IBN ଓଡ଼ିଶା ବ୍ୟୁରୋ

ନାଳପାଣିରେ ଲେମ୍ବୁ ସରବତ କରି ପିଇଲେ ଯୁବକ

ନୂଆଦିଲ୍ଲୀ: ସୋସିଆଲ ମିଡିଆରେ ଲୋକପ୍ରିୟ ହେବାପାଇଁ ଲୋକମାନେ ବିଭିନ୍ନ ପ୍ରକାର ଉପାୟମାନ ଆପଣାଉଛନ୍ତି। ସମୟସମୟରେ ଲୋକମାନେ ଲୋକପ୍ରିୟ ହେବାପାଇଁ ନିଜ ଜୀବନକୁ ବିପଦରେ ପକାଇ ଦେଇଥାଆନ୍ତି। ନିକଟରେ ଏମିତି ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଏହି ଭାଇରାଲ ଭିଡିଓକୁ ଦେଖି ଲୋକେ ଅସନ୍ତୋଷ ବ୍ୟକ୍ତ କରିଛନ୍ତି।

ଏହି ଭିଡିଓରେ ଦେଖିବାକୁ ମିଳୁଛି ଜଣେ ବ୍ୟକ୍ତି ନାଳ ପାଣି ନିକଟରେ ବସିଛନ୍ତି। ପାଖରେ ଥିବା ଏକ ଥାଳିରେ କଟା ଲେମ୍ବୁ ଓ ଗ୍ଲାସ ରଖାଯାଇଛି। ବ୍ୟକ୍ତଜଣକ ନାଳ ପାଣିକୁ ଉକ୍ତ ଗ୍ଲାସରେ ଆଣି ସେଥିରେ ଲେମ୍ପୁ ଚିପୁଡ଼ି ସରବତ ପ୍ରସ୍ତୁତ କରି ତାହାକୁ ପିଉଛନ୍ତି।’

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button