IBN ଓଡ଼ିଶା ବ୍ୟୁରୋ

ମେଲାନିଆ ଟ୍ରମ୍ପଙ୍କ ଅଶ୍ଲୀଳ ଫଟୋ ଦେଖାଇଲା ଋଷ ଗଣମାଧ୍ୟମ

ନୂଆଦିଲ୍ଲୀ: ଆମେରିକାର ୨୦୨୪ ରାଷ୍ଟ୍ରପତି ନିର୍ବାଚନରେ ବିଜୟୀ ହେବା ପରେ ଡୋନାଲ୍ଡ ଟ୍ରମ୍ପଙ୍କୁ ସମସ୍ତେ ଅଭିନନ୍ଦନ ଜଣାଉଥିବା ବେଳେ ଋଷର ଭିନ୍ନ ଚିତ୍ର ଦେଖାଦେଇଛି।

ଋଷର ଏକ ସରକାରୀ ଗଣମାଧ୍ୟମ ଚ୍ୟାନେଲ୍ ଟ୍ରମ୍ପଙ୍କ ପତ୍ନୀ ମେଲାନିଆ ଟ୍ରମ୍ପଙ୍କ ନଗ୍ନ ଚିତ୍ର ପ୍ରସାରଣ କରିଥିଲା। ଋଷର ମିଡିଆ ମନିଟର ଜୁଲିଆ ଡେଭିସ୍ ଙ୍କ ଦ୍ବାରା ଏହି ଭିଡିଓ ସୋସିଆଲ ମିଡିଆ ପ୍ଲାଟଫର୍ମ ଏକ୍ସରେ ସେୟାର କରାଯାଇଛି।

ତେବେ ଋଷ-୧ ନେଟୱାର୍କ ଚ୍ୟାନେଲରେ ପ୍ରାୟ ୬୦ ମିନିଟ୍ ପର୍ଯ୍ୟନ୍ତ ଟ୍ରମ୍ପ ଏବଂ ତାଙ୍କ ପତ୍ନୀଙ୍କ ନଗ୍ନ ଫଟୋ ଦେଖାଯାଇଥିଲା।

ତେବେ ଏହି ପ୍ରାଇଭେଟ ଫଟୋ ଗୁଡିକୁ ଦେଖାଇ ଆଙ୍କର୍ କହିଛନ୍ତି ଯେ ପୂର୍ବତନ ପ୍ରଥମ ଲେଡି ହ୍ୱାଇଟ ହାଉସକୁ ଫେରିବା ପାଇଁ ସମ୍ପୂର୍ଣ୍ଣ ପ୍ରସ୍ତୁତ ଅଛନ୍ତି।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button