଆସୁଛୁ ମୁଁ ଆଉ ତ ସାଙ୍ଗରେ ରହିବା କୁ ଚାହୁଁନି ।ଯାହାକି ସେହି ଝିଅ ର ଅସୁବିଧା ଥିଲା । ଆଉ ସେ ଝିଅ ସେ ପୁଅ କୁ ବହୁତ ଭଲ ପାଉ ଥିଲା ।

ସେ ଚାହିଁଲେ ବି ତାକୁ ଭୁଲି ପାରୁ ନ ଥିଲା । ଏବଂ ସେ ଛାଡିକି ମଧ୍ୟ ରହି ପାରିବ ନାହି କହୁ ଥିଲା । ତେଣୁ ଏହି ସମୟ ରେ ଆପଣ ଙ୍କୁ ବୁଝିବାକୁ ପଡିବ । ଯେଉଁ ଡର କୁ ସେ ଆପଣ ମାନଙ୍କୁ ଦେଖାଉ ଛନ୍ତି ତାହାକୁ ଆପଣ ମାନଙ୍କୁ ତା ସପକ୍ଷ ରେ ବ୍ୟବହାର କରିବା କୁ ପଡିବ ।

ଏବଂ ଡରରେ ତମେ ପ୍ରେମ କରି ପାରିବ ନାହିଁ । ପ୍ରଥମେ ଆପଣ ତାଙ୍କୁ ହରେଇବାର ଡର ରଖନ୍ତୁ ନାହିଁ । ଏବଂ ଆପଣ ଙ୍କ ଦୂବଳତା ବିସୟ ରେ କେବେ ବି ତାଙ୍କୁ ଜଣାନ୍ତୁ ନାହିଁ କାରଣ ଆପଣ ଯାହାକୁ ଭଲ ପାଉ ଛନ୍ତି ସେ ଯଦି ଆପଣ ଙ୍କ ଦୂବଳତା ବିସୟ ରେ ଜାଣିବ ତାହାଲେ ଆପଣ ଙ୍କ ବହୁତ ଲାଭ ଉଠାଇବ ।

ଯାହା ଫଳରେ ଆପଣ ସହିତ ଖରାପ କାମ କରିବା ପାଇଁ ଚେଷ୍ଟା ମଧ୍ୟ କରିବ । ଆଉ ଆପଣ କିଛି କହିଲେ ଆପଣ ଙ୍କୁ ଛାଡି ଚାଲି ଯିବାର ଧମକ ମଧ୍ୟ ଦେବ । ତେବେ ଆପଣ ଆପଣଙ୍କ Partners କୁ କେବେ ଡରନ୍ତୁ ନାହିଁ । ଏବଂ ଆପଣ ଙ୍କ ଦୂବଳତା ବଷୟ ରେ ଜଣାନ୍ତୁ ନାହିଁ ।

ଆମ ପେଜକୁ ଲାଇକ କରି ଦିଅନ୍ତୁ । ଆମେ ସବୁ ସମୟରେ କିଛି କାମରେ ଆସିବା ଭଳି ଲେଖା ଆଣି ଥାଉ । ଯାହା ଫଳରେ ସେ ସବୁ ଆପଣ ପାଇ ପାରିବେ । ଲେଖାଟି କେମିତି ଲାଗିଲା ନିଜ ମତାମତ ଜଣାନ୍ତୁ ଓ ଅନ୍ୟମାନଙ୍କ ସହ ସେଆର କରନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button