IBN ଓଡ଼ିଶା ବ୍ୟୁରୋ

କୋଲେଷ୍ଟ୍ରୋଲ କେମିତି ନିୟନ୍ତ୍ରଣ କରିବେ ?

କୋଲେଷ୍ଟର ଆମକୁ ବହୁତ କିଛି ଅସୁବିଧାରେ ପକାଇଆ ଥାଏ ଏହା ଆମେ ଆମ ନୀତିଦିନ ଜୀବନରେ ଦେଖିବା ପିଅନ ପାଉଛେ କି ଏହା ପାଇଁ ଅନେକ ପ୍ରକାର ରୋଗ ଆମ ଶରୀର ରେ ବାସ କରିବା ପାଇଁ ଲାଗୁଛନ୍ତି । ଏହା ଦ୍ଵାରା ଆମେ ଆୟୁଶ କମିବାର ଦେଖିବା ଅପଇଆନ ପାଉଛେ । ଆମର କୋଲେଷ୍ଟର ସାଧାରଣ ଭାବେ ଦୁଇ ପ୍ରକାର ଅଟେ ପ୍ରଥମ ହେଉଛି LDL ଏବଂ ଦ୍ଵିତୀୟ ହେଉଛି HDL । HDL ଭଲ କୋଲେଷ୍ଟର ଅଟେ ।

LDL ଆମ ଖରାପ କୋଲେଷ୍ଟର ଥାଏ । ଏହା ଆମ କୁ ବିଭିନ୍ନ ପ୍ରକାର ର ଜୀବ ଜନ୍ତୁଙ୍କ ପାଖରୁ ଆସିଥାଏ । ଏହା ଅମମକୁ ଗଛ ରୁ ମଧ୍ୟ ମିଳିଥାଏ ମାତ୍ର ଅଧିକା ଜୀବଙ୍କ ଠାରୁ ଏହା ଆମକୁ ମିଳି ଥାଏ । ଏବେ ଆସନ୍ତୁ ଜାଣିବା ଏହା କେଉଁ ଭାବେ ଆମ ଶରୀର ରେ ବଢେ ।

ସାଧାରଣ ଭାବେ ଏହା ଆମ ହରମୋନ କୁ କଣ୍ଟ୍ରୋଲ କରିଥାଏ ଯାହା ଦ୍ଵାରା ଆମେ ଏକ ଭଲ ଓ ସୁସ୍ଥ ଶରୀର ପାଇ ଥାଉ କାରଣ ହରମୋନ ମାନେ କମ କ୍ଷରଣ ହେବା ଦ୍ଵାରା ଆମ ଶରୀର ରେ ମଧ୍ୟ ବହୁତ ପ୍ରକାର ବିକଳାଙ୍ଗ ପରିବର୍ତ୍ତନ ଦେଖିବା ପାଇଁ ମିଳିଥାଏ । ଏହା ଆମ ର ତେଲ ଛଣା ଅଧିକା ଖାଇବା ଦ୍ଵାରା ଏହା ଆମ ଶରୀର ରେ ଦେଖା ଯାଇଥାଏ ।

 

ଏହାର ସବୁ ଠାରୁ ଭଲ ଜିନିଷ ହେଉଛି କି ଆମେ ଯଦି HDL କ୍କୁ ଶରୀର ରେ ବଢାଇ ପାରିବା ଏହା ଆମକୁ ବହୁତ ଭଲ ପରିଣାମ ଦେବ । ଏହାକୁ ଆମେ ସମୟ ଥିବା ଆଗରୁ ଜାଣି ଯିବା ଭଲ ହୋଇଥାଏ । କାରଣ ଏହା ଦ୍ଵାରା ସାଧାରଣ ଭାବେ ଡାଇବେଟିସ ରୋଗ ଆରମ୍ଭ ହୋଇ ଯାଇ ଥାଏ ।

ଏହାକୁ ନିୟନ୍ତ୍ରଣ କରିବା ପାଇଁ ଆମେ ସବୁ ଦିନ ସକାଳଉ କିଛି ଶାରୀରିକ ବ୍ୟାୟାମ କରିବା ଭଲ ହୋଇଥାଏ । ଏହା ଶହ ଆମେ କିଛି ପୁଷ୍ଟିକର ଖାଦ୍ଯ ଖାଇବା ଅଭଲ । ଆପଣଙ୍କ ପରିବାର ରେ ଯଦି କାହାକୁ LDL ଅଧିକା ହେବାର ସମସ୍ଯା ଅଛି ତାହା ଆପଣଙ୍କ ପାଖରେ ମଧ୍ୟ ଦେଖା ଯାଇ ପାରେ ।

ଏହା ମାନେ ନାହିଁ କି ଆପଣ ପତଳା ଅଛନ୍ତି ମାନେ ଆପଣଙ୍କ ପାଖରେ କୋଲେଷ୍ଟର ଲେବଲ କମ ଅଛି । ତେଣୁ ସମୟ ଥିବା ବେଳେ ଆପଣ ଏହାକୁ ଗ୍ରହଣ କରିନେବା ଭଲ । ଆଗକାଳରେ ଲୋକମାନେ ଅଧିକା ରୁ ଅଧିକା ପରିଶ୍ରମ କରିଥାନ୍ତି । ଆପଣ ତେଲ ଯାହା ଭି କ୍ଷାନ୍ତୁ କିନ୍ତୁ ଆପଣ ଏହାର ପରିମାଣ କମ କରିବା ଭଲ ।ଆପଣ ଶରୀର ରେ ଥିବା ଅଲିଭର ଏହାକୁ ସେନ୍ଥେସାଉଜ କରି ଥାଏ ।

Related Articles

Leave a Reply

Your email address will not be published. Required fields are marked *

Back to top button