IBN ଓଡ଼ିଶା ବ୍ୟୁରୋ

ଯେଉଁ ଲୋକଙ୍କ ମଧ୍ୟରେ ରହିଥାଏ ଏହି ତିନୋଟି ଅଭ୍ୟାସ , ସେମାନେ ସର୍ବଦା ଶାନ୍ତିରେ ଶୋଇ ଥାନ୍ତି, ଜାଣନ୍ତୁ ଉତ୍ତମ ନିଦର ରହସ୍ୟ।

ଏକ ସୁସ୍ଥ ଶରୀର ପାଇଁ ଉତ୍ତମ ନିଦ ବହୁତ ଜ-ରୁରୀ ହୋଇଥାଏ। ନିଦ ଯେତେବେଳେ ଉତ୍ତମ ଭାବରେ ଆସିବ, ସେତେବେଳେ ଶୋଇବାର ମଜା ଆସିବ। ଏକ ଭ-ଙ୍ଗା ନିଦ ଦ୍ୱାରା ବ୍ୟକ୍ତିର ମୁଣ୍ଡରେ ସର୍ବଦା ଥକାପଣ ଦେଖା ଦେଇଥାଏ। କୁହାଯାଏ କି ଯେଉଁ ଲୋକଙ୍କ ମନ ଶାନ୍ତ ରହିଥାଏ ସେହି ଲୋକେ ସର୍ବଦା ସୁଖର ନିଦରେ ଶୋଇ ଥାନ୍ତି। ଏହାର ବିପରୀତ ଅଶା-ନ୍ତ ମନ ଥିବା ଲୋକଙ୍କୁ କେବେବି ଭଲ ନିଦ ଆସି ନଥାଏ।

ଏଭଳି ଆଜି ଆମେ ଆପଣଙ୍କୁ ତିନୋଟି ଏପରି ଲୋକଙ୍କ ବିଷୟରେ କହିବାକୁ ଯାଉଛୁ , ଯେଉଁମାନେ ସର୍ବଦା ଉତ୍ତମ ନିଦରେ ଶୋଇ ଥାନ୍ତି। ଆମ ଧର୍ମ ଗ୍ରନ୍ଥରେ ଏଭଳି ଲୋକଙ୍କର ଚର୍ଚ୍ଚା ରହିଛି। ଯଦି ଆପଣ ଏହି ଲୋକଙ୍କ ଗୁଣ ଆପଣେଇବେ, ତାହେଲେ ଆପଣଙ୍କୁ ଉତ୍ତମ ନିଦ ଆସିବ।

ସର୍ବଦା ସତ କହୁଥିବା ଲୋକେ –

ଏଭଳି ଲୋକ କେବେବି ମିଛ କୁହନ୍ତି ନାହିଁ, ଯେଉଁମାନଙ୍କ ମୁହଁରୁ ସର୍ବଦା ସତ ହିଁ ବାହାରି ଥାଏ। ସେମାନେ ସର୍ବଦା ଉତ୍ତମ ନିଦରେ ଶୋଇ ଥାନ୍ତି। ଏଥିପାଇଁ ସତ କହୁଥିବା ଲୋକଙ୍କର ମନରେ କୌଣସି ପ୍ରକାରର ବୋଝ ରହି ନଥାଏ। ଏମାନଙ୍କୁ ମନେ ନଥାଏ କି କେବେ ଏମାନେ କାହାକୁ ମି-ଛ କହିଥିଲେ। ଏମାନଙ୍କ ମଧ୍ୟରେ ଏଭଳି ଭ-ୟ ରହି ନଥାଏ କି ଏମାନଙ୍କ ମି-ଛ ଧରାପଡିଯିବ ଏବଂ ସତ ସମସ୍ତଙ୍କ ସାମ୍ନାକୁ ଆସିଯିବ। ଏମାନେ ସର୍ବଦା ଉତ୍ତମ ନିଦରେ ଶୋଇ ଥାନ୍ତି।

Google

ବୁଝି ବି-ଚାରି ଖର୍ଚ୍ଚ କରୁଥିବା ଲୋକେ –

ଆବଶ୍ୟକତା ଠାରୁ ଯେଉଁ ଲୋକେ ଅଧିକ ଖର୍ଚ୍ଚ କରନ୍ତି, ସେମାନଙ୍କୁ ଭବିଷ୍ୟତ ଚିନ୍ତାରେ ରାତିରେ ଭଲଭାବରେ ନିଦ ହୁଏ ନାହିଁ। ଆମଦାନୀ ଅନୁସାରେ ବୁଝି ବି-ଚାରି ଖର୍ଚ୍ଚ କରୁଥିବା ବା ଧନ ସଞ୍ଚୟ କରୁଥିବା ଲୋକେ ଉତ୍ତମ ନିଦରେ ଶୋଇ ଥାନ୍ତି। ଏଭଳି ଲୋକେ ଭବିଷ୍ୟତକୁ ନେଇ ଚିନ୍ତିତ ରୁହନ୍ତି ନାହିଁ।

Related Articles

Leave a Reply

Your email address will not be published. Required fields are marked *

Back to top button