IBN ଓଡ଼ିଶା ବ୍ୟୁରୋ

କଞ୍ଚା ଲଙ୍କା ଖାଇଲେ ଶରୀରରେ କଣ ହୁଏ, ଜାଣିବା ପାଇଁ ଥରେ ନିଶ୍ଚିନ୍ତ ଦେଖନ୍ତୁ

ମଣିଷ ସ୍ବାସ୍ଥ୍ୟ ଆଜିକା ସମୟରେ ବହୁତ୍ ଖରାପ୍ ରହିଅଛି ଏହାର ମୁଖ୍ୟ ଏବଂ ଏକ ମାତ୍ର କାରଣ ଆମ ଖାଦ୍ୟ ପ୍ରଣାଳୀ ଅଟେ । ଯାହା ଆମେ ସେବନ କରିଥାଉ ଆମ ପାଚନ କ୍ରିୟା ତାକୁ ପଚାଇ ଥାଏ ଆଉ ତାହା ଦ୍ୱାରା ରକ୍ତ ମଧ୍ୟ ତିଆରି ହୋଇଥାଏ । ତେବେ ଖରାପ ଖାଦ୍ୟ ଖାଇଲେ ରକ୍ତ ମଧ୍ୟ ଦୂଷିତ ହୋଇଥାଏ ଆଉ ଆମ୍ ଶରୀରକୁ ହଜାର ପ୍ରକାର ରୋଗ ମାଡି ଆସିଥାଏ । ଆଜି ଆମେ ଆପଣଙ୍କୁ ଆପଣଙ୍କ ରୋସେଇ ଘରୁ ଗୋଟେ ଜିନିଷ ବାହାର କରିଦେବାକୁ କହୁ ଅଛୁ ଏହାକୁ ବାହାର କଲେ ଆପଣଙ୍କ ହଜାର ହଜାର ରୋଗ ଆପେ ଆପେ ଭଲ ହୋଇଯିବ ।

ଆପଣ ମାନେ ସମସ୍ତେ ଜାଣିଛନ୍ତି ଯେ ଆୟୁର୍ବେଦ ଦୁନିଆର ପ୍ରଥମ ଚିକିତ୍ସା ପ୍ରଣାଳୀ ଅଟେ ଆଉ ଏଥିରେ ସବୁ ମଣିଷର ରୋଗର ଗୋଟେ କାରଣ କୁହା ଯାଇଛି । ଆୟୁର୍ବେଦ ରେ କୁହା ଯାଇଛି ଯେ ଯେଉଁ ମଣିଷ ର ପେଟ ଖରାପ ହୋଇଥାଏ ସେହି ଲୋକ ଶରୀରରେ ହଜାର ରୋଗ ଆକ୍ରମଣ କରିଥାନ୍ତି ତେବେ ଯାହାର ପାଚନ ଶକ୍ତି ଭଲ ରହିଥାଏ ସେହି ବ୍ୟକ୍ତିକୁ ନିଜ ଜୀବନରେ କିଛି ଅଲଗା କରିବାକୁ ପଡ଼ିଥାଏ ।

ତେବେ ଆୟୁର୍ବେଦ ରେ ନାଲି ଲଙ୍କା ବା ଶୁଖିଲା ଲଙ୍କାକୁ ବିଷ କୁହା ଯାଇଛି ଏହାକୁ ସେବନ କରୁଥିବା ବ୍ୟକ୍ତିକୁ ବହୁତ୍ ଶିଘ୍ର ବିପି, କ୍ୟାନ୍ସର, ଡାଇବେଟିଜ୍ ଭଳି ଭୟଙ୍କର ରୋଗ ହବାର ଚାଂଶ ରହିଥାଏ । ବିଜ୍ଞାନରେ ମଧ୍ୟ କୁହା ଯାଇଛି ଯେ ଯେଉଁ ବ୍ୟକ୍ତି ଶୁଖିଲା ଲଙ୍କା କମ ବ୍ୟବହାର କରିଥାଏ ସେହି ବ୍ୟକ୍ତିକୁ ବହୁତ୍ କମ ରୋଗ ହୋଇଥାଏ ବା ହୋଇନଥାଏ ।

ତେବେ ବିଜ୍ଞାନରେ ମଧ୍ୟ କୁହା ଯାଇଛି ଯେ ମଣିଷକୁ ନିଜ ଖାଦ୍ୟରେ ନାଲି ଲଙ୍କା ଜାଗାରେ କଞ୍ଚା ଲଙ୍କା ବା ଗୋଲ ମରିଚ ବ୍ୟବହାର କରିବା ଉଚିତ୍ କାହିଁକିନା ଏହା ଦ୍ୱାରା ଆପଣଙ୍କ ପାଚନ ଶକ୍ତି ଭଲ ରହିଥାଏ ଆଉ ଆପଣଙ୍କୁ ବହୁତ୍ ପ୍ରକାର ବିଟାମିନ ଓ ମିନେରାଲ ମଧ୍ୟ ଶରୀରକୁ ପ୍ରାପ୍ତ ହୋଇଥାଏ ।

କଞ୍ଚା ଲଙ୍କାରେ ଆଇରନ, କ୍ୟାଲସିଅମ୍, ପ୍ରୋଟିନ ଓ ପୋଟାସିୟମ ଭଳି ବହୁତ୍ ପ୍ରକାର ବିଟାମିନ ହୋଇଥାଏ ଯାହା ଆମ ଶରୀରକୁ ରୋଗ ପ୍ରତି ରୋଧକ କ୍ଷମତା ପ୍ରଦାନ କରିଥାଏ ଆଉ ଆମକୁ ରୋଗ ଠାରୁ ଲଢ଼ିବା ପାଇଁ ପ୍ରସ୍ତୁତ କରିଥାଏ ।

ଆପଣଙ୍କୁ ଏହା ଜାଣି ଆଶ୍ଚର୍ଯ୍ୟ ଲାଗିବ କିନ୍ତୁ ଏହା ସତ ନାଲି ଲଙ୍କା ଭାରତ ଖାଦ୍ୟ ପ୍ରଣାଳୀ ରେ ନଥିଲା ଏହା ବାହାର ଜାଗାରୁ କିଛି ୧୦୦ ବର୍ଷ ତଳେ ଆମ ଖାଦ୍ୟରେ ଆସିଛି ଆଉ ତା ପରେ ଲୋକଙ୍କ ସ୍ବାସ୍ଥ୍ୟ ଅଧିକ ଖରାପ ହବାକୁ ଲାଗିଲା ନଚେତ୍ ଆଗରୁ ଏଠିକା ଲୋକଙ୍କୁ କିଛି ବି ରୋଗ ହେଉ ନଥିଲା ।

Related Articles

Leave a Reply

Your email address will not be published. Required fields are marked *

Back to top button