ଜୀବନରେ ଧନୀ ହେବା ପାଇଁ ପ୍ରତିଦିନ ରାତିରେ ନିଶ୍ଚୟ କରନ୍ତୁ ଏହି ୫ ଟି କାମ –
ଶୋଇବା ଆମ ସମସ୍ତଙ୍କ ପାଇଁ ନିହାତି ଆବଶ୍ୟକ , ଆଉ ଆମେ ସମସ୍ତେ ରାତ୍ରି ସମୟରେ ଶୋଇଲେ ଶରୀର ପାଇଁ ବି ଭଲ । ଆମ୍ଭେମାନେ ସବୁବେଳେ ସେତେବେଳେ ଶୋଇଥାଉ ଯେତେବେଳେ ଆମେ ନିଜର ସବୁ କାମ ସାରି ଦେଇଥାଉ । ଏଥିପାଇଁ ଏମିତି ବହୁ କାମ ଆପଣଙ୍କୁ ରାତିରେ ଶୋଇବା ପୂର୍ବରୁ କରିନେବା ଉଚିତ । ସ୍ଵାମୀ ସ୍ତ୍ରୀ ଙ୍କ ସହିତ ଜଡିତ ଏମିତି କିଛି ମହତ୍ବପୂର୍ଣ୍ଣ ବହୁତ କାମ ଅଛି ଯାହାକୁ ଆପଣଙ୍କୁ ଶୋଇବା ପୂର୍ବରୁ କରିନେବା ଉଚିତ । ଆସନ୍ତୁ ଆମେ ଏମିତି କିଛି କଥା ଜାଣିବା ଯାହାକୁ ରାତି ଅଧ ପରେ କରିବା ଉଚିତ ନୁହଁ ।
୧. ପ୍ରେମ ସମ୍ବନ୍ଧ ପାଇଁ ସେମିତି କିଛି ନିର୍ଦ୍ଧିଷ୍ଟ ସମୟ ଠିକ କରାଯାଇ ନାହିଁ । କିନ୍ତୁ ରାତି ସମୟକୁ ଏଥିପାଇଁ ଠିକ ବୋଲି ଧରାଯାଏ ନାହିଁ । ପ୍ରେମର ଲାଳସା ରାତି ୧୨ଟା ରୁ ସକାଳ ୬ଟା ପର୍ଯନ୍ତ ବଢିଥାଏ , ଆନନ୍ଦ ବି ବହୁଗୁଣ ମିଳିଥାଏ । ରାତିରେ ୨.୫୦ ପର୍ଯ୍ୟନ୍ତ ଏହି କାମ ପାଇଁ ଠିକ ଧରାଯାଏ , ଏହା ପର ସମୟରେ ଏହି କାମ ବହୁତ ଅଶୁଭ ବୋଲି ଧରାଯାଏ ।
ଏମିତି ଭୁଲ ଆପଣ କେବେ ବି କରନ୍ତୁ ନାହିଁ । ପ୍ରେମ ସମ୍ବନ୍ଧ ୩ ଟା ବାଜିଲା ପୂର୍ବରୁ କରି ନିଅନ୍ତୁ , ଏହା ପରେ କେବେ ବି ନୁହେଁ ନ ହେଲେ ଏହାର ଫଳ ବହୁତ କ୍ଷତିକାରକ ହୋଇଥାଏ । ଭୋର ୩ଟା ପରର ସମୟ ଶୁଭ ମୁହୂର୍ତ ବୋଲି ଧରାଯାଏ । ଏହି ସମୟରେ ଭଗବାନଙ୍କୁ ଆରାଧନା କରାଯାଏ ନା କି ଏହି କାମ ପାଇଁ । ଏଥିପାଇଁ ସବୁବେଳେ ଏହି ବିଷୟରେ ସତର୍କ ରୁହନ୍ତୁ ।
୨. ଯେମିତି କି ବଡମାନେ ସବୁବେଳେ ଉପଦେଶ ଦିଅନ୍ତି ରାତିରେ ଶୋଇବା ପୂର୍ବରୁ ହାତ ଗୋଡ ସବୁ ଧୋଇ ନେବା ଉଚିତ । ନ ହେଲେ ନକରାତ୍ମକ ଚିନ୍ତାର ସଂସ୍ପର୍ଶରେ ଆସିଲେ ମଣିଷ ବିମାର ପଡିପାରେ । ଯଦି ଆପଣ ହାତ ଗୋଡ ନ ଧୋଇ ଶୋଇ ଯାଉଛନ୍ତି ତେବେ ଆପଣ ରୋଗ କୁ ଘରେ ଆଶ୍ରୟ ଦେଉଛନ୍ତି । ଏଥିପାଇଁ ହେଇଯାନ୍ତୁ ସତର୍କ ।
୩. ଗୋଟିଏ ସୁସ୍ଥ ଜୀବନ ପାଇଁ ରାତିରେ ଶୋଇବା ପୂର୍ବରୁ କ୍ଷୀର ପିଇବା ଅତି ଉପଯୋଗୀ , ତେଣୁ ପରିବାରରେ ସମସ୍ତେ କ୍ଷୀର ପିଇବା ଉଚିତ । ଆପଣ ଏହି କାମ ରାତିରେ ଶୋଇବାର ଅଧଘଣ୍ଟା ପୂର୍ବରୁ କରି ନିଅନ୍ତୁ । ଏହା ଶରୀର ପାଇଁ ଅତି ଗୁଣକାରୀ ବୋଲି ଧାରା ଯାଏ , ଏଥିପାଇଁ ଆପଣ ବୀନା କ୍ଷୀର ପିଇ ଶୁଅନ୍ତୁ ନାହିଁ । ଏଥିରୁ ଆପଣଙ୍କ ଶରୀରକୁ ଅନେକ ପୋଷକ ତତ୍ଵ ମିଳିଥାଏ ।
୪. ଆପଣ ଶୋଇବା ପୂର୍ବରୁ ଦିନ ସାରାର ଆକଳନ କରିନିଅନ୍ତୁ , ଆଜି ଆପଣ କଣ କଲେ , କେତେ କଲେ , ଠିକ କଣ ଆଉ କଣ ଭୁଲ କଲେ ଏହି ସବୁର ଆକଳନ କରିବା ବୁଦ୍ଧିମତା କୁହାଯାଏ । ଏଥିରୁ ଆପଣଙ୍କୁ ନିଜର ଭୁଲ ଓ ଖରାପ ଗୁଣ ବିଷୟରେ ଜଣାପଡେ । ସେଥିପାଇଁ ଆପଣ ଏହି କାମ ନିଶ୍ଚିତ କରନ୍ତୁ ଓ ସକାଳେ ଠିକ ସମୟରେ ନିଶ୍ଚିତ ଉଠି ସକାଳ କାମ ଆରମ୍ଭ କରନ୍ତୁ ।