ରାଜ୍ୟ

ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ମାଲବାହି ଟ୍ରେନ୍‌, ଷ୍ଟେସନ ମଝିରେ ଛିଡିଗଲା ମାଲଗାଡି ପଛ ଓ୍ବାଗନ

ସୁବର୍ଣ୍ଣପୁର ୦୫/୧୧: ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଲା ମାଲବାହି ଟ୍ରେନ୍। ଵଲାଙ୍ଗିର ଖଲିଆପାଲି ଓ ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ରେଳ ଷ୍ଟେସନ ମଝିରେ ଛିଡିଗଲା ମାଲଗାଡି ପଛ ଓ୍ବାଗନ । ଫଳରେ ଏହା ଛିଣ୍ଡି ଇଞ୍ଜିନ ଆଗକୁ ଗଡି ପଳାଲା। ସୋଭାଗ୍ୟବଶତଃ ଟ୍ରେନଟି ଏକ ଦୁର୍ଘଟଣାରୁ ବର୍ତ୍ତି ଯାଇଛି।

Related Articles

Leave a Reply

Your email address will not be published. Required fields are marked *

Back to top button