ମହିଳା ମାନେ ସକାଳୁ ଉଠି ରୋଷେଇ ଘରେ ଦେଖନ୍ତୁ ନାହିଁ ଏହି ଜିନିଷ, ହୋଇଥାଏ ବହୁତ ବଡ଼ ଅମଙ୍ଗଳ

ବନ୍ଧୁଗଣ ମହିଳା ଏବଂ ସ୍ତ୍ରୀ ରୋଷେଇ ଘରେ ସକାଳୁ ଭୁଲ କରି ଦେଖିବେ ନାହିଁ ଏହି କେତୋଟି ଦୃଶ୍ୟ। ଘରର ଠାକୁର ଘର ଏବଂ ରୋଷେଇ ଘର ବାସ୍ତୁ ଉପରେ ବହୁତ ପ୍ରଭାବ ପକାଇଥାଏ। ଯେଉଁ ଘର ମଧ୍ୟରେ ରୋଷେଇ ଘର ସ୍ୱଚ୍ଛ, ପରିଷ୍କାର ଏବଂ ସେହି ଘର ମଧ୍ୟରେ କରାଯାଉଥିବା କାର୍ଯ୍ୟ ସଠିକ ହୋଇଥାଏ। ସେହି ଘର ମଧ୍ୟରେ ଶାନ୍ତି ଏବଂ ଘରର ସ୍ୱାସ୍ଥ୍ୟ ସଠିକ ରହିଥାଏ। ଘରର ସଦସ୍ୟ ମାନଙ୍କର ଉନ୍ନତି ହୋଇଥାଏ। କିନ୍ତୁ ଯେଉଁ ଘର ମଧ୍ୟରେ ରୋଷେଇ ଘର ଅଶ୍ୱସ୍ଥ ଏବଂ ଭୁଲ କରି ଏହି ସବୁ କାର୍ଯ୍ୟ କରାଯାଇଥାଏ ଏବଂ ସକାଳୁ ଉଠି ଘରର ସ୍ତ୍ରୀ ଏବଂ ମହିଳା ମାନେ ଘରର ଏହି ଦୃଶ୍ୟ ଦେଖୁଛନ୍ତି ସେହି ଘର ମଧ୍ୟରେ ସଦାସର୍ବଦା ଆଶାନ୍ତି ଲାଗି ରହିଥାଏ ଏବଂ ଘର ଦରିଦ୍ରତା ଆଡ଼କୁ ଚାଲି ଯାଇଥାଏ।
ଘର ପ୍ରତି ସଙ୍କଟ ଏବଂ ସମସ୍ୟା ଆସିଥାଏ। ଆଜିର ଏହି ପୋଷ୍ଟରେ ଜାଣିବା କେଉଁ ଦୃଶ୍ୟ ସକାଳୁ ଉଠି ସ୍ତ୍ରୀ ମାନେ ରୁଷେଇ ଘର ମଧ୍ୟରେ ଦେଖିବା ଅଶୁଭ ହୋଇଥାଏ। ବାସ୍ତୁ ବିଜ୍ଞାନରେ ଏପରି ଅନେକ କଥା ରହିଅଛି ଯାହାକି ଘର ଆଶାନ୍ତି ରହିବାର କାରଣ ହୋଇଥାଏ। ମନୁଷ୍ୟ ଜୀବନରେ କରୁଥିବା ପ୍ରତ୍ୟକ କାର୍ଯ୍ୟର ଫଳ ଏହି ଜନ୍ମରେ ତାକୁ ଭୋଗିବାକୁ ପଡ଼ିଥାଏ ଏବଂ ଭାଗ୍ୟରେ ରହିଥିବା କିର୍ମର ଫଳକୁ ବି ମଧ୍ୟ ଭଗିବାକୁ ପଡିଥାଏ। ସେହି ପରି ରୁଷେଇ ଘରେ ଏହି କେତୋଟି ଭୁଲ ସ୍ତ୍ରୀ ମାନଙ୍କର ଏବଂ ମହିଳା ମାନଙ୍କର ଜୀବନକୁ କିପରି ପରିବର୍ତ୍ତନ କରିବା ସହିତ ସ୍ୱାମୀର ଜୀବନ ପ୍ରତି କିପରି ବିପଦ ସୃଷ୍ଟି କରିଥାଏ ଜାଣିବା। ଆଜିର ଏହି ପୋଷ୍ଟରେ ଜାଣିବା ସ୍ତ୍ରୀ ସକାଳୁ ଉଠି ରୋଷେଇ ଘର ମଧ୍ୟରେ କଣ ଦେଖିବା ଅଶୁଭ ହୋଇଥାଏ।
ସକାଳୁ ସକାଳୁ ସ୍ତ୍ରୀ ମାନେ ରୋଷେଇ ଘରେ ପ୍ରବେଶ କରିବା ମାତ୍ରେ ରାତିସାରା ପଡିଥିବା ଅଧୁଆ ବାସନକୁ ଦେଖିବା ଅଶ୍ୱଭ ହୋଇଥାଏ। ଅଧୁଆ ହୋଇଥିବା ବାସନ ରାତି ସାରା ଘର ମଧ୍ୟରେ ରହିବା ଘରର ବାସ୍ତୁ ବିଗାଡି ଥାଏ ଏବଂ ଅନେକ ନକରାତ୍ମାକ ଶକ୍ତି ଗୁଡିକୁ ଏକାଠି କରିବା ସହିତ ସକାଳୁ ସକାଳୁ ସ୍ତ୍ରୀ କିମ୍ବା ମହିଳା ମାନେ ଏହି ଅଧୁଆ ହୋଇଥିବା ବାସନକୁ ଦେଖିବା ଦ୍ୱାରା ସ୍ତ୍ରୀ ମାନେ ନକରାତ୍ମାକ ଶକ୍ତି ଦ୍ୱାରା ଘାରି ହୋଇଥାଆନ୍ତି। ଅର୍ଥାତ ସ୍ତ୍ରୀ ମାନେ ଅନ୍ୟ ହାତରେ ବଶୀଭୂତ ହେବାର ଆଶଙ୍କା ବଢିଥାଏ। ଏହିପରି ଦୃଶ୍ୟ ଘର ମଧ୍ୟରେ ଘରର ଆର୍ଥିକ ଅବସ୍ଥାକୁ ମଧ୍ୟ ବିଗାଡି ଥାଏ। ଏହା ସହିତ ଯେଉଁ ଘର ମଧ୍ୟରେ ଅଧୁଆ ହୋଇଥିବା ବାସନ ଘର ମଧ୍ୟରେ ପୋଡି ହୋଇରହିଥାଏ ସେହି ଘର ମଧ୍ୟରୁ ମା ଲକ୍ଷ୍ମୀଙ୍କର ବାସ ବି ଉଠି ଯାଇଥାଏ।
ସ୍ତ୍ରୀ କିମ୍ବା ମହିଳା ମାନେ ସକାଳୁ ସକାଳୁ ଉଠି ରୋଷେଇ ଘର ମଧ୍ୟରେ ପ୍ରବେଶ କରିବା ସମୟରେ ଆଖିରେ ସେମାନଙ୍କର ଧାରୁଆ ଛୁରୀ କିମ୍ବା ପନିଖି ସେମାନଙ୍କ ଦୃଷ୍ଟିରେ ପଡ଼ିବା ମଧ୍ୟ ଉଚିତ ହୋଇନଥାଏ। ଏହି ଧାରୁଆ ବସ୍ତୁ ସ୍ତ୍ରୀ ଲୋକ ମାନେ କିମ୍ବା ମହିଳା ମାନେ ସକାଳୁ ରୋଷେଇ ଘର ମଧ୍ୟରେ ଦେଖିବା ମହିଳା ମାନଙ୍କର ମନରେ କିମ୍ବା ମାନସିକ ସ୍ତରରେ ଅନେକ ପରିବର୍ତ୍ତନ ଆଣିଥାଏ। ଯାହାକି ମନରେ ହିଂସା ବାଦ ଏବଂ ଦୁର୍ଘଟଣାର କାରଣ ପାଲଟି ଥାଏ। ସ୍ୱାମୀଙ୍କର ଜୀବନ ପ୍ରତିବି ମଧ୍ୟ ବିପଦ ସୃଷ୍ଟି କରିଥାଏ।