ରାଜ୍ୟ

ସୋଆ ଏନ୍‌ସିସି କ୍ୟାଡେଟ୍ ଙ୍କ ପକ୍ଷରୁ ରକ୍ତଦାନ ଶିବିର ଆୟୋଜିତ – Ibnodisha

[ad_1]

ଭୁବନେଶ୍ୱର, : ଶିକ୍ଷା ଓ ଅନୁସନ୍ଧାନ (ସୋଆ) ପକ୍ଷରୁ ଗତ ଅଗଷ୍ଟ ୧୬ ତାରିଖ ଦିନ ଏକ ରକ୍ତଦାନ ଶିବିର ଆୟୋଜିତ ହୋଇଯାଇଛି । ରକ୍ତଦାନ ଦ୍ୱାରା ଅନେକ ମୂଲ୍ୟବାନ ଜୀବନ ରକ୍ଷା କରିବା ପାଇଁ ସୋଆର ଏନ୍‌ସିସି କ୍ୟାଡେଟ୍ ମାନେ ମୋଟ୍ ୧୦୩ ୟୁନିଟ୍ ରକ୍ତ ପ୍ରଦାନ କରିଥିଲେ ।

ଏଇ ରକ୍ତଦାନ ଶିବିର କୁ ଏନ୍‌ସିସି କଟକ ର ଗ୍ରୁପ୍ କମାଣ୍ଡର କର୍ଣ୍ଣଲ୍ ସତ୍ୟବତ୍ର ସ୍ୱାଇଁ ଉଦ୍‌ଘାଟନ କରିଥିବାବେଳେ ୪(୦) କଟକ ଏନ୍‌ସିସି ର ଅଫିସର ଇନ୍ କମାଣ୍ଡର ଉମେଶ ମାରୱା ଓ ଆଇଟିଇଆର ର ଇସିଇ ବିଭାଗ ର ଆସିଷ୍ଟାଂଟ୍ ପ୍ରଫେସର (ଡକ୍ଟର) ସତୀଶ ସାମଲ ଉପସ୍ଥିତ ଥିଲେ ।

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button