IBN ଓଡ଼ିଶା ବ୍ୟୁରୋ

ମନି ପ୍ଲାଣ୍ଟ ରେ ଏହି ଜିନିଷ ପକେଇକି ଦେଖନ୍ତୁ ରାତା ରାତି କୋଟିପତି ହୋଇଯିବେ,ପଇସା ବର୍ଷେଇବାର ଉପାୟ..

ବାସ୍ତୁ ଶାସ୍ତ୍ର ଅନୁସାରେ ମନି ପ୍ଲାଣ୍ଟ କୁ ବହୁତ ଶୁଭ ବୋଲି ବିଶ୍ୱାସ କରାଯାଏ | ମନି ପ୍ଲାଣ୍ଟ ବିଷୟରେ ଅନେକ ଗୁଡିଏ ରୋଚକ ତଥ୍ୟ ମଧ୍ୟ ରହିଛି,ମାନ୍ୟତା ରହିଛି କି ଯେଉଁଠି ମନି ପ୍ଲାଣ୍ଟ ଥାଏ ସେଇଠି ମାତା ଲକ୍ଷ୍ମୀଙ୍କ ବାସ ହୋଇଥାଏ | ଯେଉଁ ବ୍ୟକ୍ତି ଏହାର ଦେଖା ଶୁଣା ଯନ୍ତ୍ର ନିଏ ତାହାର ଘରେ କେବେ ବି ଧନର ଅଭାବ ହୁଏ ନାହିଁ | ତେବେ ଆସନ୍ତୁ ଜାଣିବା ମନି ପ୍ଲାଣ୍ଟ ଏହିପରି 10 ଫାଇଦା ବିଷୟରେ ଏବଂ ଏହା ସହ ଜାଣିବା କି ମନି ପ୍ଲାଣ୍ଟ ରେ କେଉଁ ପାଣି ଦେବା ଅନୁଚିତ –

କିପରି ଆଣିବା ଶୁଭ –

ଯଦି ଆପଣ ଶୀଘ୍ର ଧନୀ ହେବାକୁ ଚାହୁଁଛନ୍ତି ତେବେ ମନି ପ୍ଲାଣ୍ଟ କିଣିକି ଆଣିବା ଶୁଭ ନୁହେଁ | ଆପଣ ଏହାକୁ ଯାହାର ଆର୍ଥିକ ସ୍ଥିତି ଭଲ ଥିବା ତାଙ୍କ ଘରୁ ଚୋରି କରି ଆଣିବା ଉଚିତ | ଧ୍ୟାନ ରଖନ୍ତୁ ହଳଦିଆ ପତ୍ର କିମ୍ବା ଶୁଖିଲା ମନି ପ୍ଲାଣ୍ଟ ଆଣିବେ ନାହିଁ | ଏହା ପରେ ଘରେ କୌଣସି ପାଣି ଥିବା ପାତ୍ର ରେ ରଖନ୍ତୁ ଏବଂ ଚେର ଆସିବା ପରେ ମାଟି ରେ ମଧ୍ୟ ଲଗେଇ ପାରିବେ | ଏହାକୁ କୌଣସି ଧନୀ ଘରୁ ଚୋରେଇ ଆଣିବା ଦ୍ୱାରା ଆପଣଙ୍କ ଧନ ସମ୍ପତ୍ତି ବଢିଥାଏ | ବନ୍ଧୁଗଣ ମନି ପ୍ଲାଣ୍ଟ ର ଚେର କୁ କେବେ ସୋ ଅପ କରନ୍ତୁ ନାହିଁ | ସବୁବେଳେ ନାଲି ରିବନ ରେ ବାନ୍ଧି ଲୁଚେଇ ରଖନ୍ତୁ | ନାଲି ରିବନ ବାନ୍ଧିବା ଦ୍ୱାରା ଏହା ଆହୁରି ଶକ୍ତିଶାଳୀ ହୋଇଯାଏ |

କେଉଁଠି ଲଗେଇବା –

ଏହାକୁ ପାଣିରେ ଭରା ପାତ୍ର ରେ କିମ୍ବା ମାଟିରେ ଲଗେଇ ପାରିବେ | ତେବେ ବନ୍ଧୁଗଣ ଏହାକୁ ଘରର ମୁଖ୍ୟ ଦ୍ୱାରା ରେ, ଘରର ଛାତ ଉପରେ ଏବଂ ଘରର ମଝିରେ ଲଗେଇ ପାରିବେ | ଏହା ଦ୍ୱାରା ନକାରାତ୍ମକ ପ୍ରଭାବ କମିଥାଏ ଏବଂ ଜୀବନ ରେ ସୁଖ ଶାନ୍ତି ଏବଂ ଧନ ଭରି ହୋଇଯାଏ | ବାସ୍ତୁ ଶାସ୍ତ୍ର ଅନୁସାରେ ଏହାକୁ ଦକ୍ଷିଣ ପୂର୍ବ ଦିଗ ରେ ଲଗେଇବା ଶୁଭ ହୋଇଥାଏ କାରଣ ଏହି ଦିଗର ଦେବତା ହେଉଛନ୍ତି ପ୍ରଭୁ ଗଣେଶ ଏବଂ ଶୁକ୍ର ଏହାର ପ୍ରତୀକ ଅଟନ୍ତି ତେଣୁ ଏହାକୁ ଲଗେଇବା ଦ୍ୱାରା ବ୍ୟକ୍ତି ଶୀଘ୍ର ଧନ ବାନ ହୋଇଯାଏ |

ମନି ପ୍ଲାଣ୍ଟ ରେ କେଉଁ ପାଣି ଦେବା ଅନୁଚିତ –

ଘରେ ଯଦି ମନି ପ୍ଲାଣ୍ଟ ପତ୍ର ଶୁଖିଯାଏ ତେବେ ଏହାର ଅର୍ଥ ଆପଣଙ୍କୁ ଆର୍ଥିକ ସମସ୍ୟା ହୋଇପାରେ | ଏହା ଦ୍ୱାରା ଧନର ଅଭାବ ହେବାର ସମ୍ଭାବନା ମିଳିଥାଏ | ତେଣୁ ଏମିତି ହେବାର କାରଣ ମନି ପ୍ଲାଣ୍ଟ ର ଠିକ ସେ ଯତ୍ନ ନନେବା | ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ମନି ପ୍ଲାଣ୍ଟ କେମିତି ଯତ୍ନ ନେବେ – ମାସିକ ଧର୍ମ ସମୟ ରେ କୌଣସି ମହିଳା ଏହି ଗଛ ରେ ପାଣି ଦେବା ଅଶୁଭ ହୋଇଥାଏ ଏବଂ ଗଛ ଶୁଖିଯାଇଥାଏ | ଏହା ସହିତ ରବିବାର ଦିନ ଏହି ଗଛ ରେ ପାଣି ଦେବା ଉଚିତ ନୁହେଁ ଏହା ସହ ତୁଳସୀ ରେ ମଧ୍ୟ ରବିବାର ପାଣି ଦିଆଯିବା ଅଶୁଭ ହୋଇଥାଏ |

ମନି ପ୍ଲାଣ୍ଟ ଗଛର ବୋତଲରେ ଗୋଟେ ଟଙ୍କାର ମୁଦ୍ରା ନିଶ୍ଚିତ ରଖିଦିଅନ୍ତୁ | ଘରକୁ ଧନ ଆକର୍ଷତି ହୋଇଥାଏ | କୁହାଯାଏ ଯେ ଧନକୁ ଧନ ହିଁ ଟାଣି ଆଣିଥାଏ ବୋଲି | ମନି ପ୍ଲାଣ୍ଟରେ ପଇସା ରଖିବା ପରେ ଘରେ ଅନେକ ପ୍ରକାରର ସକାରାତ୍ମକ ଶକ୍ତି ପ୍ରବେଶ କରିଥାନ୍ତି |

ବନ୍ଧୁଗଣ ନିଜ ଘରର ମନି ପ୍ଲାଣ୍ଟକୁ କେବେ ବି କାହାରିକୁ ଗିଫ୍ଟରେ ଦିଅନ୍ତୁ ନାହିଁ | ନଚେତ ଆପଣଙ୍କ ଘରର ଆର୍ଥିକ ସ୍ଥିତି ଖରାପ ହୋଇଯିବ | ଆପଣ ସଞ୍ଜୟ କରିଥିବା ସମସ୍ତ ଟଙ୍କା ନଷ୍ଟ ହୋଇଯିବ | ନିଜ ଘରର ମନି ପ୍ଲାଣ୍ଟ ଗିଫ୍ଟରେ ଦେଇଦେବା ମାନେ ନିଜ ଘରର ସବୁ ଧନ ଆପଣ ଅନ୍ୟକୁ ଦେଇଦେଇଛନ୍ତି | ଏଥିପାଇଁ କାହାରିକୁ ବି ଗିଫ୍ଟ ରେ ନିଜ ଘରର ମନି ପ୍ଲାଣ୍ଟ ଦିଅନ୍ତୁ ନାହିଁ |

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button