ରାଜ୍ୟ

ବିଦ୍ୟୁତ ଆଘାତ ଲାଗି ଛାତ୍ରୀ ମୃତ – Ibnodisha

[ad_1]

ବିଦ୍ୟୁତ ଆଘାତରେ ଆହତ ଛାତ୍ରୀଙ୍କୁ ଭଂଜନଗର ମେଡିକାଲରେ ମୃତ ଘୋଷଣା କଲେ ଡାକ୍ତର । ମୃତ ଛାତ୍ରୀ ଜଣକ ରାଇକିଆ ଥାନା ଅନ୍ତର୍ଗତ ବାଙ୍କପଙ୍କା ଗ୍ରାମର । ସେ ଭଂଜନଗର ନିକଟସ୍ଥ ଇନ୍ଦ୍ରଗଡ ଗ୍ରାମର ଜଣେ ସମ୍ପର୍କୀୟଙ୍କ ଘରେ ରହି, ନବମ ଶ୍ରେଣୀରେ ପଢୁଥିଲେ ।

ରହୁଥିବା ଘରର ଛାତ ଉପରକୁ ଲୁଗା ଶୁଖାଇବା ପାଇଁ ଯାଇଥିବା ବେଳେ, ସେଠାରେ ଥିବା ତାରରେ ବିଦ୍ୟୁତ ସରବରାହ ହେବାରୁ ସେ ଗୁରୁତର ଆହତ ହୋଇଥିଲେ । ପରିବାର ଲୋକେ ତାଙ୍କୁ ଉଧାର କରି ଭଂଜନଗର ମେଡିକାଲରେ ଭର୍ତି କରିଥିବା ବେଳେ , ସେଠାରେ ତାଙ୍କୁ ମୃତ ଘୋଷଣା କରାଯାଇଛି ।

[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button