ଏମିତି ମହିଳାଙ୍କ ଠାରୁ ଦୂରେଇ ରୁହନ୍ତୁ, ନହେଲେ ସାରା ଜୀବନ କାନ୍ଦୁଥିବେ-
ବନ୍ଧୁଗଣ ଚାଣକ୍ୟ ନୀତି ଆଚାର୍ଯ୍ୟ ଚାଣକ୍ୟ ଙ୍କ ଦ୍ୱାରା ରଚିତ ନୀତି ଶାସ୍ତ୍ର । ଯେଉଁଥିରେ ଜୀଵନ କୁ ସୁଖମୟ କରିବା ପାଇଁ ନୀତି ନିୟମ ବର୍ଣ୍ଣନା କରାଯାଇଛି । ଏଥିରେ ମନୁଷ୍ୟ କୁ ଜୀଵନ ର ସବୁ ବ୍ୟବହାରିକ ଶିକ୍ଷା ପ୍ରଦାନ କରିବା ହେଉଛି ଏହି ଗ୍ରନ୍ଥ ର ମୁଖ୍ୟ ବିଷୟ ।
ଚାଣକ୍ୟ ଜଣେ ମହାନ ଜ୍ଞାନୀ ଥିଲେ ସେ ନିଜର ବୁଦ୍ଧି ଓ ନୀତି ଦ୍ୱାରା ଚନ୍ଦ୍ରଗୁପ୍ତ ଙ୍କୁ ରାଜା କରି ପାରିଥିଲେ । ଚାଲନ୍ତୁ ଜାଣିବା ଚାଣକ୍ୟ ଙ୍କର କିଛି ଏପରି ନୀତି ଯାହା ଆମ ଜୀବନର କୌଣସି ନା କୌଣସି ମୁହୂର୍ତ୍ତରେ କାମ ଆସି ପାରିବ ।
ଚାଣକ୍ୟ ନିଜ ନୀତି ଶାସ୍ତ୍ର ରେ ନାରୀ ମାନଙ୍କ ବିଷୟରେ କିଛି ଏହି ଭଳି କଥା ବର୍ଣ୍ଣନା ରହିଛି । ଏବଂ ବିବାହ ବିଷୟ କୁ ନେଇ ମଧ୍ୟ ବର୍ଣ୍ଣିତ । ଆମ ହିନ୍ଦୁ ଶାସ୍ତ୍ର ରେ ବିବାହ କୁ ବହୁତ ଶୁଭ ଏବଂ ଅତି ମହତ୍ୱପୂର୍ଣ୍ଣ କୁହାଯାଏ । ଏବଂ ନାରୀ ମାନଂକୁ ଆଜି ପର୍ଯ୍ୟନ୍ତ କେହି ବି ବୁଝି ପାରନ୍ତି ନାହିଁ ସ୍ଵୟଂ ଈଶ୍ୱର ମଧ୍ୟ ବୁଝି ପାରନ୍ତି ନାହିଁ । ସୃଷ୍ଟି ର ଏହା ଏକ ଏଭଳି ରଚନା ଯାହାକୁ କେହି ବୁଝି ପାରନ୍ତି ନାହିଁ । ତାଙ୍କ ମନରେ କେତେବେଳେ କଣ ସବୁ ଚାଲି ଥାଏ ତାର ସୂଚନା କାହାକୁ ନ ଥାଏ ।
ନାରୀର ମନର କଥା କେବଳ ନାରୀ ହିଁ ଜାଣିଥାଏ । ଜଣେ ନାରୀ ଘରକୁ ସ୍ୱର୍ଗ କରି ପାରେ ଏବଂ ନର୍କ ମଧ୍ୟ କରିପାରେ । ଆମ ଧର୍ମ ରେ ନାରୀ ମାନଙ୍କୁ ମାତା ଲକ୍ଷ୍ମୀ ଙ୍କ ରୂପ ବୋଲି କୁହାଯାଏ ଏବଂ ତାଙ୍କୁ ସମ୍ମାନ ମଧ୍ୟ ଦିଆଯାଏ । ଆଚାର୍ଯ୍ୟ ଚାଣକ୍ୟ ଙ୍କ ଅନୁସାରେ ଯେଉଁ ଘରେ ନାରୀ ର ଅପମାନ ହୁଏ ସେ ଘରୁ ମାତା ଲକ୍ଷ୍ମୀ ଚାଲି ଯାଆନ୍ତି । ତେଣୁ ଉଚିତ ସମ୍ମାନ ଦିଆଯିବା ଆବଶ୍ୟକ ଅଟେ ।
କିନ୍ତୁ ଏଭଳି କିଛି ମହିଳା ମାନେ ଅଛନ୍ତି ଯେଉଁ ମାନଙ୍କ ଠାରୁ ଦୂରେଇ ରହିବା ଉଚିତ । ତେବେ ସେହି ନାରୀ କିମ୍ବା ମହିଳା ମାନେ କିଏ ଏବଂ କେଉଁ ମହିଳା ମାନଙ୍କ ଠାରୁ ଦୂରେଇ ରହିବା ଉଚିତ ଆସନ୍ତୁ ସେ ବିଷୟରେ ଆଲୋଚନା କରି ନେବା ।
୧- ପ୍ରଥମରେ ହେଉଛି ଯେଉଁ ସ୍ତ୍ରୀ ର ସ୍ଵଭାଵ ଖରାପ ଥାଏ । ସେହି ସ୍ତ୍ରୀ ର ଖର୍ଚ୍ଚ ଉଠେଇ ଉଠେଇ ଜୀବନରେ ଅନେକ ଅସୁବିଧାର ସମ୍ମୁଖୀନ ହେବାକୁ ପଡ଼ିଥାଏ । ସେଥିପାଇଁ ଏହି ଭଳି ମହିଳା ମାନଙ୍କ ଠାରୁ ଦୂରେଇ ରହିବା ଉଚିତ ।
୨- ଦ୍ଵିତୀୟ ରେ ହେଉଛି ଯେଉଁ ସ୍ତ୍ରୀ ମାନେ ସ୍ୱର୍ଥୀ ଥାଆନ୍ତି । ଯେଉଁ ସ୍ତ୍ରୀ କେବଳ ନିଜ ସ୍ୱାର୍ଥ ପାଇଁ ଆପଣଙ୍କ ସହ ମିଶେ ଏବଂ ସ୍ୱାର୍ଥ ସରିଗଲେ ସେ ପଳାଏ ସେହି ଭଳି ସ୍ତ୍ରୀ ଠାରୁ ଦୂରେଇ ରହିବା ଟା ହିଁ ଉଚିତ ।
୩- ତୃତୀୟ ରେ ହେଉଛି ଯେଉଁ ସ୍ତ୍ରୀ ସଂସ୍କାରି ନ ଥାଏ ଚ-ରି-ତ୍ର ହୀ-ନ ଥାଏ ସେ ଯେତେ ବି ସୁନ୍ଦର ହେଲେ ମଧ୍ୟ ତାକୁ ବିବାହ କରିବା ଉଚିତ ନୁହେଁ ଏବଂ ଯେଉଁ ନାରୀ ଅସୁନ୍ଦର ହୋଇ ଗୁଣ ରେ ଶ୍ରେଷ୍ଠ ଥାଏ ସେହି ନାରୀ ଙ୍କ ସହ ବିବାହ କରିବା ଉଚିତ ।
୪- ଚତୁର୍ଥ ରେ ହେଉଛି ଯେଉଁ ନାରୀ ପର ପୁରୁଷ ମାନଙ୍କ ସହ ସ-ମ୍ପ-ର୍କ ରଖିଥାଏ ଏବଂ ନିଜ ସ୍ୱାମୀ ଙ୍କୁ ସମ୍ମାନ ଦେଇ ନଥାଏ ସେହି ଭଳି ସ୍ତ୍ରୀ ଠାରୁ ମଧ୍ୟ ଦୁରେଇ ଯିବା ଉଚିତ ।
ବନ୍ଧୁଗଣ ଆମେ ଆଶା କରୁଛୁ କି ଆପଣଙ୍କୁ ଏହି ଖବର ଭଲ ଲାଗିଥିବ । ତେବେ ଏହାକୁ ନିଜ ବନ୍ଧୁ ପରିଜନ ଙ୍କ ସହ ସେୟାର୍ ନିଶ୍ଚୟ କରନ୍ତୁ । ଏଭଳି ଅଧିକ ପୋଷ୍ଟ ପାଇଁ ଆମ ପେଜ୍ କୁ ଲାଇକ ଏବଂ ଫଲୋ କରନ୍ତୁ ଧନ୍ୟବାଦ ।