IBN ଓଡ଼ିଶା ବ୍ୟୁରୋ

ରାତାରାତି ମୋଟା ହେବାର ସହଜ ଘରୋଇ ଉପାୟ, ବାସ ଏହାର 1 ଗ୍ଳାସ ପ୍ରତ୍ୟକ ରାତି ଓ ତା ପରେ ଦେଖନ୍ତୁ ଚମତ୍କାର-

ଆପଣ ଯଦି ପତଳା ଅଛନ୍ତି କଣ ଖାଇବା ଦ୍ଵାରା ଆପଣଙ୍କ ଶରୀର ର ଓଜନ ବଢିବ । ଆପଣ ଯଦି କିଛି ଭି ଖାଉଛନ୍ତି ତାହା ଆପଣକ ପାଇଁ ଖୁବ ଭଲ ହୋଇ ଥାଏ ଆପଣ ଏହା ମଧ୍ୟ ଜାଣି ଥିବେ କି ଆପଣ ଯଦି କିଛି ଭି ଖାଉଛନ୍ତି ଏହା ଆମ ଶରୀର କୁ ଖୁବ ଶକ୍ତି ପ୍ରଦାନ ଅକରିଥାଏ । ଏହା ସହ ଆମ ଜୀବନର ସମସ୍ଯା କୁ ମଧ୍ୟ ଦୂର କରି ଦେଇଥାଏ । ଆମେ ଏହା ଦ୍ଵାରା ଅନେକ କଷ୍ଟ ଦାୟକ ଜୀବନ ବଞ୍ଚିବାରୁ ମୁକ୍ତ ହୋଇ ଯାଇ ଥାଉ ।

ଆପଣ ଏହା ମଧ୍ୟ ଜାଣି ଥିବେ କି କିଛି ଜଣ ଛନ୍ତି ଯେଉଁ ମାନେ କି ନିଜ ଅଅଜନ ବଢାଇବା ପାଇଁ ବହୁତ ଚେଷ୍ଟା ଆକ୍ରାନ୍ତି । ଆପଣ ଭାବୁ ଥିବେ କି କମ ଓଜନ କରିବା ବେଳେ ଅଧିକାଂଶ ଲୋକ ଚାହୁଁ ଛନ୍ତି ତେବେ ଓଜନ ହରାଶ କଣ ପାଇଁ କରିବା ପାଇଁ ଲୋକମାନେ ଚାହୁଁ ଛନ୍ତି । ଆସନ୍ତୁ ଜାଣିବା ।

ଲୋକମାନେ ଏହା ଚାହୁଁ ଛନ୍ତି ଏହାର କାରଣ ହେଉଛି କି ଆମ ଶରୀର ର ଏକ ନିର୍ଧାରିତ ଓଜନ ରହିବା ଭଲ ହୋଇଥାଏ । ଯାହା ଦ୍ଵାରା ଆମ ଜିଅବନା ଏକ ସ୍ତୁଳିତ ହେବ । ଆପଣ ଯଦି ଓଜନ ବଢାଇବା ପାଇଆନ ଚାହୁଁ ଛନ୍ତି ତେବେ ଆପଣ ଦୁଇ ରୁ ତିନି ଅଧିକା କଦଳୀ କ୍ଷାନ୍ତୁ ।

ଗ୍ଳାସ କ୍ଷୀର ପିଆନ୍ତୁ । ଆପଣ ଏହା କୁ ଯଦି ଏହି ଭଳି ଖାଇ ପାରୁ ନାହାଁନ୍ତି ତେବେ ଆପଣ କ୍କିହହୀ ପାଚିଲା କଦଳୀ ନେଇକି ଏହାକୁ ଖିର ରେ ଚକୁଟି ନେବେ । ଏହା ପରେ ଏହାକୁ ସେକ ଭଳି ପି ପାରିବେ ।

କିନ୍ତୁ ଯେଉଁ ମାନେ ବିଲକୁଲ ଭି ଖିର ଦ୍ଵାରା ଏହାକୁ ଖାଇବା କୁ ଭଲ ପାଉ ନାହାନ୍ତି ତେବେ ଆପଣ କଦଳୀ କୁ ନେଇକି ଏହାକାଉ ଚକୁଟି ନିଅନ୍ତୁ ଓ ଏହା ଅପରେ ଆପଣ ଏହହା ମଧ୍ୟରେ ଏକ ଚାମଚ ଘିଅ ଏହା ମଧ୍ୟରେ ଦେଇକି ଆପଣ ଏହାକୁ ସେବନ କରନ୍ତୁ ।

 

ଆପଣ ଯେତେ ଅଧିକା କଦଳୀ ଖାଇବା ଚାହିଁବେ ଏହାକୁ ଖାଇଆ ପାରିବେ ମାତ୍ର ଆପଣ ଘୁଆ ଘିଅ ମାତ୍ର ଏକ ଚାମଚ ନେବେ । ଆପଣ ଏହା ପରେ ରାତିରେ କିଛି କ୍ଷୀର ପି ପାରିବେ । ଆପଣ ଏହାକୁ ରାତିରେ ଖାଇବା ଭଲ ହୋଇ ନଥାଏ ଆପଣ ଏହାକୁ ରାତିରେ ଖାଇବା ଯଦି ମନ କରୁଛନ୍ତି ।

କିଛି ଲୁଣ ପକାଇ କଦଳୀ କୁ ଖାଇବେ କାରଣ ହେଉଛି କି ଏହାକୁ ରାତିରେ ଖାଇବା ଦ୍ଵାରା ଆପଣଙ୍କୁ ଥଣ୍ଡା ହୋଇ ପାରେ । ଆପଣ ଏହାକାଉ ମାର ଏକ ମାସ ଖାଇଆକି ଏହା ଅପରେ ନିଜ ଓଜନ ମାପିବା ପାଇଁ ଯାଅନ୍ତୁ ଦେଖିବେ ଆପଣଙ୍କ ଦେହ ଖୁବ ଭଲ ହୋଇଯିବ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button