IBN ଓଡ଼ିଶା ବ୍ୟୁରୋ

ମରିଯିବେ କିନ୍ତୁ ଗୁରୁବାର ଦିନ ଏହି 5 କାମ କେବେ କରିବେ ନାହିଁ ପୁରା ପରିବାର ଉପରେ ଆସିଥାଏ ଭାରି ସଙ୍କଟ |

ବନ୍ଧୁଗଣ ଆମ ଶାସ୍ତ୍ର ରେ ପ୍ରତ୍ୟେକ ଦିନର ଅଲଗା ଅଲଗା ମହତ୍ୱ ରହିଛି | କିନ୍ତୁ ଗୁରୁବାର କୁ ବିଶେଷ ଗୁରୁତ୍ୱପୂର୍ଣ ବୋଲି କୁହାଯାଏ କାରଣ ଗୁରୁବାର କୁ ଧର୍ମର ଦିନ ବୋଲି ବିଶ୍ୱାସ କରାଯାଏ | ଏବଂ ଏହି ଦିନ ଧାର୍ମିକ କାର୍ଯ୍ୟ କରିବା ଦ୍ୱାରା ଶୁଭତା ରେ ବୃଦ୍ଧି ହୋଇଥାଏ ଏବଂ ଗୁରୁଗ୍ରହ ମଜବୁଜ ହୋଇଥାନ୍ତି | ସମସ୍ତ 9 ଗ୍ରହ ଙ୍କ ମଧ୍ୟ ରୁ ସବୁଠାରୁ ଭାରି ଗ୍ରହ ଗୁରୁଗ୍ରହ ହୋଇଥାଏ, ତେଣୁ ଏହି ଦିନ ବହୁତ ଗୁରୁତ୍ୱପୂର୍ଣ ହୋଇଥାଏ |

ଏହି ଦିନ ଏମିତି କିଛି କର୍ମ କରିବା ଉଚିତ ହୋଇନଥାଏ,ତେଣୁ ଏହି କିଛି ବିଶେଷ କାର୍ଯ୍ୟ କରିବେ ନାହିଁ | ଏବଂ ଗୁରୁ ଆମ ଜନ୍ମ କୁଣ୍ଡଳୀ ରେ ବହୁତ ସାରା ସୁଖର କାରକ ଅଟନ୍ତି | ଜୀବନ ରେ ଗୁରୁଗ୍ରହ ଠିକ ହେବା ଦ୍ୱାରା ବୈବାହିକ ଜୀବନ ଏବଂ ଦାମ୍ପତ୍ୟ ଜୀବନ ସୁଖମୟ ହେବ | ଏହା ସହିତ ସୁଯୋଗ୍ୟ ଜୀବନ ସାଥି ପ୍ରାପ୍ତି ହୋଇଥାଏ, ବିବାହ ଶୀଘ୍ର ହୋଇଥାଏ ଏବଂ ସନ୍ତାନ ସୁଖ ମଧ୍ୟ ମିଳିଥାଏ | ଗୁରୁଗ୍ରହ କୁଣ୍ଡଳୀ ରେ ସଠିକ ଥିଲେ ସନ୍ତାନ ଲାଭ ହୋଇଥାଏ | ପୁତ୍ର ସୁଖ ପାଇବାରେ ଗୁରୁଗ୍ରହ ହିଁ ସଠିକ ରହିଥାଏ |

ବୃହସ୍ପତି ଗ୍ରହ ଆମ ଜୀବନ ରେ କ୍ୟାରିଅର ର କାରକ ଅଟନ୍ତି, ଗୁରୁଗ୍ରହ ଜନ୍ମ କୁଣ୍ଡଳୀ ରେ ସଠିକ ଥିଲେ ଆପଣ କ୍ୟାରିଅର ରେ ବହୁତ ଉନ୍ନତି କରିଥାନ୍ତି ଏବଂ ବହୁତ ସଫଳତା ପାଇଥାନ୍ତି |ଚାକିରୀ ରେ ପଦୋନ୍ନତି ହୋଇଥାଏ, ବ୍ୟାପାର ରେ ବହୁତ ଲାଭ ବି ହୋଇଥାଏ | ଧର୍ଯ୍ୟ ବୃଦ୍ଧି ହୋଇଥାଏ, ଗୁରୁଗ୍ରହ ର ସଠିକ ହେବା ଆପଣଙ୍କ ଜୀବନ ରେ ସବୁକିଛି ଶୁଭ ହିଁ ହୋଇଥାଏ |

କିନ୍ତୁ ଯଦି ଆପଣଙ୍କ କୁଣ୍ଡଳୀ ରେ ଗୁରୁ କୌଣସି କାରଣ ରୁ ଅଶୁଭ ହୋଇଯାନ୍ତି, କମଜୋର ହୋଇଯାନ୍ତି ତେବେ ଆପଣଙ୍କ ଜୀବନ ରେ ବହୁତ କିଛି ସୁଖ ସୁବିଧା ବହୁତ ବିଳମ୍ବ ରେ ମିଳିଥାଏ |ଯେମିତିକି ସନ୍ତାନ ପ୍ରାପ୍ତି ହୋଇପାରିନଥାଏ, ଦାମ୍ପତ୍ୟ ଜୀବନ ରେ କଳହ ହୋଇଥାଏ, ବୈବାହିକ ଜୀବନ ସୁଖମୟ ହୁଏ ନାହିଁ | ବିବାହ ରେ ବିଳମ୍ବ ହୋଇଥାଏ | ଧନ ସଂଚୟ ହୋଇପାରିନଥାଏ,ଅର୍ଥ ଅଭାବ ହୁଏ |

ତେବେ ବନ୍ଧୁଗଣ ଗୁରୁ ଶିକ୍ଷା, ଉଚ୍ଚଶିକ୍ଷା ର କାରକ ହୋଇଥାନ୍ତି, ଜୀବନ ରେ ସବୁକିଛି ଠିକ ହୋଇଯାଏ ଯଦି ଗୁରୁ ଙ୍କୁ ଶୁଭ କରି ଦିଆଯାଏ | ତେବେ ଗୁରୁବାର ଦିନ କୁ ଗୁରୁ ଙ୍କ ଦିନ ବୋଲି କୁହ ଯାଏ, ଯଦି ଏହି ଦିନ ଆପଣ କିଛି କାର୍ଯ୍ୟ କରିବେ ଆଉ କିଛି ବିଶେଷ କାର୍ଯ୍ୟ କରିବେ ନାହିଁ ତାହେଲେ ଗୁରୁ ମଜବୁତ ହୋଇଥାନ୍ତି |

ତେବେ ଗୁରୁବାର ଦିନ କିଛି ବିଶେଷ ଉପାୟ କରିବା ଦ୍ୱାରା ଆପଣଙ୍କ ଗୁରୁଗ୍ରହ ମଜବୁତ ହୋଇଥାନ୍ତି | ତେବେ ଆଜି ଆମେ ଏହି ପୋର୍ଟାଲ ରେ ଆପଣଙ୍କୁ କହିବାକୁ ଯାଉଛି ଯେ ଗୁରୁବାର ଦିନ କେଉଁ କାର୍ଯ୍ୟ କରିବା ଦ୍ୱାରା ଏବଂ କେଉଁ କାର୍ଯ୍ୟ ନକରିବା ଦ୍ୱାରା ଗୁରୁ ଗ୍ରହ ମଜବୁତ ହୋଇଥାନ୍ତି | ତେବେ ଆସନ୍ତୁ ଜାଣିବା ସେହି ଉପାୟ ବିଷୟରେ..

କଣ କରିବା ଉଚିତ ନୁହେଁ?

ବନ୍ଧୁଗଣ ଶାସ୍ତ୍ର ରେ ମହିଳାଙ୍କ ଯେଉ ଜନ୍ମ କୁଣ୍ଡଳୀ ବିଷୟରେ କୁହ ଯାଇଛି ସେଥିରେ ବୃହସ୍ପତି ଗ୍ରହ ପତି ଏବଂ ସନ୍ତାନ ର କାରକ ଅଟନ୍ତି | ତେଣୁ ଏହି ଦିନ ମହିଳା ମାନଙ୍କୁ କିଛି କାର୍ଯ୍ୟ କରିବାକୁ ବର୍ଜିତ କରାଯାଇଛି | ଯଦି ଏହି କାର୍ଯ୍ୟ କରନ୍ତି ତେବେ ସ୍ୱାମୀ ଏବଂ ସନ୍ତାନ ଉପରେ ଏହାର ପ୍ରଭାବ ପଡିଥାଏ | ତେଣୁ ଏହି ଦିନ ମହିଳା ନିଜ କେଶ ଧୋଇବା ଅବା ସାମ୍ପୁ କରିବା ଏବଂ କେଶ କାଟିବା ମଧ୍ୟ ଗୁରୁ ଙ୍କୁ କମଜୋର କରିଥାଏ |ସେବିଙ୍ଗ କରିବା, ନଖ କାଟିବା, ଘର ଓଲେଇବା ଗୁରୁବାର ଦିନ କରିବା ଉଚିତ ନୁହେଁ |

Related Articles

Leave a Reply

Your email address will not be published. Required fields are marked *

Back to top button