IBN ଓଡ଼ିଶା ବ୍ୟୁରୋ

ଭୁଲରେ ମଧ୍ୟ ବିବାହ ପରେ କରନ୍ତୁ ନାହିଁ ଏହି ଭୁଲ, ନଚେତ ସମ୍ପର୍କରେ ପଡିଯିବ ଫାଟ

ଯେଉଁ କଥା ଅଗୁରୁ ଏତେ ମହତ୍ତ୍ୱ ଲାଗେ ନାହିଁ ଏବେ ସେଇ କଥା ଭାରି ଗମ୍ଭୀର ଲାଗେ । ସେହି ଯୋଗୁ ବାହାଘର ପରେ କିଛି କଥା ମନେ ରଖିବା ଆବଶ୍ୟକ । ବାହାଘର ପରେ ଭୁଲ ରେ ବି କେବେ ନିଜ ସାଥୀଙ୍କ ସହିତ ସେୟାର କରିବେ ନାହିଁ । ଏହି କଥା କହି ଆପଣ ମୁସ୍କିଲ ରେ ପଡିପାରନ୍ତି । ବାହାଘର ପରେ ଆପଣ ଏହି ୫ ଟି କାମ କଲେ କଷ୍ଟ ପାଇବେ, ଭୋଗିବା ଆଗରୁ ଜାଣି ନିଅନ୍ତୁ । ବାହାଘର ର ସ୍ଵପ୍ନ ସମସ୍ତେ ଦେଖିଥାନ୍ତି । ସମସ୍ତଙ୍କୁ ଏହି ଖାସ୍ ଦିନ ର ବହୁତ୍ ଅପେକ୍ଷା ଥାଏ ।

ବାହାଘର ନା ଶୁଣିଲେ ଲୋକଙ୍କ ମନରେ ଉତ୍ସାହ ଜାଗି ଉଠେ । ପୁଅ ଝିଅ ମାନଙ୍କୁ ବାହାଘର କରିବା ପାଇଁ ବହୁତ୍ ଶୀଘ୍ର ମନ ଥାଏ । ହେଲେ ବାହାଘର ପରେ ଜୀବନ ପୁରା ବଦଳିଯାଏ । ବାହାଘର ହେଲା ପରେ ସମ୍ବନ୍ଧ ରେ ବହୁତ୍ ବଦଳି ଯାଏ ।

୧. ତୋର ମୋର କରିବାରୁ ବଞ୍ଚନ୍ତୁ

ବହୁତ୍ ଥର ଏମିତି ହୁଏ କି ଝିଅ ମାନେ ଏହା କହିବାକୁ ଲାଗନ୍ତି କି ଏହା ହଉଚି ତୁମ କାମ, ସେଇ ଯୋଗୁ ଏହି କାମ ତୁମେ କରିବା କଥା କିନ୍ତୁ ଏଟା ସତ ଯେ ଯାହା କାମ ସିଏ ସେହି କାମ କରିବା କଥା, କିନ୍ତୁ ମନେ ରଖନ୍ତୁ ଯେମିତି ଏହି କଥା ଆପଣଙ୍କ ସାଥୀ କୁ ଖରାପ ନ ଲାଗେ କାରଣ ଏବେ ଆପଣ ଦୁଇ ଜଣ ଗୋଟେ ସମ୍ବନ୍ଧରେ ବାନ୍ଧି ହୋଇଛନ୍ତି । ଆପଣଙ୍କୁ ଏବେ ମିଶିକି ଚାଲିବା କଥା । ତୋର ମୋର କରିବାକୁ ଲାଗିବେ ଯଦି ଅଧିକ ଅସୁବିଧା ହବ ।

୨. ବାହାଘର ରେ ହେଉଥିବା ଖର୍ଚ୍ଚ

ବାହାଘର ରେ ହେଇଥିବା ଖର୍ଚ୍ଚ ବିଷୟରେ ଭୁଲ ରେ ବି କେବେ ନିଜ ସାଥିଙ୍କ ସହ ସେୟାର କରିବେନି । ସବୁ ବାହାଘର ରେ ଖର୍ଚ୍ଚ ତ ନିହାତି ହୁଏ । ବାରମ୍ବାର ଗୋଟିଏ କଥା ଉପରେ ତର୍କ ବିତର୍କ କରିବା ଠିକ୍ ନୁହଁ । ମନେ ରଖନ୍ତୁ କି ବାହାଘର ରେ ଦି ଜଣଙ୍କ ଖର୍ଚ୍ଚ ହୁଏ । ଏହି କଥା ସତ କି ଝିଅ ପକ୍ଷଙ୍କର ଅଧିକ ଖର୍ଚ୍ଚ ହୁଏ ପରନ୍ତୁ ଏଟା ହେଉଛି ତାଙ୍କର କର୍ତ୍ତବ୍ୟ ।

୩. ପୁରୁଣା ପ୍ରେମୀ ସହିତ ତୁଳନା

ବାହାଘର ପରେ କେବେ ବି ନିଜ ସାଥୀଙ୍କୁ ପୁରୁଣା ପ୍ରେମୀ ସହ ତୁଳନା କରିବେ ନାହିଁ । ସେ ପୁଅ ହଉକି ଝିଅ କେହି ବି ପସନ୍ଦ କରିବେ ନାହିଁ ଯଦି ଆପଣ ତାଙ୍କ ପୁରୁଣା ପ୍ରେମୀଙ୍କ ବିଷୟରେ ତୁଳନା କି ତର୍କ ବିତର୍କ କରିବେ । ସେହି ଯୋଗୁ ଏମିତି କରିବା ଠୁ ବଞ୍ଚନ୍ତୁ ।

୪. ବନ୍ଧୁ ବାନ୍ଧବଙ୍କର ମଜାକ

ବନ୍ଧୁ ବାନ୍ଧବଙ୍କର ଭୁଲ ରେ ଭି କେବେ ମଜାକ କରିବେନି । ଆପଣଙ୍କ ଏହି କଥା ଆପଣଙ୍କ ସାଥୀ କୁ ଖରାପ ଲାଗିପାରେ । ପୁଅ କିମ୍ବା ଝିଅଙ୍କ ବନ୍ଧୁ ବାନ୍ଧବଙ୍କ ବିଷୟରେ କିଛି ମାଯକ୍ ନ ଉଡ଼ାନ୍ତୁ । ଯଦି ଏମଟି କିଛି କଥା ଅଛି ଭି ତାହାଲେ ତାକୁ ଖୁଲାଶା କରନ୍ତୁ ନାହିଁ ।

୫. ସାଙ୍ଗ ସାଥିଙ୍କ ବିଷୟରେ ଖରାପ କଥାବାର୍ତ୍ତା କରିବା

Related Articles

Leave a Reply

Your email address will not be published. Required fields are marked *

Back to top button