କେବଳ ୩ ଦିନ କ୍ଷୀରରେ ଫୁଟାଇ ପିଇ ଦିଅନ୍ତୁ ଏହି ଜିନିଷ, ୧୦୦ ବର୍ଷ ପର୍ଯ୍ୟନ୍ତ ହେବନି Calciumର ଅଭାବ

ଆପଣ ମାନେ ସମସ୍ତେ ଜାଣିଛନ୍ତି ଯେ ଆଜିକା ସମୟରେ କେହି ବି ସ୍ୱାସ୍ଥ୍ ନାହିଁ ସମସ୍ତଙ୍କୁ କିଛି ନା କିଛି ଭୟଙ୍କର ରୋଗ ଅଛି । ସମସ୍ତେ ନିଜ ସ୍ବାସ୍ଥ୍ୟ ଉପରେ ସେତେବେଳେ ଧ୍ୟାନ ଦିଅନ୍ତି ଯେତେବେଳେ ତାଙ୍କ ସ୍ବାସ୍ଥ୍ୟ ବହୁତ ଖରାପ ହବାକୁ ଲାଗିଥାଏ ଆଉ ସେ ଜୀବନରେ ଏମିତି ସ୍ଥିତିରେ ହୋଇଥାନ୍ତି ଯେତେବେଳେ ତାଙ୍କୁ ବହୁତ କଷ୍ଟ ଭୋଗିବାକୁ ପଡ଼ିଥାଏ । ଯଦି ଆପଣ ନିଜ ସ୍ବାସ୍ଥ୍ୟ ଖରାପ ହବା ଆଗରୁ ନିଜ ସ୍ବାସ୍ଥ୍ୟ ଉପରେ ଧ୍ୟାନ ରଖିବେ ତେବେ ଆପଣଙ୍କୁ କିଛି ବି ରୋଗ ହବ ନାହିଁ ।
ଆଜିକା ସମୟରେ ଯେତେ ରୋଗ ହେଉଛି ତାହା କେବଳ ଆମ ଖାଦ୍ୟ ପଦାର୍ଥ ପାଇଁ ହୋଇଥାଏ, ତେବେ ଆଜିକା ସମୟରେ ଲୋକଙ୍କ ପାଇଁ ସୁଆଦ ପ୍ରଥମ ଜିନିଷ ଅଟେ ବିନା ସୁଆଦ ଜିନିଷ ଖାଇବାକୁ କେହି ପସନ୍ଦ କରନ୍ତି ନାହିଁ ସେଥିପାଇଁ ସମସ୍ତଙ୍କୁ ରୋଗ ହେଉଛି ।

ଆଜି ଆମେ ଆପଣଙ୍କୁ ଏମିତି ଗୋଟେ ଜିନିଷ ବିଷୟରେ କହିବାକୁ ଚାହୁଁଛୁ ଯାହା ଆପଣ ମାନେ ଜାଣିଥିବେ କିନ୍ତୁ ଏହି କଥା ଜାଣି ନଥିବେ ଜେ ଏହା ଏତେ ଗୁଣକାରୀ ହୋଇଥାଏ । ଶାସ୍ତ୍ରରେ କୁହା ଯାଇଛି ଯେ ଅଖରୋଟ ଏମିତି ଗୋଟେ ଜିନିଷ ଯାହା ଆୟୁର୍ବେଦ ରେ ମଧ୍ୟ ଔଷଧ କୁହା ଯାଇଛି ତେବେ ଔଷଧ ଖାଇବାର ଗୋଟେ ସଠିକ୍ ସମୟ ହୋଇଥାଏ ।

ଆଉ ସଠିକ୍ ସମୟରେ ସେବନ ନକଲେ ଔଷଧ ଭଲ ଭାବରେ କାମ କରିନଥାଏ ସେଥିପାଇଁ ଆଜି ଆମେ ଆପଣଙ୍କୁ ଏହାର ସେବନ କରିବାର ସଠିକ୍ ବିଧି ଆଉ ସମୟ କହିବାକୁ ଯାଉଛୁ ଆଉ ଏହାର ସେବନ ଦ୍ୱାରା ହୋଇଥିବା ଲାଭ ବିଷୟରେ ମଧ୍ୟ କହିବାକୁ ଚାହୁଁଛୁ ।

ବୈଜ୍ଞାନିକ ମାନଙ୍କ କହିବା ଅନୁଯାଇ ଅଖରୋଟ ବହୁତ ଗରମ ହୋଇଥାଏ ମଣିଷ ଶରୀର ପାଇଁ ସେଥିପାଇଁ ଏହାର ଅଧିକ ସେବନ ଆପଣଙ୍କ ସ୍ବାସ୍ଥ୍ୟ ଭଲ କରିବା ସ୍ଥାନରେ ଖରାପ କରି ପାରେ ସେଥିପାଇଁ ଅଧିକ ସେବନ କରିବା ପାଇଁ ଚେଷ୍ଟା କରନ୍ତୁ ନାହିଁ । ଆପଣଙ୍କୁ ଆମେ କହି ରଖୁଛୁ ଜେ ଅଖରୋଟ ଖାଇବାର ସଠିକ୍ ସମୟ ସକାଳେ ଖାଲି ପେଟରେ ହୋଇଥାଏ ନଚେତ୍ ରାତିରେ ହୋଇଥାଏ ଆପଣ ଗୋଟେ ସମୟ ଏହାର ସେବନ କରି ପାରିବେ ।




