ରାଜ୍ୟ

ତାଳଦଣ୍ଡା କେନାଲରେ ଭାସୁଛି ଅଜଣା ମୃତଦେହ

ଗତସିଂହପୁର,୩୧/୧୦ : ଜଗତସିଂହପୁର ଜିଲ୍ଲା ରାହମା ନିକଟ ତାଳଦଣ୍ଡା କେନାଲ ଭିତରେ ଏକ ଅଜଣା ବ୍ୟକ୍ତିଙ୍କ ମୃତଦେହ ଭାସି ଭାସି ଯାଉଥିବାର ଦେଖିବାକୁ ମିଳିଛି । ପାଣି ସ୍ରୋତରେ ମୃତଦେହଟି ଭାସି ଯାଉଥିବାବେଳେ ବିଭିନ୍ନ ସ୍ଥାନରେ ଏହା ଦେଖିବା ପାଇଁ ଲୋକଙ୍କର ଭିଡ଼ ଜମୁଥିବାର ଦେଖିବାକୁ ମିଳିଛି ।

ମୃତଦେହଟି କାହାର ଏବଂ କେଉଁଠୁ ଭାସି ଭାସି ଆସିଛି ତାହା ସ୍ପଷ୍ଟ ହୋଇପାରିନାହିଁ ।

ମୃତଦେହଟି ପଚି ଯାଇଥିବା ସହ ମୁହଁ ତଳକୁ ରହିଥିବାରୁ ଏହା କୌଣସି ମହିଳା କି ପୁରୁଷଙ୍କର ତାହା ଜଣାପଡୁନାହିଁ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button