IBN ଓଡ଼ିଶା ବ୍ୟୁରୋ

ଉଷୁମ ପାଣି ପିଇବାର ଫାଇଦା ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହେବେ-

ବନ୍ଧୁଗଣ ଏହି ଦୁନିଆର ସମସ୍ତ ଲୋକ ଏକ ଉତ୍ତମ ସୁସ୍ଥ ଓ ନିରୋଗ ଜୀବନ ଅତିବାହିତ କରିବା ପାଇଁ ଇଛା କରିଥାନ୍ତି । ସୁସ୍ଥ ରହିବା ପାଇଁ ପ୍ରତ୍ୟାକ ଦିନ ଆମ ଶରୀରକୁ ୩ ରୁ ୪ ଲିଟର ପାଣିର ଆବଶ୍ୟକତା ରହିଥାଏ । କାରଣ ଆମ ଶରୀର ୭୦ ପ୍ରତିଷେଧ ପାଣିରୁ ତିଆରି ହୋଇଥାଏ । ବନ୍ଧୁଗଣ ଏହି ଦୁନିଆର ପ୍ରାୟ ଅଧିକାଂଶ ଲୋକ ଥଣ୍ଡା ପାଣି ପିଇବା ପାଇଁ ଇଛା କରିଥାନ୍ତି । କାରଣ ଏହା ଆମର ଶୋଷକୁ ମେଣ୍ଟାଇ ଥାଏ । କିନ୍ତୁ ବନ୍ଧୁଗଣ ଶରୀରକୁ ସୁସ୍ଥ ରଖିବା ପାଇଁ ଥଣ୍ଡା ପାଣି ଅପେକ୍ଷା ଉଷୁମ ପାଣି ଅଧିକ ଲାଭଦାୟକ ହୋଇଥାଏ ।

ବନ୍ଧୁଗଣ ଆପଣ ଯଦି କେବଳ ସକାଳ ସମୟରେ ଖାଲି ପେଟରେ ଓ ଦିନର ଯେକୌଣସି ସମୟରେ କେବଳ ୨ ଥର ଉଷୁମ ପାଣିର ସେବନ କରିବେ ତା ହେଲେ ଆପଣ ନିଜ ଶରୀରକୁ ବିଭିନ୍ନ ରୋଗରୁ ମୁକ୍ତ କରିପାରିବେ । ବନ୍ଧୁଗଣ ଆଜିଆମେ ଆପଣ ମାନଙ୍କୁ ଉଷୁମ ପାଣି ପିଇବାର ଉପକାରିତା ବିଷୟରେ କହିବାକୁ ଯାଉଛୁ, ତା ହେଲେ ବନ୍ଧୁଗଣ ଆସନ୍ତୁ ଜାଣିବା ଏହା ବିଷୟରେ ।

୧. ବନ୍ଧୁଗଣ ଉଷୁମ ପାଣି ଶରୀରର ପାଚନ ଶକ୍ତିକୁ ବଢାଇ ଥାଏ । ବନ୍ଧୁଗଣ ଉଷୁମ ପାଣି ପିଇବା ଦ୍ଵାରା ଆମ ପେଟ ଜନିତ ବିଭିନ୍ନ ସମସ୍ଯା ଦୂର ହୋଇଥାଏ । ଏହା ଆମ ଖାଦ୍ୟକୁ ବହୁତ ସହଜରେ ହଜମ କରାଇ ଥାଏ । ହେଲେ ବନ୍ଧୁଗଣ ଆମେ ଯେତେବେଳେ ଥଣ୍ଡା ପାଣିର ସେବନ କରିଥାଉ ଏହା ପେଟ ମଧ୍ୟରେ ଥିବା ଖାଦ୍ୟକୁ କଠିନ କରିଦେଇଥାଏ । ଯାହାଦ୍ୱାରା ଶରୀରରେ ଚର୍ବି ଜମାଟ ବାନ୍ଧି ଦେଇଥାଏ ଏବଂ ହଜମ ପ୍ରକ୍ରିୟାରେ ମଧ୍ୟ ସମସ୍ଯା ଆସିଥାଏ । ତେଣୁ ବନ୍ଧୁଗଣ ଆପଣ ପ୍ରତିଦିନ ଦୁଇ ଗ୍ଳାସ ଗରମ ପାଣିର ସେବନ ନିଶ୍ଚୟ କରନ୍ତୁ ।

୨. ବନ୍ଧୁଗଣ ଉଷୁମ ପାଣି କୋଷ୍ଟ କାଠିନ୍ଯକୁ ଦୂର କରିଥାଏ । ଯଦି ଆପଣ କୋଷ୍ଟ କାଠିନ୍ଯର ସମସ୍ଯାର ସମ୍ମୁଖୀନ ହେଉଛନ୍ତି ତା ହେଲେ ଆପଣ ପ୍ରତିଦିନ ସକାଳ ସମୟରେ ଖାଲି ପେଟରେ ଉଷୁମ ପାଣିର ସେବନ ନିଶ୍ଚୟ କରନ୍ତୁ ।

 

ମୁଖ୍ୟତ କୋଷ୍ଟ କାଠିନ୍ଯର ସମସ୍ଯା ଶରୀରରେ ପାଣିର ଅଭାବ ଯୋଗୁ ହୋଇଥାଏ । ତେଣୁ ବନ୍ଧୁଗଣ ଖାଲି ପେଟରେ ଉଷୁମ ପାଣିର ସେବନ କରିଲେ ହଜମ ପ୍ରକ୍ରିୟା ବହୁତ ଭଲ ଭାବରେ ହୋଇଯାଇଥାଏ । ତେଣୁ ବନ୍ଧୁଗଣ ଆପଣ ପ୍ରତିଦିନ ସକାଳ ସମୟରେ ଖାଲି ପେଟରେ ଏକ ଗ୍ଳାସ ଉଷୁମ ପାଣିର ସେବନ ନିଶ୍ଚୟ କରନ୍ତୁ ।

 

୩. ବନ୍ଧୁଗଣ ଉଷୁମ ଥଣ୍ଡା, ଜ୍ଵର ଓ କାସ ଆଦିକୁ ମଧ୍ୟ ଦୂର କରିଥାଏ । ଥଣ୍ଡା ଜ୍ଵର ଓ କାସ ଆଦି ଫ୍ଲୁ ଇନଫେକସନ ପାଇଁ ହୋଇଥାଏ । ହେଲେ ଉଷୁମ ପାଣିର ସେବନ କରିଲେ ଏହି ସବୁ ଇନଫେକସନର ଭୟ ନଥାଏ । ଏହା ବ୍ଯତୀତ ଉଷୁମ ପାଣିର ସେବନ କରିବା ଦ୍ଵାରା କଫ ତରଳି ଯାଇଥାଏ, ଯାହା ଫଳରେ ଆପଣଙ୍କ କାଶ ଜନିତ ସମସ୍ଯା ମଧ୍ୟ ଦୂର ହୋଇଥାଏ । ତେଣୁ ବନ୍ଧୁଗଣ ଆପଣ ମାନେ ନିଶ୍ଚୟ ଉଷୁମ ପାଣିର ସେବନ କରନ୍ତୁ ଓ ଅନ୍ୟ ମାନଙ୍କୁ ଏହାର ପରାମର୍ଶ ନିଶ୍ଚୟ ଦିଅନ୍ତୁ ।

Related Articles

Leave a Reply

Your email address will not be published. Required fields are marked *

Back to top button