IBN ଓଡ଼ିଶା ବ୍ୟୁରୋ

କିଛି ବି ହେଇଯାଉ ବିଛଣା ଉପରେ ବସି ଏହି ଜିନିଷ କେବେ ବି ଖାଆନ୍ତୁ ନାହିଁ ପତି ପତ୍ନୀଙ୍କ ଜୀବନ ବର୍ବାଦ ହୋଇଯାଏ

ବନ୍ଧୁଗଣ କୌଣସି ବି ବିବାହିତ ବ୍ୟକ୍ତି ପାଇଁ ତାଙ୍କର ଶୟନ କକ୍ଷ ବହୁତ ଗୁରୁତ୍ୱପୂର୍ଣ ହୋଇଥାଏ | ଯଦି କୌଣସି ବ୍ୟକ୍ତି ନିଜ ଶୟନ କକ୍ଷ ରେ ଖୁସି ନଥାଏ ତେବେ ସେ ନିଜ ବାସ୍ତବ ଜୀବନ ରେ ମଧ୍ୟ କେବେ ଖୁସି ରହିପାରିବ ନାହିଁ | ଆପଣଙ୍କୁ କହିରଖୁଛୁ କି ବାସ୍ତୁ ଶାସ୍ତ୍ର ରେ ମଧ୍ୟ ଶୟନ କକ୍ଷ ବିଷୟରେ କୁହାଯାଇଛି | ପ୍ରତ୍ୟେକ ବ୍ୟକ୍ତି ପାଇଁ ଶୟନ କକ୍ଷ ର ଗୁରୁତ୍ୱପୂର୍ଣ ଭୂମିକା ରହିଛି | କାରଣ ଏହିଠାରେ ବ୍ୟକ୍ତି ନିଜର ଦିନ ସାରାର ଥକାପଣ ଦୂର କରି ନୂଆ ଉର୍ଜା ପ୍ରାପ୍ତ କରିଥାଏ | ଦାମ୍ପତ୍ୟ ଜୀବନ ରେ ପ୍ରେମ ଏବଂ ସୁଖ ପାଇଁ ମଧ୍ୟ ଏହା ବହୁତ ଗୁରୁତ୍ୱ ରଖିଥାଏ | ସେଥିପାଇଁ ଏହିପରି 4 ଭୁଲ କେବେ ବି ଶୟନ କକ୍ଷ ରେ କରିବା ଉଚିତ ନୁହେଁ, ତେବେ ଆସନ୍ତୁ ଜାଣିବା ସେହି ବିଷୟରେ –

1- ବିଛଣା କୁ ଘର ବନେଇ ଦେବା – ଅନେକ ଲୋକ ଅଛନ୍ତି ଯେଉଁ ମାନେ ବିଛଣା ରେ ନିଜର ସମସ୍ତ କର୍ମ କରିଥାନ୍ତି | ଯେମିତିକି କାମ, ଖାଦ୍ୟ ଖାଇବା ଆଉ ଚା ପିଇବା | ଏହା ଦ୍ୱାରା ବ୍ୟକ୍ତି ଦୁଃଖର ଶିକାର ହେବା ସହ ନକାରାତ୍ମକ ଉର୍ଜା କୁ ବଢ଼େଇ ଥାଏ | ଏବଂ ବୈବାହିକ ଜୀବନ ନଷ୍ଟ ହେବା ସହ, କରଜ ସମସ୍ୟା ମଧ୍ୟ ହୋଇଥାଏ |ସେଥିପାଇଁ ବିଛଣା ରେ ଖାଦ୍ୟ ଖାଆନ୍ତୁ ନାହିଁ କିମ୍ବା କୌଣସି କାର୍ଯ୍ୟ କରନ୍ତୁ ନାହିଁ |

2.ଅନେକ ଅଛନ୍ତି ଯେଉଁ ମାନେ ଖଟ ରେ ବାକ୍ସ ବନେଇ ଦେଇଥାନ୍ତି | ଏହି ପରି କରି କରିବା ଭୁଲ ନୁହେଁ କିନ୍ତୁ ଏହାର ଖରାପ ବ୍ୟବହାର ଆପଣଙ୍କୁ ଖରାପ ପ୍ରଭାବ ପକାଇଥାଏ | ଯେମିତି କି ଅଧିକାଂଶ ଲୋକ ବାକ୍ସ ରେ ଧାରୁଆ ଜିନିଷ ଏବଂ ଏଣୁ ତେଣୁ ଜିନିଷ ଅଧିକ ରଖିଥାନ୍ତି ଏହିପରି କରିବା ଆପଣଙ୍କୁ ସମ୍ପର୍କ ରେ ତିକ୍ତତା ଆଣିପାରେ | ଏବଂ ଏହା ସହ ନକାରାତ୍ମକ ଉର୍ଜା କୁ ବଢ଼ାଇ ଥାଏ | ସେଥିପାଇଁ ସାବଧାନ ଏବଂ ସତର୍କ ରୁହନ୍ତୁ |

3.ବିଛଣା ରେ ଆଇନା ଲଗେଇବା ଉଚିତ ନୁହେଁ ଯଦି ବି ଲଗାଉଛନ୍ତି ତେବେ ରାତି ରେ ଏହାକୁ ଏକ କପଡା ରେ ଲୁଚାଇ ଦିଅନ୍ତୁ | ବାସ୍ତୁ ଶାସ୍ତ୍ର ଅନୁଯାୟୀ ବିଛଣା ରେ ଆଇନା ଲଗେଇବା ଅଶୁଭ ହୋଇଥାଏ | ତେବେ ଯଦି ଆଇନା ଲଗେଇବା ଅତ୍ୟନ୍ତ ଜରୁରୀ ହୋଇଥାଏ ତେବେ ଏହିପରି ଲଗାନ୍ତୁ କି ଯେମିତି ଶୋଇବା ସମୟ ରେ ଆପଣଙ୍କ ଚେହେରା ନଦେଖା ଯିବା ଉଚିତ | ଏହା ଦ୍ୱାରା ଆପଣଙ୍କ ସମ୍ପର୍କ ରେ ଜଟିଳ ସମସ୍ୟା ସହ ନକାରାତ୍ମକ ପ୍ରଭାବ ପଡିଥାଏ |

4.ଶୟନ କକ୍ଷ ରେ ଅତିଥି ଚର୍ଚ୍ଚା କରିବା ଉଚିତ | ବାସ୍ତୁ ବିଜ୍ଞାନ ଅନୁସାରେ ନିଜ ଶୟନ କକ୍ଷ ରେ ଅନ୍ୟ ଲୋକ ଙ୍କୁ ପ୍ରଶୟ ଦେବା ଉଚିତ ଏହା ଦ୍ୱାରା ଘରେ ନକାରାତ୍ମକ ଉର୍ଜା ବଢିଥାଏ | ଶାସ୍ତ୍ର ଅନୁସାରେ ଏହିପରି କରିବା ଦ୍ୱାରା ପତି ପତ୍ନୀ ଙ୍କ ମଧ୍ୟ ରେ ମନୋମାଳିନ୍ୟ ହୋଇଥାଏ | ସମ୍ପର୍କ ରେ ଏହାର ଖରାପ ପ୍ରଭାବ ପଡିଥାଏ | ସେଥିପାଇଁ ଅତିଥିଙ୍କ ଚର୍ଚ୍ଚା ଅନ୍ୟ ଗୃହ ରେ କରିବା ସର୍ବୋତ୍ତମ ହୋଇଥାଏ |

5.ଶୟନ କକ୍ଷ ରେ ମନ୍ଦିରରେ କିମ୍ବା କୌଣସି ଦେବି ଦେବତା ଙ୍କ ମୂର୍ତ୍ତି କିମ୍ବା ଫୋଟୋ ରଖିବା ଅଶୁଭ ହୋଇଥାଏ | ସେଥିପାଇଁ ଶୟନ କକ୍ଷ ରେ କୌଣସି ପୂଜା ଅର୍ଚନା କରିବା ଆପଣଙ୍କୁ ଗରିବ ବନେଇ ଦେଇଥାଏ | ତେଣୁ ଶାସ୍ତ୍ର ଅନୁଯାୟୀ ଏହା କରିବା ଆପଣଙ୍କୁ ଅନେକ ସମ

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button