ମନୋରଞ୍ଜନ

ଉର୍ଫିଙ୍କ ପାନିଆ ପୋଷାକ ଦେଖିବା ପରେ ଲୋକେ ଦେଲେ  ଏଭଳି ପ୍ରତିକ୍ରିୟା – Ibnodisha

[ad_1]

ମୁମ୍ବାଇ: ସୋସିଆଲ ମିଡିଆରେ କିଛି ଦିନ ହେବ ‘ବିଗ୍‌ବସ୍’ ଫେମ୍‌ ଉର୍ଫି ଜଭେଦ୍‌ ନିଜର ପୋଷାକ ପରିଧାନକୁ ନେଇ ଚର୍ଚ୍ଚାରେ ଅଛନ୍ତି। କେବେକେବେ ଲୋ‌କେ ତାଙ୍କ ପୋଷାକକୁ ପସନ୍ଦ କରୁଥିବା ବେଳେ ଆଉ କେବେ ସେ ଟ୍ରୋଲର ଶିକାର ବି ହୋଇଥାଆନ୍ତି।

ନିକଟରେ ସେ ଫ୍ରେଞ୍ଚ୍‌ ରୋଲ୍‌ରେ ପୋଷାକ ତିଆରି କରି ପରିଧାନ କରିଥିଲେ। ଏହି କ୍ରମରେ ତାଙ୍କର ଆଉ ଏକ ଫଟୋ ସୋସିଆଲ ମିଡିଆରେ ପୋଷ୍ଟ ହୋଇଛି। ଯେଉଁଥିରେ ସେ ପାନିଆରେ ତିଆରି ପୋଷାକ ପିନ୍ଧିଛନ୍ତି। ଏହି ପୋଷାକରେ ବିଭିନ୍ନ ରଙ୍ଗରେ ପାନିଆ ଖଞ୍ଜା ଯାଇଥିବା ଦେଖିବାକୁ ମିଳୁଛି।

 

ଉର୍ଫିଙ୍କ ଏଭଳି ଅଦ୍ଭୁଦ ପୋଷାକକୁ ଦେଖି ଲୋକେ ପ୍ରତିକ୍ରିୟା ଦେଇ କହୁଛନ୍ତି, ‘ଉର୍ଫି ଏଭଳି ପୋଷାକ ତିଆରି କରିବାର ଚିନ୍ତା କେଉଁଠୁ ଆଣୁଛୁ। ତୁମର ଏହି ଚିନ୍ତାଧାର ପ୍ରଶଂସଯୋଗ୍ୟ। ତୁମ ଭଳି ପୋଷାକ ଆଉ କେହି ପିନ୍ଧିବାକୁ ସାହାସ କରିବେ ନାହିଁ। ଏଭଳି ପୋଷାକ ପାଇଁ ତୁମେ ହେଉଛ ଏକମାତ୍ର ମଣିଷ।’

 

 

 



[ad_2]

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button