ରାଜ୍ୟ
ପ୍ରେସକ୍ରିପସନ୍ ସ୍ପଷ୍ଟ ଭାବେ ଲେଖ : ହାଇକୋର୍ଟ – Ibnodisha

[ad_1]
ଭୁବନେଶ୍ୱର : ଡାକ୍ତର ଔଷଧର ନାଁ ସ୍ପଷ୍ଟ ଭାବେ ଲେଖିବା ଉପରେ ହାଇକୋର୍ଟଙ୍କ ଗୁରୁତ୍ୱ । ପ୍ରେସକ୍ରିପସନ୍, ଶବ ବ୍ୟବଚ୍ଛେଦ ରିପୋର୍ଟ ସ୍ପଷ୍ଟ ଭାବେ ଲେଖିବାକୁ ନିର୍ଦ୍ଦେଶ । ଡାକ୍ତରଙ୍କୁ ନିର୍ଦ୍ଦେଶନାମା ଜରି ପାଇଁ ମୁଖ୍ୟ ସଚିବଙ୍କୁ ହାଇକୋର୍ଟଙ୍କ ନିର୍ଦ୍ଦେଶ । ମେଡିକାଲ କଲେଜ ଓ ହସ୍ପିଟାଲକୁ ମୁଖ୍ୟ ସଚିବ ନିର୍ଦ୍ଦେଶନାମା ଜାରି କରିବେ । ସମସ୍ତ ମେଡିକାଲ ସେଣ୍ଟର, ଘରୋଇ କ୍ଲିନିକକୁ ବି ଜାରି ହେବ ନିର୍ଦ୍ଦେଶନାମା ।
ଆସନ୍ତାକାଲିଠୁ ହୀରାକୁଦରେ ପକ୍ଷୀ ଗଣନା
[ad_2]




