ଏହି ତିନୋଟି କଥା କେବେ ବି ଭୁଲରେ ବି ନିଜ ସ୍ତ୍ରୀ କୁ କୁହନ୍ତୁ ନାହିଁ,ଜାଣନ୍ତୁ ସେ ତିନୋଟି କଥା କଣ କଣ ?
ଆଚାର୍ଯ୍ୟ ଚାଣକ୍ୟ ନୀତି ଅନୁଯାୟୀ ପୁରୁଷ ମାନଙ୍କୁ ଭୁଲରେ ବି ନିଜ ସ୍ତ୍ରୀକୁ ଏହି ଚାରୋଟି କଥା କହିବା ଉଚିତ ନୁହେଁ । ଯାହାକୁ ଆଚାର୍ଯ୍ୟ ଚାଣକ୍ୟ ନିଜ ନୀତିରେ ବର୍ଣ୍ଣନା କରିଛନ୍ତି । ଆଚାର୍ଯ୍ୟ ଚାଣକ୍ୟ ନିଜ ନୀତି ଗ୍ରନ୍ଥରେ ଜୀବନର ଅନେକ ପରିସ୍ଥିତି ଏବଂ ସେଥିରୁ ନିଜକୁ ନିବୃତ କରିବା ପାଇଁ ଅନେକ ଉପାୟ ବିଷୟରେ କହିଛନ୍ତି । ଏପରି କୁହାଯାଏ ଯେ ଯେଉଁ ବ୍ୟକ୍ତି ଆଶ୍ଚର୍ଯ୍ୟ ଚାଣକ୍ୟଙ୍କ ସେହି ନୀତିକୁ ଶିକ୍ଷା କରି କାର୍ଯ୍ୟରେ ଲଗାଇଥାଏ , ସେ ଜୀବନରେ ସୁଖରେ ଜୀବନ ଯାପନ କରିଥାଏ । ଚାଣକ୍ୟଙ୍କ ନୀତିରେ ଧନ ସମ୍ପତ୍ତି , ବିବାହ , ଉନ୍ନତି , ମିତ୍ରତା ଶତ୍ରୁତା ଏବଂ ବ୍ୟାପାର ସମ୍ବନ୍ଧୀୟ ସମସ୍ୟାର ସମାଧାନ ବିଷୟରେ ବର୍ଣ୍ଣନା କରିଛନ୍ତି ।
ଚାଣକ୍ୟଙ୍କ ଅନୁଯାୟୀ କିଛି ଏପରି କଥା ଅଛି ଯାହାକୁ ଜଣେ ସ୍ୱାମୀକୁ ନିଜ ସ୍ତ୍ରୀକୁ ଆଦୋୖ କହିବା ଉଚିତ ନୁହେଁ । ଯଦି କେହି ପୁରୁଷ ଭୁଲରେ ବି ଏହିସବୁ କଥା ନିଜ ସ୍ତ୍ରୀ କୁ କହିଥାଏ , ତେବେ ତାକୁ ବର୍ବାଦ ହେବାରୁ କେହିବି ଅଟକାଇ ପାରିବେ ନାହିଁ । ତେଣୁ ଏହି କିଛି କଥା ନିଶ୍ଚିତ ଭାବରେ ଗୁପ୍ତ ରଖିବା ଉଚିତ । ତେବେ ଚାଲନ୍ତୁ ଜାଣିନେବା ।
୧ . ରୋଜଗାର :-
ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଯେ ନିଜ ସ୍ତ୍ରୀକୁ କେବେବି ରୋଜଗାର ବିଷୟରେ କହିବା ଉଚିତ ନୁହେଁ । ଆଚାର୍ଯ୍ୟ ଚାଣକ୍ୟ କହିଛନ୍ତି ଯେ ଯଦି ସ୍ତ୍ରୀ ରୋଜଗାର ବିଷୟରେ ଜାଣି ନିଏ ତେବେ ସେ ଖର୍ଚ୍ଚ ଉପରେ ରୋକ ଲଗାଇଥାଏ । ଅନେକ ସମୟରେ ଜରୁରୀ ଖର୍ଚ୍ଚ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଇଥାଏ ।
୨ . ଅପମାନ :-
ଚାଣକ୍ୟ କହିଛନ୍ତି ଯେ ପୁରୁଷଙ୍କୁ ନିଜ ଅପମାନ ବିଷୟରେ ନିଜ ସ୍ତ୍ରୀକୁ କହିବା ଉଚିତ ନୁହେଁ । କାରଣ ମହିଳା ମାନେ ସେହି ଅପମାନ ବିଷୟରେ ବାରମ୍ବାର କହି ଅଧିକ ଅପମାନ କରାଇଥାନ୍ତି । ତେଣୁ ଏହାକୁ ମଧ୍ୟ ଗୁପ୍ତ ରଖିବା ଉଚିତ ।
୩ . ଦୁର୍ବଳତା :-
ଚାଣକ୍ୟ କହନ୍ତି ଯେ ସ୍ୱାମୀକୁ ନିଜ ସ୍ତ୍ରୀକୁ କେବେ ନିଜର ଦୁର୍ବଳତା ବିଷୟରେ କହିବା ଉଚିତ ନୁହେଁ । ସ୍ତ୍ରୀ କୁ ଏହି ବିଷୟରେ ଜଣା ପଡ଼ିଲେ ସେ ସବୁବେଳେ ତାହାକୁ ଅନୁଭୂତ କରାଇ ଥାଏ ଏବଂ ନିଜ ଜିଦ ମନାଇ ନେଇଥାଏ । ତେଣୁ ପୁରୁଷଙ୍କୁ ନିଜ ଦୁର୍ବଳତା ନିଜ ସ୍ତ୍ରୀ ଠାରୁ ଲୁଚାଇ ରଖିବା ଉଚିତ । ନଚେତ ସ୍ତ୍ରୀ ତାହାର ଭୁଲ ଫାଇଦା ଉଠାଇ ପାରେ ।
୪ . ନିଜର ପୁରୁଣା ସମ୍ପର୍କ ବିଷୟରେ କେବେ ସ୍ତ୍ରୀକୁ କହିବା ଉଚିତ ନୁହେଁ । କାରଣ ସ୍ତ୍ରୀକୁ ପୁରୁଣା ସମ୍ପର୍କ ବିଷୟରେ ଜଣା ପଡ଼ିଲେ ସେ ସମ୍ପର୍କ ଭାଙ୍ଗି ଦେଇପାରେ । ଯାହାଦ୍ୱାରା ଆପଣଙ୍କୁ ଜୀବନସାରା ପସ୍ତେଇବାକୁ ପଡ଼ିପାରେ । ଯଦି ଆପଣ କୌଣସି ପର ମହିଳା ସହିତ ଶାରୀରିକ ସମ୍ପର୍କ ରଖିଛନ୍ତି ଏବଂ ତାହା ଆପଣଙ୍କ ସ୍ତ୍ରୀ ଜାଣିପାରେ ତେବେ ଆପଣଙ୍କ ସମ୍ପର୍କ ନଷ୍ଟ ହୋଇପାରେ ।