ସ୍ୱାସ୍ଥ୍ୟ

ସକାଳୁ ଖାଲି ପେଟରେ ଗୁଡ଼ ଖାଇ ଗରମ ପାଣି ପିଇଲେ, ମୂଳରୁ ଶେଷ ହୋଇ ଯାଇ ଥାଏ ଏହି ତିନିଟି ରୋଗ

ଭାରତ ଏମିତି ଏକ ଦେଶ ଯେଉଁଠିକି ଲୋକେ ମିଠା ଖାଇବା ପାଇଁ ବହୁତ ଭଲ ପାଇ ଥାନ୍ତି । କିନ୍ତୁ କିଛି ଲୋକ ଏମିତି ବି ହୋଇ ଥାନ୍ତି ବଢୁ ଥିବା ହେଲଥ ପ୍ରବ୍ଲେମ ପାଇଁ ମିଠା ଖାଇବା ବନ୍ଦ କରି ଦେଇ ଥାନ୍ତି । ଆୟୁର୍ବେଦ ରେ କେବଳ ଅଲଗା ଅଲଗା ରୋଗର ଚିକିତ୍ସା ହେଇ ପାରୁଛି । ଆୟୁର୍ବେଦ ର ନିୟମ ଅନୁସାରେ ଆମକୁ ଏମିତି ବହୁତ ଚେର ମୁଳି ର ଔଷଧ ଆଉ ଏମିତି କିଛି ସାର ପଦାର୍ଥର ମିଶ୍ରଣରେ ତିଆରି ହେଉ ଥିବା ଚୂର୍ଣ୍ଣ କିମ୍ବା ଏମିତି କିଛି ପଦାର୍ଥ ଯାହାକୁକି ଖାଇବା ପାଇଁ ସମସ୍ତେ ପସନ୍ଦ କରି ଥାନ୍ତି । ଆଜି ଆମେ ଆପଣ ମାନଙ୍କୁ ଗୁଡ଼ ସମ୍ବନ୍ଧୀୟ ଏମିତି କିଛି ସୂଚନା ଦେବାକୁ ଚାହୁଁଛୁ ।

Image Courtesy: Google

୧:- ଶରୀରରେ ଯେଉଁ ଲୋକମାନଙ୍କର ରକ୍ତର ଅଭାବ ରହି ଥାଏ କିମ୍ବା ଆଇରନ ର ଅଭାବ ରହି ଥାଏ ତେବେ ଏହି ଗୁଡ଼ କୁ ସକାଳୁ ନିହାତି ଖାନ୍ତୁ ଆଉ ହାଲୁକା ଉଷୁମ ପାଣି ପିଅନ୍ତୁ । କାରଣ ଏହି ଗୁଡରେ ଆଇରନ ପ୍ରଚୁର ମାତ୍ରାରେ ମିଳି ଥାଏ । ଗୁଡ଼ ଶରୀରରେ ରକ୍ତକୁ ଶୀଘ୍ର ବଢ଼େଇ ଥାଏ ।

Image Courtesy: Google

୨:- ଯଦି ଆପଣ ପ୍ରତି ଦିନ ସକାଳୁ ଖାଲି ପେଟରେ ଗୁଡ଼ ଖାଇ ଗରମ ପାଣି ପିଅନ୍ତି ତାହେଲେ ପେଟରେ ଗ୍ୟାସ, ଏସିଡିଟି , ପେଟ ବଥା କବ୍ଜ ଇତ୍ୟାଦି ସମସ୍ୟା ମୂଳରୁ ଶେଷ ହୋଇ ଯାଇ ଥାଏ । ଏହା ସହିତ ଏହା ପେଟ ଠିକ ଭାବରେ ସଫା ହେବାରେ ସାହାଯ୍ୟ କରି ଥାଏ ।

Image

Related Articles

Leave a Reply

Your email address will not be published. Required fields are marked *

Back to top button