ରାଜ୍ୟ

୭ ମାସର ଶିଶୁକନ୍ୟାର ଓଠକୁ କାମୁଡ଼ିଦେଲା ବିଷାକ୍ତ ସାପ – Ibnodisha

[ad_1]

ହାଟଡିହି: ରାତିରେ ମା ପାଖରେ ଘରେ ଶୋଇଥିବା ବେଳେ ୭ ମାସର ଶିଶୁକନ୍ୟାର ଓଠକୁ କାମୁଡ଼ିଦେଲା ବିଷାକ୍ତ ସାପ। ମେଡିକାଲ ଆଣିବା ପରେ ଡାକ୍ତର କଲେ ମୃତ ଘୋଷଣା। ଯାଜପୁର ଜିଲ୍ଲା ଟମକା ଥାନା ଗୋପପୁର ଗାଁର ରଘୁନାଥ ଲୋହାରଙ୍କ ପତ୍ନୀ ଓ ୭ ମାସର ଝିଅ ଘରେ ସୋଇଥିବା ବେଳେ ବିଳମ୍ବିତ ରାତିରେ କୁନି ଝିଅର ଓଠକୁ ଏକ ବିଷାକ୍ତ ସାପ କାମୁଡି ଦେଇଥିଲା। ଝିଅ ଟି ଜୋରରେ କାନ୍ଦିବାରୁ ମା ଉଠି ଦେଖିବାରୁ ସାପଟି ଝିଅ ଓଠକୁ କାମୁଡି ଧରିଛି। ମା ଉଠିବାରୁ ସାପଟି ପଳାଇ ଯାଇଥିଲା।ତୁରନ୍ତ କୁନି ଝିଅକୁ ପରିବାର ଲୋକେ ଆନନ୍ଦପୁର ମେଡିକାଲ ଆଣିବା ପରେ ଡାକ୍ତର ମୃତ ଘୋଷଣା କରିଛନ୍ତି।



[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button