IBN ଓଡ଼ିଶା ବ୍ୟୁରୋ

ରାତିରେ ଶୋଇବା ଆଗରୁ ଖାଆନ୍ତୁ କଞ୍ଚା ପିଆଜ, ୩ ଦିନରେ ଦେଖିବେ ଫରକ୍

ଦୁନିଆରେ ବର୍ତମାନ ସମୟରେ ବହୁତ୍ ପ୍ରକାର ରୋଗ ଅଛି ଆଜିକା ସମୟରେ ଏମିତି ବହୁତ୍ କମ ଲୋକେ ଅଛନ୍ତି ଯିଏ ସ୍ୱାସ୍ତ୍ ଅଛନ୍ତି । ତେବେ ଆପଣ କେଉଁ ଭଳି ଲୋକଙ୍କୁ  ସ୍ୱାସ୍ତ୍ କୁହନ୍ତି ଯାହାକୁ କିଛି ରୋଗ ନଥିବ ବା ଯିଏ ସବୁ ପରିସ୍ଥିତିରେ ଭଲ ରୁହନ୍ତି । ତେବେ ମଣିଷ ଏମିତି ଗୋଟେ ପ୍ରାଣୀ ଯାହା ପାଖରେ ସବୁଠାରୁ ଅଧିକ ବୁଦ୍ଧି ଅଛି ଆଉ ସେ ନିଜ ଇଛା ଅନୁଯାଇ କାମ ମଧ୍ୟ କରିଥାଏ ଆମେ କିଛି ବି ଖାଦ୍ୟକୁ ରୋଷେଇ କରି ଖାଇବାକୁ ପଶନ୍ଦ କରିଥାଉ ।

ତେବେ କଣ୍ ଆପଣ ଏହା ଜାଣିଛନ୍ତି ଜେ ରୋଷେଇ ହୋଇଥିବା ଖାଦ୍ୟରୁ ଅଧିକ କଞ୍ଚା ଖାଦ୍ୟ ଆମ ପାଇଁ ବହୁତ୍ ଲାଭକାରୀ ହୋଇଥାଏ ତେବେ ଯଦି ଜାଣି ନାହାନ୍ତି ତେବେ ଆଜି ଆମେ ଆପଣଙ୍କୁ ଏମିତି କିଛି ଖାଦ୍ୟ ଜିନିଷ ବିଷୟରେ କହିବାକୁ ଯାଉଛୁ ଯାହାକୁ କଞ୍ଚା ଖାଇବା ଦ୍ବାରା ଆପଣଙ୍କ ଶରୀର ସବୁ ସମସ୍ୟା ଦୂର ହୋଇଥାଏ ।

ସର୍ବ ପ୍ରଥମ ଜିନିଷ ହେଲା ପିଆଜ ତେବେ ବହୁତ୍ କମ୍ ଲୋକେ ପିଆଜର ଗୁଣ ବିଷୟରେ ଜାଣିଛନ୍ତି । କଣ୍ ଆପଣ ଜାଣିଛନ୍ତି କଞ୍ଚା ପିଆଜ ସକାଳେ ଖାଲି ପେଟରେ ଖାଇଲେ ଆପଣଙ୍କ ରକ୍ତ ସଠିକ୍ ମାତ୍ରା ରେ କାମ କରିଥାଏ ଆପଣଙ୍କ ହାଇ ବିପି ଆଉ ଡାଇବେଟିଜ ଭଳି ସମସ୍ୟା ଦୂରେଇ ରହିଥାଏ ।

ଆପଣଙ୍କୁ ଆମେ ଏହା ସ୍ପଷ୍ଟ ଭାବରେ କହିବାକୁ ଚାହୁଁଛୁ ଯେ ପିଆଜ ତେଲରେ ଭାଯିବା ବା ଛାଣିବା ଦ୍ବାରା ତା ସବୁ ପୋଷ୍ଟିକ୍ ପ୍ରୋଟିନ ତତ୍ତ୍ଵ ନଷ୍ଟ ହୋଇଥାଏ ଯାହା ମଣିଷ ଶରୀର ପାଇଁ ବହୁତ୍ ଲାଭକାରୀ ହୋଇଥାଏ । ଆପଣଙ୍କୁ କେବଳ କଞ୍ଚା ପିଆଜ ଖାଇବାର ନାହିଁ ଆପଣଙ୍କୁ ନିଜ ଚୁଟି ଯଦି ସୁନ୍ଦର୍ ଆଉ ଗହବା କରିବାର ଅଛି ତେବେ ଆପଣଙ୍କୁ ନିଜ ଛୁଟିରେ କଞ୍ଚା ପିଆଜ ରସ ଲଗାଇବାକୁ ହବ ଆଉ ଅଧ ଘଣ୍ଟା ପରେ ତାକୁ ସାମପୁ ଦ୍ବାରା ଧୋଇ ଦିଅନ୍ତୁ ।

ଏହା ଛଡ଼ା ଆପଣ କଞ୍ଚା ଟମାଟର ବା ଯାହାକୁ ଆମେ ବିଲାତି କହିଥାଉ ତାର ସେବନ ସବୁଦିନ କରନ୍ତୁ ଦେଖିବେ ଆପଣଙ୍କ ସ୍ବାସ୍ଥ୍ୟ କିଛି ଦିନ ଭିତରେ ବଦଳିଯିବ୍ ଏହା ଛଡ଼ା ଯଦି ଆପଣ କଞ୍ଚା ରସୁଣ ସେବନ କରନ୍ତି ତେବେ ଏହା ଦ୍ୱାରା ଆପଣଙ୍କ ଶରୀର ରୋଗ ପ୍ରତି ରୋଧକ କ୍ଷମତା ବଢ଼ିବାକୁ ଲାଗି ଥାଏ ଆଉ ଆପଣ ନିଜକୁ ଆଗ ଅପେକ୍ଷା ବହୁତ୍ ଭଲ ଅନୁଭବ କରିଥାନ୍ତି । ତେବେ ମନେ ରଖନ୍ତୁ ଏହି ସବୁ ଜିନିଷ ଆପଣଙ୍କ ପାଇଁ ରାମ ବାଁଣ ଔଷଧ ଅଟେ କେବଳ ଏହି ସବୁ ଜିନିଷ ସେବନ କରନ୍ତୁ ଆପଣଙ୍କୁ ଭୟଙ୍କର ରୁ ଭୟଙ୍କର ଆଉ ସାମାନ୍ୟ ରୋଗ ମଧ୍ୟ ହବ ନାହିଁ ।

Related Articles

Leave a Reply

Your email address will not be published. Required fields are marked *

Back to top button