IBN ଓଡ଼ିଶା ବ୍ୟୁରୋ

ଗରିବ ହେବାର ମୁଖ୍ୟ କାରଣ ଏହି 3ଟି ଭୁଲ୍, କଣ ଆପଣ ବି କରୁଛନ୍ତି କି ଏହି ଭୁଲ? ଆସିବ ଭୟଙ୍କର ଦରିଦ୍ରତା

ଅନେକ ସଂକେତ ଆମ ଆଖ ପାଖରେ ହୋଇ ଥାଏ ମାତ୍ର ଆମକୁ ଏହା ର ମାନେ ଜଣା ନଥାଏ । ଆମ ପାଖ ଆଖରେ ଅନେକ କିଛି ଘଟନା ଘଟି ଯାଇଆ ଥାଏ ଯାହା ଦ୍ଵାରା ଆମେ ଏହା ଜାଣିବା ଦରକାର ହୋଇ ଯାଇ ଥାଏ କି ଆମ ପାଖକୁ ଗରିବୀ ଆସି ଯାଇଛି । ଏହା ଆଗରୁ ଆମକୁ ଅନେକ ପ୍ରକାର ସଂକେତ ମିଳିଥାଏ ମାତ୍ର ଏହାକୁ ଆମେ ଜାଣି ପରି ନଥାଉ ସେହି ବିଷରେ ଆମେ ଆଜି ଆପଣଙ୍କୁ ଅବଗତ କରାଇବୁ । ଆପଣ ଜାଣି ଥିବେ କି ଭଗବାନ ଆମ ପାଇଁ ଉଭୟ ଭଲ ସମୟ ଓ ଖରପା ସମୟ ରଖିଛନ୍ତି ଯଦି ଆମେ ଭଲ ସମୟ ଆସିବାର ସଂକେତ ଜଣାଇବା ନିହାତି ଭାବେ ଦରକାର ଅଟେ ତେବେ ଆମେ ଖରାପ ସମୟ ଆସିବାର ସଂକେତ ମଧ୍ୟ ଜାଣିବା ନିହାତି ଭାବେ ଦରକାର ।

ଆପଣ ଏହା ମଧ୍ୟ ଜାଣି ରଖନ୍ତୁ କି ଆପଣଙ୍କ ଘରେ କିଛି ସମସ୍ଯା ଆସିବା ପାଇଁ ଥାଏ ସେହି ସ୍ମାୟରେ ଆପଣଙ୍କ ଗଛ ମାନେ ତୁଳଶି ଗଛ ଆଗ ସୁଖୀ ଯାଇଥାଏ । ଆପଣ ସେହି ପାଇଆନ ଯଦି ଦେଖିବା ପାଇଁ ପାଉଛନ୍ତି ଆପଣଙ୍କ ଅଗଣାରେ ଥିବା ଗଛ ସୁଖୀ ଯାଇଛି ଏହାକୁ ତୁରନ୍ତ ଭାବେ ଆପଣ କାଢି ଦେବା ନିହାତି ଭାବେ ଦରକାର ଅଟେ ।

ଥିବେ କି ଯେଉଁ ମାନେ ଗଛ କୁ ଧ୍ୟାନ ଦେଇ ନଥାନ୍ତି ଏହା ଦ୍ଵାରା ତାଙ୍କର ବୁଦ୍ଧ ଗ୍ରହ ଖରାପ ହୋଇ ଥାଏ । ଏହା ସହ ଆପଣ ଏହା ମଧ୍ୟ ଜାଣି ଥିବେ କି କିଛି ଗଛ ମାନେ ଅଛନ୍ତି ଯେଉଁ ମାନେ ଅଳ୍ପ ପାଣିରେ ଅନେକ ଦିନ ବଞ୍ଚି ପାରନ୍ତି ମାତ୍ର ଆମ ଆଖ ପାଖରେ ଥିବା ଗଛ କୁ ଆମେ ସବୁ ଦିନ ପାଣି ଦେବା ନିଆତି ଭାବେ ଦରକାର ।

 

ଏହା ପାଇଁ ଜନ୍ତ ବାନ ହୁଅନ୍ତୁ । ଆପଣ ଝାଡୁ କୁ ସମ୍ଭାଳିକି ରଖନ୍ତୁ । ଏହାକୁ ପାଦରେ ନ ଚାପିବା କିମ୍ବା ଏହାକୁ ଆଗରେ ପକାଇ ରଖିବା ଖରାପ ହୋଇ ଥାଏ । ଝାଡୁକୁ ଆପଣ କେବେହେଲେ ଠିଆ କରିକି ରଖନ୍ତୁ ନି ଆପଣ ଏହାକୁ ଭିତରେ ରଖିବା ଭଲ ହୋଇ ଥାଏ । ଆପଣଙ୍କ ଗହର କେହି ଯଦି ବାହାରକୁ ଯାଉଛନ୍ତି ଆପଣ ସାଙ୍ଗେ ସାଙ୍ଗେ ଏହାକୁ ବ୍ୟବହାର କରିବେ ନି କିଛି ସମୟ ଗଲା ପରେ ଆପଣ ଏହାକୁ ପ୍ରାର୍ଥନା କରିକି ବ୍ୟବହାର କରିବା ଭାଲାହୋଇଥାଏ ।

ଯେଉଁ ଜାଗାରେ ଝାଡୁରେ ଜୀବ ମାନଙ୍କୁ ମାରାଯାଏ ଏହା ଖରାପ ହୋଇ ଥାଏ ମା ଲକ୍ଷ୍ମୀ ଆପଣଙ୍କ ଘରୁ ଛାଡି ଯାଉଛନ୍ତି । ଆପଣ ଯଦି କ୍ଷୀର ବସାଇ ଛନ୍ତି ତେବେ ଏହା ଆପଣ ଓଲ୍ଲହାଉ ନାହାନ୍ତି ତେବେ ଆପଣ ନିଶ୍ଚିତ ଭାବେ ଏହା ପ୍ରତି ଧ୍ୟାନ ଦିଅନ୍ତୁ ଆପଣଙ୍କ ଘରେ ବେମାରି ବଢିବାର ସଂକେତ ଏହା ।

 

ଆପଣ ଯଦି ବାହାରକୁ ଯାଇ ଛନ୍ତି ଆସିବା ବେଳେ ଆପଣ ଝିଟିପିଟି କୁ ଦେଖିଲେ ତେବେ ଏହା ଖରାପ ଅଟେ । ଆପଣ ଝିଟିପିଟି କୁ ପୂଜା ଅକରିବା ବେଳେ ଦ୍କେହିବା ଭଲ ହୋଇଥାଏ । ଆପଣ ଯଦି ଝିଟିପିଟି କୁ ଦେଖିକି ତା ଉଆପରେ କିଛି ସିନ୍ଦୁର ପକାଇ ଦେବେ ଏହା ଆପଣଙ୍କ ପାଇଁ ଶୁଭ ଅଟେ ମାତ୍ର ଯଦି ଏହା ଆପଣ ସନ୍ଧ୍ୟା ସମୟରେ କିମ୍ବା ସକାଳ ପୂଜା ବେଳେ ଦ୍କେହୁଛନ୍ତି ତେବେ ଏହା ଭଲ ହୋଇ ଥାଏ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button