ରାଜ୍ୟ
ବାଇକ୍- ଅଟୋ ଧକ୍କା , ୨ ମୃତ

ଦିଗପହଣ୍ଡି: ଗଞ୍ଜାମ ଜିଲ୍ଲା ଦିଗପହଣ୍ଡି ବ୍ଲକ୍ ଅନ୍ତର୍ଗତ କାଣ୍ଡଶ୍ୱର ଗ୍ରାମ ତୁରୁବୁଡି ରାସ୍ତା ଘଟିଛି ଭୟଙ୍କର ଦୁର୍ଘଟଣା। ବାଇକ୍ ସହ ଅଟୋ ଧକ୍କା ହୋଇଛି। ବାଙ୍କେଶ୍ୱରି ମନ୍ଦିର ଦର୍ଶନ ସାରି ଫେରିବା ବାଟରେ ଦୁର୍ଘଟଣା ଘଟିଛି। ଏହି ଦୁର୍ଘଟଣାରେ ବାଇକ୍ ଚାଳକ ଏବଂ ଆରୋହୀଙ୍କ ମୃତ୍ଯୁ ଘଟିଥିବାବେଳେ ଅଟୋ ଚାଳକ ଓ ଯାତ୍ରୀ ଆହତ ହୋଇଛନ୍ତି।