IBN ଓଡ଼ିଶା ବ୍ୟୁରୋ

ଯେଉଁ ଲୋକମାନଙ୍କର ନଖ ଉପରେ ରହିଥାଏ ଅର୍ଦ୍ଧ ଚନ୍ଦ୍ର ସେହି ବ୍ୟକ୍ତି ମାନେ ହୋଇଥାନ୍ତି ଅତ୍ୟନ୍ତ ଭାଗ୍ୟଶାଳୀ

ବନ୍ଧୁଗଣ ନଖ ମନୁଷ୍ୟର ହାତ ଓ ଗୋଡ଼ର ଆଙ୍ଗୁଳିର ଉପରେ ଭାଗରେ ରହିଥାଏ। ଏହା ମନୁଷ୍ୟ ବ୍ୟତିତ ମାଙ୍କଡ ଓ ଅନ୍ୟାନ୍ୟ ପ୍ରାଣୀ ମାନଙ୍କ ଶରୀରରେ ମଧ୍ୟ ରହିଥାଏ। ଏହା କାର୍ପିନ ନାମକ ଏକ ପ୍ରକାରର ପ୍ରୋଟିନ ଦ୍ବାରା ପ୍ରସ୍ତୁତ ହୋଇଥାଏ। ଜ୍ୟୋତିଷ ଶାସ୍ତ୍ର ଅନୁସାରେ ପ୍ରତ୍ୟକ ଚିହ୍ନର ଅଲଗା ଅଲଗା ଅର୍ଥ ରହିଛି। ବ୍ୟକ୍ତିଙ୍କ କପାଳର ରେଖା ଓ ହସ୍ତ ରେଖାର ଅଧ୍ୟୟନ କରି ବ୍ୟକ୍ତିର ଆଗତ ଓ ଭବିଷ୍ୟତ ବିଷୟରେ ଆକଳନ କରାଯାଇଥାଏ। ସେହିଭଳି ଭାବରେ ଶରୀରରେ ଥିବା ତିଳ ଚିହ୍ନ ବା କଳା ଯାଇ ଏବଂ ବ୍ୟକ୍ତିର ନଖ,ବ୍ୟକ୍ତିର ଚରିତ୍ର ଓ ଜୀ-ବନ ସହିତ ଜ-ଡ଼ିତ ଭବିଷ୍ୟତ ବିଷୟରେ ସୁଚନା ଦେଇଥାଏ। ଏହି ଚିହ୍ନ ଦ୍ବାରା ଜ୍ୟୋତିଷବିଦ ମାନେ ମନୁଷ୍ୟ ଜୀ-ବନର ଭବିଷ୍ୟତରେ କଣ ସବୁ ଘ-ଟିବାକୁ ଯାଉଛି ସେହି ବିଷୟରେ ଜାଣିପାରି ଥାନ୍ତି। ଆପଣ ମଧ୍ୟ ନିଶ୍ଚୟ ଦେଖିଥିବେ କି ଆକାଶରେ ଥିବା ଚନ୍ଦ୍ର ଭଳି ମନୁଷ୍ୟର ନଖର ଉପରି ଭାଗରେ ଅର୍ଦ୍ଧ ଚନ୍ଦ୍ର ଆକୃତିର ଏକ ଚିନ୍ହ ରହିଥାଏ। ଜ୍ୟୋତିଷ ଶାସ୍ତ୍ରରେ ଏହି ଜିନିଷରେ ବିଶେଷ ମହତ୍ତ୍ୱ ରହିଛି। ତେବେ ଆଜିର ଏହି ପୋଷ୍ଟ ମାଧ୍ୟମରେ ଆମେ ଜାଣିବା ଯେ ମନୁଷ୍ୟ ନଖର ଉପରି ଭାଗରେ ଥିବା ଏହି ଅର୍ଦ୍ଧ ଚନ୍ଦ୍ରର ଚିହ୍ନ କଣ ସବୁ ସଙ୍କେତ ଦେଇଥାଏ। ତେବେ ଆସନ୍ତୁ ଜାଣିବା।

ଯେଉଁ ଲୋକମାନଙ୍କର ନଖରେ ଉପରି ଭାଗରେ ଏହି ଭଳି ଅର୍ଦ୍ଧ ଚନ୍ଦ୍ରର ଚିହ୍ନ ରହିଥାଏ ତାଙ୍କ ପାଖରେ ଯେତେ ଟଙ୍କାର ଅ-ଭାବ ଥାଉ ନାଁ କାହିଁକି ତାଙ୍କ ଜୀ-ବନ ସବୁବେଳେ ବହୁତ ଆଡମ୍ଵରରେ ବ୍ୟତିତ ହୋଇଥାଏ

ଯେଉଁ ଲୋକମାନଙ୍କର ନଖରେ ଉପରି ଭାଗରେ ଏହିଭଳି ଅର୍ଦ୍ଧ ଚନ୍ଦ୍ର ଭଳି ଚିନ୍ହ ରହିଥାଏ ଏହି ବ୍ୟକ୍ତି ମାନଙ୍କର ହୃଦୟ ବହୁତ ନିର୍ମଳ ହୋଇଥାଏ। ଏବଂ ଏମାନେ ସବୁବେଳେ ଅନ୍ୟ ମାନଙ୍କର ସାହାର୍ଯ୍ୟ କରିବାକୁ ପସନ୍ଦ କରିଥାନ୍ତି।

ଯେଉଁ ଲୋକମାନଙ୍କର ନଖରେ ଉପରି ଭାଗରେ ଏହିଭଳି ଅର୍ଦ୍ଧ ଚନ୍ଦ୍ର ଭଳି ଚିନ୍ହ ରହିଥାଏ ତାଙ୍କ ଜୀ-ବନର ଆରମ୍ଭରେ ସାମାନ୍ୟ ସମସ୍ୟା ମଧ୍ୟରେ ଗତି କରିଥାଏ କିନ୍ତୁ ଯେତେବେଳେ ସେମାନେ ଅଧିକ ପରିଶ୍ରମ କରିଥାନ୍ତି ତେବେ ସେମାନେ ବହୁତ ଆରା-ମରେ ସମୟ ବିତେଇଥାନ୍ତି। ଏମାନେ ଧୀରେ ଧୀରେ ସଫଳତା ଆଡକୁ ଅଗ୍ରସର କରିଥାନ୍ତି। ସମସ୍ତ କାର୍ଯ୍ୟ ଏମାନଙ୍କ ପାଇଁ ବହୁତ ସହଜ ଓ ସରଳ ହୋଇଯାଏ।

ଯେଉଁ ଲୋକମାନଙ୍କର ନଖରେ ଉପରି ଭାଗରେ ଏହିଭଳି ଅର୍ଦ୍ଧ ଚନ୍ଦ୍ର ଭୋଳି ଚିହ୍ନ ରହିଥାଏ ଏହି ଲୋକମାନେ ବହୁତ ଉଚ୍ଚ ଆଶାବାଦି ହୋଇଥାନ୍ତି ଏବଂ ଏମାନେ କୌଣସି ବଡ଼ ରାଜନୈତିକ ପଦ ମଧ୍ୟ ହାସଲ କରିଥାନ୍ତି

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button