IBN ଓଡ଼ିଶା ବ୍ୟୁରୋ

କୋଟିପତି ହେବାର ସବୁଠୁ ସହଜ ଉପାୟ, ଧନ ଦୌଲତ ବରଷିବା କୁ ଲାଗିବ କରଜ ମୁକ୍ତ ହେବ ନିଜ ଘର ବନିବ |

ବନ୍ଧୁଗଣ ଆଜିର ଦୁନିଆରେ ଏମିତି କେହି ଜଣେ ବି ମଣିଷ ନଥିବେ ଯେ ଧନର ଆଶା ନ ରଖନ୍ତି | ସମସ୍ତେ ଏହି ଆଶା ରଖନ୍ତି ଯେ ତାଙ୍କ ପାଖରେ ଏତେ ଧନ ରହୁ ଯେ ସେ ନିଜର ସବୁ ଇଛା କୁ ପୁର୍ଣ କରିପାରନ୍ତୁ | ଯଦି ବେଶୀ ଦରକାର ନଥାଏ ତାହାଲେ. ମଧ୍ୟ ସେମାଙ୍କୁ ଏତିକି ଧନ ତ ଦରକାର ନିଶ୍ଚିତ ହୋଇଥାଏ ଯେ ସେଇଥିରେ ସେ ନିଜ ସହ ନିଜ ପରିବାକୁ ଭଲରେ ପୋଷି ପାରିବେ |

କିଛି ଲୋକ ଧନ ପାଇବା ପାଇଁ ଭଲ ରାସ୍ତା ବାଛନ୍ତି ଏବଂ ବହୁତ ବହୁତ କଠିନ ପରିଶ୍ରମ କରନ୍ତି ଏବଂ ସେହିଠାରେ ଆଉ କେତେକ ଲୋକ ନିଜ ସ୍ବପ୍ନ ପୁର୍ଣ କରିବା ପାଇଁ ଖରାପ ବାଟକୁ ବାଛିନିଅନ୍ତି | ସେହି ଭଳି ଅନେକ ଲୋକଙ୍କ ପାଖରେ ଧନ ବେଶୀ ଦିନ ପର୍ଯ୍ୟନ୍ତ ରୁହେ ନାହିଁ |ଏହି କଥା ଏପରି କୁହାଯାଇପାରେ ଯେ ସକାଳେ ତାଙ୍କ ପର୍ସ ପୁରା ପଇସାରେ ଭରା ଥାଏ ଆଉ ସାନ୍ଧ୍ୟରେ ତାଙ୍କ ପର୍ସ ପୁରା ଖାଲି ଥାଏ | ଏହି ଭଳି ପରିସ୍ଥିତିରେ ଅନେକ ଅଭିଯୋଗ ଆସେ ଯେ ତାଙ୍କ ପାଖକୁ ପଇସା ତ ଆସୁଛି ହେଲେ ବେଶୀ ସମୟ ଯାଏ ସେହି ଧନ ତାଙ୍କ ପାଖେ ତ୍ରିଷ୍ଟି ନାହିଁ |

ଏହି ପ୍ରକାରର ସମସ୍ୟା ଠାରୁ ବଞ୍ଚିବା ପାଇଁ ଆମେ ଆଜି ଆପଣଙ୍କ ପାଇଁ କିଛି ଏପରି ଉପାୟ ଆଣିଛୁ ଯାହା ପ୍ରୟୋଗ କରିବା ଦ୍ୱାରା ଆପଣଙ୍କର ଏହି ସମୟ ଦୂର ହେଇଯିବ | କୁହାଯାଏ ଯେ ମଣିଷଙ୍କ ଜୀବନ ମନଋ ପ୍ରଭାବିତ ହୋଇଥାଏ | ଆଉ ମନ ଚଂଚଳା ଅଟେ | ମନ ମୁଖ୍ୟତଃ ଶରୀରରେ ସତ ଚକ୍ର ଦ୍ୱାରା ପ୍ରଭାବିତ ହୋଇଥାଏ | ଦୁନିଆରେ ଏପରି 3ଟି ଜିନିଷ ଅଛି ଯାହା ମନ ଉପରେ ସିଧା ପ୍ରଭାବ ପକାଇଥାଏ | ରଙ୍ଗ, ସୁଗନ୍ଧ, ଏବଂ ମନ୍ତ୍ର |

 

ସୁଗନ୍ଧ ପାଇବା ପାଇଁ ଅତର ପ୍ରାୟତଃ ସମସ୍ତ ଘରେ ବ୍ୟବହାର କରାଯାଇଥାଏ | ଅତରରେ ବାସ୍ନା ମଣିଷରେ ବିଚାର ଶକ୍ତି ଉପରେ ପ୍ରଭାବ ପକାଇଥାଏ | ସକାରାତ୍ମକ ଭାବନା ଆଣିଥାଏ | ପ୍ରାଚୀନ କାଳଋ ହିଁ ଏହାର ମହତ୍ୱ ରହିଛି ଏବଂ ଏହାକୁ ଶୁଭ କାମରେ ମଧ୍ୟ ସ୍ଥାନ ଦିଆଯାଉଛି | ଆମେ ଆଜି ଆପଣଙ୍କୁ ଏକ ଉପାୟ ବତେଇବୁ ଯାହାକୁ କରିବା ଆପଣଙ୍କ ପାଇଁ ଅତ୍ୟନ୍ତ ଶୁଭ ରହିବ | ଏହି ଉପାୟକୁ ଆପଣଙ୍କୁ ନିଜ ନାଭି ଉପରେ କରିବାକୁ ହେବ |

ଆପଣ ସମସ୍ତେ ତ ଭାବୁଥିବେ ଏହି ଉପାୟ ପାଇଁ ନାଭି ହିଁ କାହିଁକି ତେବେ ଆପଣ ସମସ୍ତେ ତ ଜାଣିଥିବେ ଯେ ଯେତେବେଳେ ପିଲା ମାରେ ଗର୍ଭରେ ଥାଏ ଏଁ ମା ଯାହା ବି ଖାଏ ସେସବୁ ସେ ଗ୍ରହଣ କରେ ଏବେ ସେ ଖାଦ୍ୟ ପିଲାକୁ ତା ମାର ନାଭିନଳ ଋ ହିଁ ମିଳିଥାଏ | କୁହାଯାଏ ମୃତ୍ୟୁ ପରେ ମଧ୍ୟ 6ମିନଟ ପର୍ଯ୍ୟନ୍ତ ନାଭିରେ ଜୀବନ ଥାଏ ସେଇଥିପାଇଁ ଜନ୍ମ ହେବା ଆଗରୁ ଏବଂ ମୃତ୍ୟୁ ପରେ ମଧ୍ୟ ନାଭିରେ ଜୀବନ ଥାଏ ଏବଂ ନାଭିରେ ଅତର ଲଗାଇ ଆମେ ଅନେକ ଶୁଭ କାମ କରିପାରିବା |

 

Related Articles

Leave a Reply

Your email address will not be published. Required fields are marked *

Back to top button