IBN ଓଡ଼ିଶା ବ୍ୟୁରୋ

ପରିସ୍ରା କରିବା ସମୟରେ କରନ୍ତୁ ନାହିଁ ଏହି ଭୁଲ, ନଚେତ ପରିଣାମ ଭୟଙ୍କର ହୋଇପାରେ

ପରିସ୍ରା କରିବା ଆଗରୁ ଆପଣ ଏହି ଭୁଲ କରନ୍ତୁ ନି ନହେଲେ ଆପଣ ବହୁତ ପସତେଇବେ । ଆପଣ ଜାଣି ଥିବେ କି ଆମେ ପରିସ୍ରା କରିବା ଗାଧୋଇବା ଲାଟିତ୍ନ ଯିବା ଏହା ସବୁ ଏକ ପ୍ରକାର ନିତ୍ୟକର୍ମ ଅଟେ । ଏହା ସହ ଆପଣ ଏହା ମଧ୍ୟ ଜାଣି ଥିବେ କି ଏହାକୁ ଆମେ ଅଜଦି ସାଧାରଣ ଭାବେ ଜାରି ରଖିବା ତାହା ଆମ କୁ ସୁସ୍ଥ କରିଥାଏ । କୁହାଯାଏ କି ଏହା ଦ୍ଵାରା ଆମର ଶରୀର ସୁସ୍ଥ ରହି ଥାଏ ।

କିଛି ଜଣ ଏହାକୁ କିଛି କାମ ପାଇଁ ଚାପିକି ରଖି ଦେଇ ଥାନ୍ତି ଯାହା ଦ୍ଵାରା ସେମାନଙ୍କୁ ଅନେକ ସମୟରେ ଅନେକ ଜାଗାରେ ଅନେକ ପ୍ରକାର କଷ୍ଟ ହୋଇଥାଏ । ଆପଣ ଏହାକୁ ଯଦି ଧ୍ୟାନର ସହ କରିବେ ତେବେ ଆପଣ ଏହାର ଧ୍ୟାନ ରଖିବେ କି ଆପଣ କଣ କରୁଛନ୍ତି ଓ ନିଜ ଶରୀର ପାଇଁ ଏହା ଠିକ ଅଟେ କି ନାଇ ।

ଆଜି କାଲିର ବ୍ୟସ୍ତ ଜୀବନରେ ଅନେକ ଜାଗାରେ ଏହି ଭଳି ଭୁଲ ହେବାରେ ଲାଗିଛି ଏହା ସହ ଅନେକ ଜାଗାରେ ଆମେ ଏହା ମଧ୍ୟ ଦେଖିବା ପାଇଁ ପାଉଛୁ କି ଏହା ପାଇଁ ବିଭିନ୍ନ ରୋଗ ମଧ୍ୟ ବାହାରୁଛି ତେବେ ଆସନ୍ତୁ ଜାଣିବା କି କେଉଁ ଭଳି ଭୁଲ ଆମେ ପରିସ୍ରା କରିବା ବେଲେ କରିବା କଥା ନୁହେଁ ।

 

ଆମେ ଯଦି ସକାଳୁ ଉଠିବ ଅମାତ୍ରେ ଏହାକୁ ବାହାର କରାଇ ଦେବା ତ ଆମ ପାଇଁ ଏହା ଭଲ ହୋଇ ଥାଏ । ଯାହା ଦ୍ଵାରା ଆମ ଶରୀର ରେ ଜର୍ମ ମରିଯାଇ ଥାଏ । ଯେଉଁ ମାନେ ପରିସ୍ରା କୁ ଚାପିକି ରଖି ଥାନ୍ତି ସେମାନଙ୍କ କିଡନୀ ଉପରେ ପ୍ରଭାବ ପକାଇ ଥାଏ । ଏହା ଅସହ ଆପଣଙ୍କ ବ୍ଳାଡର ମଧ୍ୟ କ୍ଷତି ପାଇ ଥାଏ । ଆପଣ ଯଦି ଚିପା ବସ୍ତ୍ର ପିନ୍ଧୁଥିବା ହେତୁ ଓ ନିଜକୁ ପରିସ୍ରା ଆସିବା ପରେ ମଧ୍ୟ ଆମେ ଯାଇ ନଥାଉ । ଆପଣ ଏହା କରିବା ଦ୍ଵାରା ଅନେକ ରୋଗ ଆପଣଙ୍କୁ ହେବାର ଆରମ୍ଭ ହୋଇ ଗଲାଣି ।

 

ଆପଣ ଯଦି ପରିସ୍ରା କରିବା ବେଳେ ହଳଦିଆ ପରିସ୍ରା ହେଉଛି ଓ ଏହା ମଧ୍ୟରୁ ଗନ୍ଧ ଆସୁଛି ତେବେ ଆପଣ ଜାଣି ନିଅନ୍ତୁ କି ଆପଣଙ୍କ ଦେହାରେ ପାଣିର ଅଭାବ ଅଛି । ଏହା ପାଇଁ ଆପଣ ସକାଳ ହେଉ ହେଉ ଖାଲି ପେଟରେ ଆଗ ପାଣି ପିବା ଦରକାର । ସାଧା ପାଣି । ଏହା ପରେ ଆପଣ କିଛି ଖାଇବା ଭଲ ହୋଇ ଥାଏ । ଆପଣ ଦିନକୁ 12 ରୁ ଅଧିକା ଗ୍ଳାସ ପାଣି ପୋବା ଦ୍ଵାରା ଆପଣଙ୍କ ରକ୍ତ ଚାଲି ହୋଇକି ସଫା ହୋଇକି ରହି ଥାଏ ନହେଲେ ଅନେକ ପ୍ରକାର ସ୍କିନ ରୋଗ ମଧ୍ୟ ବାହାରି ଥାଏ । ତେବେ ବନ୍ଧୁଗଣ ଏହି ପୋଷ୍ଟ ଟି ଗୋଟେ ସେୟାର କରନ୍ତୁ ଏବଂ ଆମ ସହିତ ଆଗକୁ ରହିବା ପାଇଁ ଆମ ପେଜ କୁ ଲାଇକ କରନ୍ତୁ ।

 

Related Articles

Leave a Reply

Your email address will not be published. Required fields are marked *

Back to top button