IBN ଓଡ଼ିଶା ବ୍ୟୁରୋ

ମହିଳାଙ୍କର ଏହି 1 ଜିନିଷ କେବେ ବି ଦେଖନ୍ତୁ ନାହିଁ, ନ ହେଲେ ଜୀବନ ସାରା ଭିକ ମାଗିବେ-

ହିନ୍ଦୁ ଧର୍ମ ରେ ଚାଣକ୍ୟ ଙ୍କ ନୀତି ଙ୍କୁ ସର୍ବଦା ଗୁରୁତ୍ଵ ଦିଆଯାଇଛି । ଏସବୁ ନୀତି କୁ ଅବଲମ୍ବନ କଲେ ଆମେ ଜୀବନରେ ଖୁସି ଓ ସଫଳତା ହାସଲ କରିଥାଉ। ଏସବୁ ନୀତି ମାନବ ଜାତି ର ମଙ୍ଗଳ ପାଇଁ ଲେଖାଯାଇଛି । ଚାଣକ୍ୟ ଙ୍କ ନୀତି କୁ ପୁରାତନ ଏବଂ ବର୍ତ୍ତମାନ ଯୁଗରୁ ଗୁରୁତ୍ଵ ଦିଆଯାଇଛି । ସେ ଜଣେ ମହାନ ପଣ୍ଡିତ ଥିଲେ। ଚାଣକ୍ୟ ରାଜନୀତି ଓ ନୈତିକ ଜୀବନ କୁ ନେଇ ଅନେକ ଗୁରୁତ୍ୱପୂର୍ଣ୍ଣ ତଥ୍ୟ ଦେଇଛନ୍ତି। ଚାଣକ୍ୟ ଙ୍କ ନୀତି ଅନୁଯାୟୀ ନାରୀ ମାନଙ୍କ ର କିଛି ଜିନିଷ ରହିଛି ଯାହାକୁ ପୁରୁଷ ଦେଖିବା ମାତ୍ରେ ବର୍ବାଦ୍ ହୋଇଯାଏ । ଏହାକୁ ଦେଖିଲେ ଆପଣଙ୍କ ମୃତ୍ୟୁ ମଧ୍ୟ ହୋଇପାରେ । ଆସନ୍ତୁ ଜାଣିବା ସେ ସମ୍ପର୍କ ରେ ।

ଯେତେବଳେ ଜଣେ ମାଆ ତା ସନ୍ତାନକୁ କ୍ଷୀର ପିଆଉ ଥିବା ବେଳେ କୌଣସି ପୁରୁଷ ଏହାକୁ ଦେଖି ମନରେ ଖରାପ ଭାବନା ଜାଗ୍ରତ କରେ, ସେହି ପୁରୁଷ ମାନଙ୍କୁ ମହପାପି କୁହାଯାଏ। ଚାଣକ୍ୟ କହିଛନ୍ତି କି ନାରୀ ମାନଙ୍କୁ ଦେଖି ମନରେ ଖରାପ ଭାବନା ରଖୁଥିବା ପୁରୁଷ କେବେ ବି ସଫଳତା ହାସଲ କରେ ନାହିଁ । ଶାସ୍ତ୍ର ଅନୁଯାୟୀ ଏହିପରି ବ୍ୟକ୍ତି ମାନଙ୍କୁ ଦଣ୍ଡ ମିଳିଥାଏ । ସେମାନେ କେବେ ବି ଖୁସିରେ ରହିପାରନ୍ତି ନାହିଁ ।

କୌଣସି ବ୍ୟକ୍ତି ଜଣେ ନାରୀ ସ୍ନାନ କରୁଥିବା ସମୟରେ ଲୁଚି ଏହାକୁ ଦେଖିବା ଅନୁଚିତ୍ । ଏହାକୁ ବହୁତ ବଡ ପାପ କୁହାଯାଏ । ଚାଣକ୍ୟ ଙ୍କ ନୀତି ଅନୁଯାୟୀ ଏହିପରି କରିବା ସମ୍ପୂର୍ଣ୍ଣ ଭୁଲ ହୋଇଥାଏ । କେବେ ବି ଜଣେ ନାରୀ ସ୍ନାନ କରୁଥିବା ସମୟରେ ଲୁଚି କି ତାଙ୍କୁ ଦେଖନ୍ତୁ ନାହିଁ । ନଚେତ୍ ଆପଣ ନିଜ ମୃତ୍ୟୁ ର କାରଣ ହେବେ ।

ଚାଣକ୍ୟ ଙ୍କ ନୀତି ଅନୁଯାୟୀ ଅନ୍ୟ ସ୍ତ୍ରୀ ମାନଙ୍କର ସ୍ତନ କୁ ଦେଖିବା ଅନୁଚିତ୍ । କାରଣ ଏହି ସ୍ତନରୁ ସେମାନଙ୍କ ଭରଣ ପୋଷଣ ହୋଇଥାଏ । ଏହାକୁ ଘୋର ପାପ ବୋଲି କୁହାଯାଇଛି । ଶାସ୍ତ୍ର ଅନୁଯାୟୀ ଏଭଳି ପାପ କରୁଥିବା ବ୍ୟକ୍ତି ପୁନର୍ବାର ମନୁଷ୍ୟ ଜନ୍ମ ପାଏ ନାହିଁ । ନାରୀ ମାନଙ୍କର ଏପରି ଏକ ଅଙ୍ଗ ଅଛି ଯାହାକୁ ଛୁଇଁଲେ ଦେବୀ ମାନେ ମଧ୍ୟ କ୍ରୋଧିତ ହୋଇଥାନ୍ତି ।

ନାରୀ ମାନଙ୍କୁ ମା ଲକ୍ଷ୍ମୀ ଙ୍କ ସହ ତୁଳନା କରାଯାଏ । ଯେଉଁ ଘରେ ନାରୀଙ୍କ ସମ୍ମାନ କରାଯାଏ ନାହିଁ ସେ ଘରେ ଲକ୍ଷ୍ମୀ ରୁହନ୍ତି ନାହିଁ ବୋଲି କୁହନ୍ତି । ସେହି ଘରେ ଧନ ର ବୃଦ୍ଧି ହୋଇ ନଥାଏ । ଆଉ ଯେଉଁ ଘରେ ନାରୀ ମାନଙ୍କୁ ସମ୍ମାନ ଦିଆ ଯାଏନାହିଁ ସେହି ଘରେ କୌଣସି ଦେବା ଦେବୀ ରୁହନ୍ତି ନାହିଁ । ନାରୀ ମାନଙ୍କ ଇଜତ୍ କଲେ ମା ଲକ୍ଷ୍ମୀ ପ୍ରସନ୍ନ ହୁଅନ୍ତି ଓ ଧନ ର ଅଭାବ ଦେଖାଯାଏ ନାହିଁ।

 

ଶାସ୍ତ୍ର ରେ କୁହାଯାଇଛି କି ନାରୀମାନଙ୍କ ଶରୀର ର ଏପରି ଏକ ଅଙ୍ଗ ରହିଛି ଯାହା କୁ ସ୍ପର୍ଶ କଲେ ମହାପାପ ହେବା ସହ ସେହି ପବିତ୍ର ଅଙ୍ଗ କୁ ଛୁଇଁଲେ ପୁରୁଷ କୁ ବହୁତ ବଡ଼ ଅସୁବିଧା ର ସମ୍ମୁଖୀନ ହେବାକୁ ପଡିଥାଏ । ହିନ୍ଦୁ ଶାସ୍ତ୍ର ଅନୁଯାୟୀ ମା ପାର୍ବତୀଙ୍କ ନାଭିରେ ସମସ୍ତ ଶକ୍ତି ଥାଏ । ନାରୀ ମାନଙ୍କୁ ଦେବୀଙ୍କ ସହ ସମାନ ମନାଯାଏ ।

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button