ଦରକାର ଠାରୁ ବି ଆହୁରି ଅଧିକ ବିଶ୍ଵାସନୀୟ ହୋଇଥାନ୍ତି ଏହି 5 ଟି ନାମର ଝିଅ-
ବହୁତ କିଛି ଲୋକଙ୍କୁ ତାଙ୍କ କର୍ମ ଓ ବିଚାରରୁ ଆମେ ତାଙ୍କୁ ଚିହ୍ନି ଥାଉ କିନ୍ତୁ ଆଉ କିଛି ଲୋକଙ୍କି ତାଙ୍କ ନାମ ଦ୍ଵାରା ହିଁ ଆମେ ଚିହ୍ନି ଥାଉ । ଏପରି ନାମ ଥିବା କିଛି ଝିଅ ଅଛନ୍ତି ଯାହା ସେମାନଙ୍କର ନାମ ଦ୍ଵାରା ସେମାନେ ପରିଚିତ କାରଣ ଏହି ନାମ ଥିବା ବ୍ୟକ୍ତି ମାନେ ବହୁତ ବିଶ୍ଵାସୀ ଅଟନ୍ତି । ଆଜି ଆମେ ଆପଣଙ୍କୁ କହିବୁ ୫ ଟି ଝିଅ ମାନଙ୍କର ବିଷୟରେ ସେମାନେ ବହୁତ ବିଶ୍ଵାସୀ ଅଟନ୍ତି ଓ ଦେବେବି ଧୋକା ଦେଇନଥାନ୍ତି ।
ସମସ୍ଥେ ଚାହିଥାନ୍ତି କି ସେମାନେ ଯାହାକୁ ଭଲ ପାଉଛନ୍ତି ସେମାନେ ଯେମିତି ତାଙ୍କୁ ଛାଡି ନଯାନ୍ତୁ । କାହାର ଯଦି ପ୍ରେମ କଥା ଆମେ ସୁନୁଛେ ତେବେ ଆମ ମନ ଖୁସିରେ ଭରି ଯାଉଛି । ନିଜର ପୁରୁଣା କଥା ମନେ ପଡିଯାଏ । ନିଜର ଜୀବନ ସାଥି ଖୋଜିଲା ବେଳେ ଆପଣ ତା ବିଷୟରେ ବହୁତ କିଛି ଜାଣିବାକୁ ଚେଷ୍ଟା କରନ୍ତି ଓ ତାଙ୍କ ଭିତରେ ଭଲ ଗୁଣ ଦେଖନ୍ତି । ମନୁଷ୍ୟର ନାମ ଅନୁସାରେ ମଧ୍ୟ କିଛି ଲୋକଙ୍କୁ ଜାଣି ହୁଏ ।
‘A’ ନାମ ଥିବା ଝିଅ ଭଲ ପାଇବାରେ ବହୁତ ଅସୁବିଧା ଭୋଗ କରିଥାନ୍ତି । ସେମାନେ ପ୍ରେମ କଥାକୁ ଏତେ ଗୁରୁତ୍ୟ ଦିଅନ୍ତି ନାହିଁ । କିନ୍ତୁ ସେମାନେ ଯଦି କାହାକୁ ପ୍ରେମ କରିଥାନ୍ତି ତେବେ ସେମାନେ କେବେ ତାର ସାଥି ଛାଡି ନଥାନ୍ତି ।
‘M’ ନାମ ଥିବା ଝିଅମାନେ ଦେଖିବାକୁ ବହୁତ ସୁନ୍ଦର ଅଟନ୍ତି । ସେଥିପାଇଁ ତାଙ୍କୁ ବହୁତ ଶୀଘ୍ର ତାଙ୍କର ଜୀବନ ସାଥି ମିଳିଯାନ୍ତି । ଏହି ନାମ ଥିବା ଝିଅମାନେ ବହୁତ ଭାବୁକ ହୋଇଥାନ୍ତି ଓ ତାଙ୍କ ଜୀବନ ସାଥିଙ୍କର କଥା ମଧ୍ୟ ମାନିଥାନ୍ତି । ଯାହାର ସେମାନେ ଥରେ ଯାହାର ହାତ ଧରିଥାନ୍ତି ସେମାନେ କେବେ ହେଲେ ତାର ହାତ ଛାଡିଥାନ୍ତି ।
‘K’ ନାମ ଥିବା ଲୋକ ସେମାନେ ତାଙ୍କ ଜୀବନ ସାଥିଙ୍କ ସହ ବହୁତ ଭଲ ଭାବରେ ମିସିଥାନ୍ତି ଓ ତାଙ୍କ ସବୁ କାର୍ଯ୍ୟରେ ସେମାନେ ତାଙ୍କ ସହିତ ଥାନ୍ତି । ସେମାନେ ତାଙ୍କ ଜୀବନ ସାଥିଙ୍କର ଯେ କୌଣସି ପରିଷ୍ଟିତିରେ ମଧ୍ୟ ତାଙ୍କ ସହିତ ଛିଡା ହୋଇଥାନ୍ତି । ସେମାନେ କେବେ ହେଲେ ତାଙ୍କ ସାଥୀଙ୍କୁ ଧୋକା ଦିଅନ୍ତି ନାହିଁ । ସେମାନେ ବହୁତ ଗର୍ବୀ ଭଳି ଲୋକ ଅଟନ୍ତି । ଯାହା ଦ୍ଵାରା ସେମାନେ କେବେ ହେଲେ ତାଙ୍କ ଜୀବନ ସାଥୀଙ୍କୁ ପ୍ରେମ ସମ୍ବନ୍ଧିତ କଥା କିଛି କହିନଥାନ୍ତି । କିନ୍ତୁ ସେମାନେ ତାଙ୍କ ସହ ପୁରା ସମୟ କାଟିଥାନ୍ତି ।