IBN ଓଡ଼ିଶା ବ୍ୟୁରୋ

ମଙ୍ଗଳବାର ଦିନ ପ୍ରଭୁ ବଜରଙ୍ଗୀବାଲୀଙ୍କୁ ଅର୍ପଣ କରନ୍ତୁ ଏହି ଗୋଟିଏ ଜିନିଷ, ଭାଗ୍ୟ ପୁରା ବଦଳିଯିବ

ପ୍ରତ୍ଯେକ ଦିନ ପ୍ରଭୁ ହନୁମାନଙ୍କର ଭକ୍ତିର ସହ ପୂଜା କରିବା ଦ୍ଵାରା ବ୍ୟକ୍ତିର ସବୁ ସଙ୍କଟ ପ୍ରା ସଙ୍କଟମୋଚନ ଦୂର କରିଥାନ୍ତି । ବିଶେଷ ରୂପେ ସପ୍ତାହର ସାତ ବାର ମଧ୍ୟରୁ ମଙ୍ଗଳବାରଟି ପ୍ରଭୁ ହନୁମାନଙ୍କର ବହୁତ ପ୍ରିୟର ବାର ହୋଇଥାଏ । ଏହି ବାରରେ ପ୍ରଭୁ ହନୁମାନ ଜୀଙ୍କର ପୂଜା କରିବା ଦ୍ଵାରା ସେହି ଲୋକଙ୍କର ଭାଗ୍ୟ ଟାଣ ହୋଇବା ସହ ସେହି ଲୋକର ମଙ୍ଗଳ ଗ୍ରହର ପ୍ରଭାବ ମଧ୍ୟ ମଜଭୁତ ହୋଇଥାଏ ।

ଯେଉଁ ଲୋକ ନିଜ ଜୀବନରେ ବହୁ ଅଧିକ ପରିଶ୍ରମ କରି ସୁଦ୍ଧା ତାକୁ ଜୀବନରେ ପରିଶ୍ରମ ଅନୁଯାଇ ସଫଳତା ପ୍ରାପ୍ତ ହେଉନଥାଏ । ତେବେ ସେହି ବ୍ୟକ୍ତିର କୁଣ୍ଡଳୀର ମଙ୍ଗଳ ଗ୍ରହର ସ୍ଥିତି ଭଲ ନଥାଇପାରେ । ତେବେ ବ୍ୟକ୍ତି ନିଜ କୁଣ୍ଡଳୀରେ ମଙ୍ଗଳ ଗ୍ରହର ସ୍ଥିତି ମଜଭୁତ କରିବାକୁ ଚାହୁଁଥିଲେ । ସେହି ଲୋକକୁ ଏହି ସବୁ ନିୟମ ଉପରେ ଧ୍ୟାନ ଦେବାକୁ ପଡିବ । ତେବେ କୌଣସି ଏକ ବିଶେଷ ମଙ୍ଗଳବାର ଦିନ ଶୀଘ୍ର ଉଠି ସ୍ନାନ ସାରି ଦିଅନ୍ତୁ ।

ଏହାପରେ ନାଲି ରଙ୍ଗର ଗୋଲାପ ଫୁଲର ଏକ ମାଳା କିଣି ଆଣନ୍ତୁ । ସେହି ମାଳାକୁ ନେଇ ଆପଣ ପ୍ରଭୁ ହନୁମାନଙ୍କର ମନ୍ଦିରକୁ ଯାଆନ୍ତୁ । ସେଠାରେ ସେହି ମାଳାକୁ ପ୍ରଭୁଙ୍କୁ ଚଢାଇ ପୂଜା କରନ୍ତୁ । ଏହାପରେ 11 ଥର ଭକ୍ତିରେ ହନୁମାନ ଚାଳିଶାର ପାଠ କରନ୍ତୁ । ହନୁମାନ ଚାଳିଶାର ପାଠ କରିବା ସମୟରେ ମନରେ କୌଣସି ପ୍ରକାର ଖରାପ ଚିନ୍ତାଧାରା ନରଖି ମନକୁ ଶାନ୍ତ ରଖି ହନୁମାନ ଚାଳିଶାର ପାଠ କରନ୍ତୁ ।

ଏହା କରିବା ଦ୍ଵାରା ବ୍ୟକ୍ତିର ମଙ୍ଗଳ ଗ୍ରହର ସ୍ଥିତି ଖୁବ ଦୃଢ ହୋଇଯାଇଥାଏ । ତେବେ ଯଦି କୌଣସି ବ୍ୟକ୍ତି କୌଣସି ପ୍ରକାର ଆର୍ଥିକ ସଙ୍କଟରେ ପଡିଥାଏ । ତେବେ ସେହି ଲୋକ ସକାଳ, ଦିପ୍ରହର ଓ ସନ୍ଧ୍ଯାରେ ନାଲି ବସ୍ତ୍ର ଧାରଣ କରି ବେସନର ଲଡୁ ନେଇ ପ୍ରଭୁ ହନୁମାନଙ୍କୁ ଭୋଗ ଲଗାନ୍ତୁ ।

ତାପରେ ଭକ୍ତିର ସହ 11 ଥର ହନୁମାନ ଚାଳିଶାର ଜପ କରନ୍ତୁ । ତେବେ ଏହି ସବୁ ଉପାୟକୁ ଅନ୍ୟ ଦିନ କରିବା ଅପେକ୍ଷା ମଙ୍ଗଳବାରରେ କରିବା ଦ୍ଵାରା ଏହା ଖୁବ ଶୀଘ୍ର ଲାଭଦାୟୀ ହୋଇଥାଏ । ଏହାଦ୍ବାରା ପ୍ରଭୁ ସଙ୍କଟ ମୋଚନ ତାଙ୍କ ଭକ୍ତକୁ ସବୁ ସଙ୍କଟରୁ ରକ୍ଷା କରିଥାନ୍ତି ।

ପୋଷ୍ଟଟି ଯଦି ଆପଣ ମାନଙ୍କୁ ଭଲ ଲାଗିଥାଏ । ତେବେ ଆମ ସହ ଆଗକୁ ଯୋଡି ହୋଇ ରହିବା ପାଇଁ ପେଜକୁ ଲାଇକ୍ ଓ ଶେୟାର କରିବା ସହ ଭକ୍ତିର ସହ କମେଣ୍ଟରେ ଜୟ ଶ୍ରୀ ହନୁମାନ ଲେଖିକି ନିଶ୍ଚୟ ଜଣାନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button