IBN ଓଡ଼ିଶା ବ୍ୟୁରୋ

Eଏହି ୪ ଟି ନାମର ଝିଅମାନେ ହୋଇଥାନ୍ତି ହୃଦୟରୁ ବହୁତ ଭଲ, କେବେ ବି ଦିଅନ୍ତି ନାହିଁ ନିଜ ପାର୍ଟନରକୁ ପ୍ରେମରେ ଧୋକା

ଏହି ଦୁନିଆରେ ଜନ୍ମ ନେଉଥିବା ସମସ୍ତ ମନୁଷ୍ୟଙ୍କର ପ୍ରଥମେ ନାମକରଣ କରାଯାଇଥାଏ । କୌଣସି ବି ବ୍ୟକ୍ତିର ନାମ ହିଁ ତାହାର ପ୍ରଥମ ପରିଚୟ ଦର୍ଶାଇ ଥାଏ । କଣ ଆପଣ କେବେ ଚିନ୍ତା କରିଛନ୍ତି କି ଯଦି କୌଣସି ବ୍ୟକ୍ତିର ନାମ ନ ଥିବ ତେବେ କଣ ହେବ ?

ଜ୍ୟୋତିଷ ଶାସ୍ତ୍ରରେ ନାମର ବହୁତ ମହତ୍ଵ ରହିଛି ବୋଲି କୁହାଯାଇଛି । ଯଦି ଝିଅମାନଙ୍କ ବିଷୟରେ କହିବା ତ ପ୍ରାୟତଃ ଝିଅମାନେ ପ୍ରେମରେ ଧୋକା ଦେଇଥାନ୍ତି । କିନ୍ତୁ ପୁଅମାନେ ବି ଝିଅମାନଙ୍କର ହୃଦୟ ଭାଙ୍ଗିବାରେ ଏକ୍ସପର୍ଟ ଅଟନ୍ତି । ଆଜି ଆମେ ଆପଣଙ୍କୁ ଏମିତି ୪ ଟି ନାମର ଝିଅମାନଙ୍କ ବିଷୟରେ କହିବାକୁ ଯାଉଛୁ, ଯେଉଁମାନେ ପ୍ରେମରେ ବିଶ୍ଵାସ ରଖନ୍ତି ଓ ଭୁଲରେ ବି ନିଜର ପ୍ରେମକୁ ଧୋକା ଦିଅନ୍ତି ନାହିଁ ।

 

S ନାମର ଝିଅମାନେ

ନାମର ଝିଅମାନେ ଦେଖିବାକୁ ବହୁତ ସୁନ୍ଦର ହୋଇଥାନ୍ତି । ଏମାନେ ବହୁତ ଶାନ୍ତ ହୋଇଥାନ୍ତି । ବଡମାନଙ୍କୁ ସମ୍ମାନ କରିବା ଭଲ ଭାବରେ ଜାଣିଥାନ୍ତି । ହୃଦୟ ନିର୍ମଳ ହେବା କାରଣରୁ ଏମାନେ କେବେ ବି ମିଛ କୁହନ୍ତି ନାହିଁ । ଏହି ଝିଅମାନେ ପ୍ରେମରେ ପଡନ୍ତି ନାହିଁ । କିନ୍ତୁ ଯଦି ପ୍ରେମରେ ପଡି ଯାଆନ୍ତି ତେବେ କେବେ ବି ନିଜ ପ୍ରେମିକକୁ ଧୋକା ଦିଅନ୍ତି ନାହିଁ ।

J ନାମର ଝିଅମାନେ

ଯେଉଁ ଝିଅମାନଙ୍କର ନାମ J ରୁ ଆରମ୍ଭ ହୋଇଥାଏ, ସେମାନେ ବହୁତ ବିଶ୍ଵାସୀ ହୋଇଥାନ୍ତି । ଏମାନେ ଥରେ ଯାହାକୁ ପ୍ରେମ କରିବାକୁ ଲାଗନ୍ତି ତାହା ସହିତ ଜୀବନସାରା ରହିଥାନ୍ତି । ଏମାନେ ହୃଦୟରୁ ବହୁତ କୋମଳ ହୋଇଥାନ୍ତି । ସେଥିପାଇଁ ଏମାନଙ୍କର ଚେହେରା ବି ସରଳ ହୋଇଥାଏ ।

 

M ନାମର ଝିଅମାନେ

M ନାମର ଝିଅମାନେ ଯାହାକୁ ବି ପ୍ରେମ କରନ୍ତି ତାକୁ ହିଁ ବିବାହ କରିବାକୁ ଚାହାଁନ୍ତି । ଏମାନଙ୍କୁ ଧର୍ମ, ଜାତି, ଧନୀ, ଗରିବ ଇତ୍ୟାଦି କୌଣସି ବିଷୟରେ ଫରକ ପଡେ ନାହିଁ । ଏମାନଙ୍କୁ ଥରେ ଯାହା ସହିତ ପ୍ରେମ ହୋଇଯାଏ ତାହା ଛଡା ଏମାନେ ଅନ୍ୟ କାହା ବିଷୟରେ ଚିନ୍ତା ବି କରନ୍ତି ନାହିଁ । ଏମାନେ ସ୍ଵପ୍ନରେ ବି ନିଜ ସାଥିକୁ ଧୋକା ଦେବା ପାଇଁ ଚିନ୍ତା କରନ୍ତି ନାହିଁ ।

Related Articles

Leave a Reply

Your email address will not be published. Required fields are marked *

Back to top button