ରାଜ୍ୟ

ସରକାର ତଦନ୍ତ କରିବେ : ହାଇଟେକ୍ ସିଇଓ – Ibnodisha

[ad_1]

ଭୁବନେଶ୍ଵର : ହାଇଟେକ୍ ବିସ୍ଫୋରଣ ଘଟଣାରେ ସିଇଓ ସ୍ମୀତା ପାଢୀଙ୍କ ପ୍ରତିକ୍ରିୟା । ରାଜ୍ୟ ସରକାର ତଦନ୍ତ କରିବେ, ଏଥିପାଇଁ ଆମକୁ ନୋଟିସ୍ ହୋଇଛି । ବିସ୍ଫୋରଣ କିଭଳି ହେଲା, ଦାୟୀ କିଏ ସେନେଇ ତଦନ୍ତ ହେବ । ମୃତକଙ୍କ ଚିକିତ୍ସା ଠିକ୍ ଭାବେ ହୋଇଛି ନା ନାହିଁ ତଦନ୍ତ ହେବ । ସତର୍କତା ଅବଲମ୍ବନ ହୋଇଥିଲା ନା ନାହିଁ ତଦନ୍ତ ହେବ କହିଲେ ସିଇଓ ।

ନାବାଳିକାଙ୍କୁ ଗଣଦୁଷ୍କର୍ମ

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button