ରାଜ୍ୟ

ନନ୍ଦନକାନନରେ ନୂଆ ଅତିଥି, ମାଆ ହେଲା ଧଳା ବାଘୁଣୀ ରୁପା

ଭୁବନେଶ୍ବର: ନନ୍ଦନକାନନ ପ୍ରାଣୀ ଉଦ୍ୟାନରେ ଖୁସିର ଖବର। ମାଆ ହେଲା ବାଘୁଣୀ ରୁପା। ତୃତୀୟ ଥର ମାଆ ହେଲା ବାଘୁଣୀ ରୂପା । କ୍ରୀଷ୍ଣା ଏବଂ ରୂପା ମିଳନରେ ଜନ୍ମ ନେଲା ବାଘ ଶାବକ। ଧଳା ବାଘୁଣୀ ରୁପା ଔରସରୁ ୪ ଶାବକ ଜନ୍ମ ନେଇଛନ୍ତି। ଏଥିସହ ବାଘ ସଂଖ୍ୟା ୨୮କୁ ବୃଦ୍ଧି ପାଇଛି ବୋଲି ନନ୍ଦନକାନନ କର୍ତ୍ତୃପକ୍ଷ ସୂଚନା ଦେଇଛନ୍ତି।

ସେପଟେ ଖୁଆଡୋ ଚାରିପଟେ ସିସିଟିଭି କ୍ୟାମେରା ଖଞ୍ଜାଯାଇଛି। ନନ୍ଦନକାନନର ସ୍ଵତନ୍ତ୍ର ଟିମ୍ କଡ଼ା ନଜର ରଖିଛନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button