IBN ଓଡ଼ିଶା ବ୍ୟୁରୋ

ଶୁଭ ଅଶୁଭ ନିର୍ଣ୍ଣୟ ଗାଈକୁ କେତେବେଳେ ଦେଖିଲେ କଣ ସବୁ ସଂକେତ ମିଳେ, ଶକୁନ ବିଚାର

ଆଜିର ପୋଷ୍ଟରେ ଆମେ ଆପଣ ମାନଙ୍କୁ ଜଣେଇବୁ ଗାଈ ମାତାଙ୍କୁ ଦେଖିବା କେତେବେଳେ ଶୁଭ କେତେବେଳେ ଅଶୁଭ ଫଳ ପ୍ରଦାନ କରିଥାଏ। କେତେକ ଗୃହ ପାଳିତ ପଶୁ ଯଥା ଗାଈ, ବିରାଡ଼ି, କୁକୁର, ପକ୍ଷୀ ଏବଂ କେତେକ ବନ୍ୟ ଜନ୍ତୁ ଯଥା, ବାଘ, ଭାଲୁ, ହରିଣ,ସିଂହଙ୍କ ଠାରୁ ଅନେକ ପ୍ରକାରର ପ୍ରାକ ସୂଚନା ମିଳିଥାଏ। ପ୍ରତ୍ୟକ ପ୍ରାକ ସୂଚନା ଆମେ ଶୁଭ ଏବଂ ଅଶୁଭ ନିର୍ଣ୍ଣୟ କରିଥାଉ। ମଣିଷ ଜୀବନରେ ଅନେକ ଘାତ ପ୍ରତିଘାତ ମଧ୍ୟରେ ଯଦି ଗତି କରିଥାଏ ଏଥିମଧ୍ୟରୁ ଆମେ ଆମର କିଛିନା କିଛି ଆମ ଭବିଷ୍ୟତ ପାଇଁ କିଛିନା କିଛି ଅଶୁଭ ସଂକେତ ବିଭିନ୍ନ ପ୍ରକାରର ଆମେ ଅବଗତ ହୋଇଥାଉ। ତେବେ ଆସନ୍ତୁ ଜାଣିବା କେତେବେଳେ ଗାଈ ଦେଖିବା ଶୁଭ ଏବଂ ଅଶୁଭ ସଂକେତ।

ଭ୍ରମଣ ଉଦେଶ୍ୟରେ ଅଥବା କୌଣସି ଏକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ ପାଇଁ ଗୃହ ମଧ୍ୟରୁ ବାହାରି ଆସିବା ସମୟରେ ଯଦି ପ୍ରଥମେ ଗୋଟେ ଗାଈ ଉପରେ ପ୍ରଥମ ଦୁଷ୍ଟିପାତ ହୁଏ ତାହେଲେ ଯାତ୍ରାର ଫଳ ଶୁଭ କାରକ ହୋଇଥାଏ। ସ୍ୱପ୍ନରେ ଯଦି ଗୋଟେ ଧଳା ଗାଈ ସହିତ ତାର ବାଛୁରୀକୁ ଦେଖିବେ ସେହି ଦିନର ସମସ୍ତ କାର୍ଯ୍ୟରେ ଆପଣ କୃତକାର୍ଯ୍ୟ ହେବେ।

Google

ଯଦି ଆପଣ ଗାଈ ଆଖିରୁ ଲୁହ ଗଡୁ ଥିବାର ଦେଖୁଛନ୍ତି ତାହେଲେ ଗୃହ କର୍ତା ଭୀଷଣ ଅସୁସ୍ଥ ହେବାର ସମ୍ଭାବନା ରହିଥାଏ।

ଯଦି ଆପଣ ଗାଈ ଚାରିପଟେ ଅନେକ ମାଛି କିମ୍ବା କୁକୁର ବୁଲୁଥିବାର ଦେଖିବେ ସେଦିନ ଆପଣ ନିଶ୍ଚିତ ଜାଣି ନିଅନ୍ତୁ ବୃଷ୍ଟିପାତର ସମ୍ଭାବନା ରହିଥାଏ।

Google

ଯଦି ସୂର୍ଯ୍ୟ ଉଦୟ ପରେ ଗୋଟିଏ ଗାଈ କିମ୍ବା ତାର ବାଛୁରୀ ବିନା ଡ଼ାକରାରେ ଗୃହର ମୁଖ୍ୟ ପ୍ରବେଶ ଦ୍ୱାରରେ ଆସି ଛିଡା ହୋଇଯାଏ ତେବେ ଏହା ଅତ୍ୟନ୍ତ ଶୁଭ ଦାୟକ ହୋଇଥାଏ।

ତ ଜାଣିଲେ ଗାଈର ସକୁନ ବିଚାର। ଏବଂ ତାର ଶୁଭ ଅଶୁଭ ଲକ୍ଷଣ।

ବନ୍ଧୁଗଣ ଯଦି ଏହି ଆର୍ଟିକିଲଟି ଭଲ ଲାଗିଲା ତେବେ ଗୋଟିଏ ଲାଇକ କରିବା ସହିତ ଏହାକୁ ସେଆର କରି ଦିଅନ୍ତୁ । ଏମିତି ନୂଆ ନୂଆ ପୋଷ୍ଟ ପାଇଁ ଆମ page କୁ ଲାଇକ କରନ୍ତୁ । ଏହାକୁ ଶେଷ ଯାଏଁ ପଢି ଥିବାରୁ ଧନ୍ୟବାଦ । ଜୟ ଗୋ ମାତା ।

Related Articles

Leave a Reply

Your email address will not be published. Required fields are marked *

Back to top button