ପ୍ରତିଦିନ ରାତିରେ ସ୍ତ୍ରୀ ମାନେ ନିଶ୍ଚୟ ଛୁଅନ୍ତୁ ସ୍ଵାମୀଙ୍କର ଏହି ଅଙ୍ଗ, ପୁରା ଘର ହେଇଯିବ କୋଟିପତି-
ଚାଣକ୍ୟଙ୍କ ନୀତି ଚାଣକ୍ୟଙ୍କ ଦ୍ୱାରା ଲିଖିତ ଏକ ନୀତି ଗ୍ରନ୍ଥ ଅଟେ । ଏଥିରେ ଜୀବନକୁ ସୁଖ ମେ କରିବା ପାଇଁ ବହୁତ ବିଚାର ଦିଆଯାଇଛି । ଏହି ନୀତି ଦ୍ୱାରା ଚାଣକ୍ୟ ଚନ୍ଦ୍ରଗୁପ୍ତ ମୋର୍ଯ୍ୟ ଙ୍କୁ ରାଜା କରାଇଥିଲେ । ଆସନ୍ତୁ ଜାଣିବା ଚାଣକ୍ୟଙ୍କର ଏପରି କିଛି ନୀତି ବିଷୟରେ ଯାହାକି ଆପଣଙ୍କୁ ଜୀବନରେ କୌଣସି ନା କୌଣସି ପରିସ୍ଥିତିରେ ଆବଶ୍ୟକ ପଡି ପାରେ ।
ଆଜି ଆମେ ଚାଣକ୍ୟ ନୀତି ଅନୁସାରେ ଜାଣିବା ରାତିରେ ସ୍ବାମିର କେଉଁ ଅଙ୍ଗକୁ ସ୍ତ୍ରୀ ନିଶ୍ଚିତ ଭାବରେ ଛୁଇଁବା ଉଚିତ । ଯାହାଦ୍ବାରାକି ଗୃହରେ ସୁଖ ଶାନ୍ତି ଓ ଧନର ବର୍ଷା ହୋଇଥାଏ । କିନ୍ତୁ ଏହା ପୂର୍ବରୁ ଚାଣକ୍ୟ ନୀତି ଅନୁସାରେ ଜାଣିବା ସବୁ ବିବାହିତ ସ୍ତ୍ରୀ ନିଜ ସ୍ୱାମୀକୁ ଏହି ଚାରି ଗୁପ୍ତ କଥା ଲୁଚାଇ ଥାଏ । ଜଣେ ବ୍ୟକ୍ତି ବହୁତ ପ୍ରକାରର ସମ୍ପର୍କରେ ବାନ୍ଧି ହୋଇରହିଥାଏ । ଏଥି ମଧ୍ୟରୁ ସ୍ୱାମୀ ସ୍ତ୍ରୀର ପବିତ୍ର ସମ୍ପର୍କ ଯାହାକି ପରସ୍ପରକୁ ଓ ନିଜ ପରିବାରକୁ ଏକ ସୂତ୍ରରେ ବାନ୍ଧି ରଖିଥାଏ ।
କୌଣସି ସମ୍ପର୍କରେ ଦୃଢତା ସେତେବେଳେ ଆସେ ଯେତେବେଳେ ଏହି ସମ୍ପର୍କରେ ନିବିଡ଼ ବିଶ୍ୱାସ ଥାଏ । ଯଦି ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ବିଶ୍ୱାସର ଅଭାବ ରୁହେ ତେବେ ତାଙ୍କ ସମ୍ପର୍କରେ ଫାଟ ସୃଷ୍ଟି ହୋଇଥାଏ । ସବୁବେଳେ ସ୍ୱାମୀ ସ୍ତ୍ରୀ ପରସ୍ପର ମଧ୍ୟରେ ନିଜ ଦୁଃଖ ବାଣ୍ଟି ଥାଆନ୍ତି । କିନ୍ତୁ ବେଳେ ବେଳେ ଏମିତି ହୁଏ ଯାହାକି ନିଜର ଦୁଃଖ ପରସ୍ପରକୁ କହି ପାରନ୍ତି ନାହିଁ । ଏଥିପାଇଁ ଦୁଇଜଣଙ୍କ ସଂମ୍ପର୍କ ରେ ଦୂରତା ଆସିଥାଏ । ସେଥିପାଇଁ ନିଜ ଜୀବନ ସାଥି ସହ କୌଣସି କଥା ଲୁଚାଇ ରଖିବା ଉଚିତ ନୁହେଁ ।
ଯାହାଫଳରେ କି ଆପଣଙ୍କ ସମ୍ପର୍କରେ କୌଣସି ଦୂରତା ଆସିବ । ଏବେ ଆସନ୍ତୁ ଜାଣିବା ସେହି ଚାରୋଟି କଥା ଯାହାକି ସବୁ ସ୍ତ୍ରୀ ନିଜ ସ୍ୱାମୀକୁ ଲୁଚାଇଥାଏ ।
୧- ବିତାଯାଇଥିବା କାଲି
ଆମେ ଆମ ଜୀବନରେ ଅତୀତର ଏମିତି କିଛି କଥା ଚାହିଁଲେ ବି ଭୁଲି ପାରୁନା । ମହିଳା ମାନେ ନିଜ ପ୍ରଥମ ପ୍ରେମକୁ ନିଜ ସ୍ୱାମୀଠାରୁ ଲୁଚାଇ ରଖିଥାଆନ୍ତି । ଏହାର କାରଣ ଅତୀତ କଥା ମନେ ପକାଇ ବର୍ତ୍ତମାନ ଖୁସି ଜୀବନରେ ଅଶାନ୍ତି ସୃଷ୍ଟି କରିବାକୁ ଚାହେଁ ନାହିଁ ।
୨ – ଜଟିଳ ରୋଗ ବିଷୟରେ
ମହିଳା ମାନେ ନିଜ ଭିତରେ ବହୁତ ଦୁଃଖ ଲୁଚାଇ ରଖିଥାଆନ୍ତି । ମହିଳାମାନେ ନିଜର କୌଣସି ରୋଗ ବିଷୟରେ ସ୍ୱାମୀ ଠାରୁ ଲୁଚାଇ ଥାଆନ୍ତି । କାହିଁକି ନା ସେମାନେ ତାଙ୍କ ରୋଗ ପାଇଁ ସ୍ୱାମୀକୁ ଚିନ୍ତାରେ ପକାଇବା ଚାହାନ୍ତି ନାହିଁ ।
୩ – ସିକ୍ରେଟ ଲଭ
କୋୖଣସି ମହିଳା ନିଜର ସିକ୍ରେଟ ଲଭ ବିଷୟରେ ନିଜ ସ୍ୱାମୀକୁ ଜାଣନ୍ତି ନାହିଁ । କାହିଁକି ନା ସେମାନେ ଚାହାନ୍ତି ନାହିଁ କି ଏଥିପାଇଁ ନିଜ ସ୍ୱାମୀ ସହ କୌଣସି ମାନମାଳିନ୍ୟ ହେଉ ।
୪ – ଟଙ୍କା ଲୁଚାଇବା
ସବୁ ମହିଳା ମାନେ ନିଜ ସ୍ୱାମୀଠାରୁ କିଛି ଟଙ୍କା ଲୁଚାଇ ରଖିଥାଆନ୍ତି । କାହିଁକି ନା ଅସମୟରେ ଏହି ଟଙ୍କାର ଠିକ ଉପଯୋଗ କରିପାରିବେ ଓ ନିଜ ସ୍ୱାମୀକୁ କୌଣସି ସମସ୍ୟାରୁ ରକ୍ଷା କରି ପାରିବେ ।