IBN ଓଡ଼ିଶା ବ୍ୟୁରୋ

ରାତିରେ ଶୋଇବା ସମୟରେ ସ୍ତ୍ରୀ ମାନେ ନିଶ୍ଚୟ ଛୁଅନ୍ତୁ ସ୍ଵାମୀଙ୍କର ଏହି ଅଙ୍ଗ, ଘରେ ହେବ ଧନର ବର୍ଷା

ବନ୍ଧୁଗଣ ଚାଣକ୍ୟ ନୀତି ଅନୁସାରେ କୌଣସି ବ୍ୟକ୍ତିର କିଛି ଖାସ ଅଙ୍ଗକୁ ନଜରରେ ରଖି ସେହି ମଣିଷ ବିଷୟରେ ବହୁତ କିଛି ଜାଣି ହୋଇଥାଏ । ବନ୍ଧୁଗଣ ଆମ ହିନ୍ଦୁଶାସ୍ତ୍ର ଅନୁସାରେ ସ୍ତ୍ରୀ ମାନଙ୍କୁ ଲକ୍ଷ୍ମୀଙ୍କର ସ୍ୱରୂପ ମାନା ଯାଇଥାଏ । କାରଣ ଜଣେ ସ୍ତ୍ରୀ ଘରକୁ ସ୍ଵର୍ଗ କରିଥାଏ । ବନ୍ଧୁଗଣ ଏହି ଦୁନିଆର ପୁରୁଷ ଏପରି ଏକ ଝିଅ ସହ ବିବାହ କରିବାକୁ ଇଛା କରନ୍ତି ଯିଏ ନିଜ ସ୍ଵାମୀ ଓ ପରିବାର ପାଇଁ ଭାଗ୍ୟଶାଳୀ ହୋଇଥିବ । ବନ୍ଧୁଗଣ ଆଜିଆମେ ଅପାନ ମାନଙ୍କୁ ସ୍ତ୍ରୀ ମାନଙ୍କର ଅଙ୍ଗକୁ ନେଇ ଏପରି କିଛି ଶୁଭ ସଙ୍କେତ ବିଷୟରେ କହିବୁ, ଯାହାଦ୍ୱାରା ଆପଣ ମାନେ ଜାଣିପାରିବେ ସେହି ଝିଅଟି କେତେ ଭାଗ୍ୟଶାଳୀ । ତା ହେଲେ ଆସନ୍ତୁ ଜାଣିବା ଏହା ବିଷୟରେ ।

୧. ବନ୍ଧୁଗଣ ଚାଣକ୍ୟ ନୀତି ଅନୁସାରେ ଯେଉଁ ସ୍ତ୍ରୀର ପାଦ ଚିକଣ, ନଖ ନିର୍ମଳ ଓ ଉପର ପାଦ ସୁନ୍ଦର ନଜର ଆସିଥାଏ ସେହି ସ୍ତ୍ରୀ ମାନେ ନିଜ ସ୍ଵାମୀ ମାନଙ୍କ ପାଇଁ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି । ଏହି ସ୍ତ୍ରୀ ମାନେ ସବୁବେଳେ ନିଜ ସ୍ଵାମୀ ଓ ପରିବାର ଲୋକଙ୍କୁ ଖୁସିରେ ରଖିଥାନ୍ତି ।


୨. ଯେଉଁ ସ୍ତ୍ରୀ ମାନଙ୍କ ପାଦରେ କେବେହେଲେ ଝାଳ ବାହାରି ନଥାଏ ଓ ସେମାନଙ୍କ ପାଦ ନିର୍ମଳ ହୋଇଥାଏ ସେହି ସ୍ତ୍ରୀ ନିଜ ସ୍ଵାମୀ ଜୀବନରେ ଶୋଭାଗ୍ୟ ନେଇ ଆସିଥାଏ । ଏହି ସ୍ତ୍ରୀ ମାନେ ନିଜ ସ୍ଵାମୀ ଓ ପରିବାର ଲୋକଙ୍କ ପାଇଁ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି । ଏମାନେ ସମସ୍ତ ପରିସ୍ଥିତିରେ ନିଜ ସ୍ଵାମୀର ସହାୟତା କରିଥାନ୍ତି ।

୩. ଯେଉଁ ସ୍ତ୍ରୀ ମାନଙ୍କର ଦାନ୍ତ ସମାନ ହୋଇଥାଏ ଓ ସେମାନଙ୍କ ସ୍ଵର ମଧୁର ହୋଇଥାଏ ସେହି ସ୍ତ୍ରୀ ମାନେ ନିଜ ସ୍ଵାମୀ ମାନଙ୍କ ପାଇଁ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି । ଏମାନେ ନିଜ ସ୍ଵାମୀ ମାନଙ୍କୁ ବହୁତ ଖୁସିରେ ରଖିଥାନ୍ତି ଓ ପରିବାରର ବହୁତ ଯତ୍ନ ନେଇଥାନ୍ତି ।


୪. ଯେଉଁ ସ୍ତ୍ରୀ ମାନଙ୍କର କେସ ମୋଡି ମୋଡି ବା କୁଞ୍ଚ କୁଞ୍ଚ ହୋଇଥାଏ ଓ ସେମାନଙ୍କର କେସ ଯଦି ଚମକୁ ଥାଏ ତାହାଲେ ସେହି ପତ୍ନୀ ମାନେ ନିଜ ସ୍ଵାମୀ ଓ ପରିବାର ଲୋକଙ୍କ ପାଇଁ ବହୁତ ଭାଗ୍ୟଶାଳୀ ହୋଇଥାନ୍ତି । ଏହି ସ୍ତ୍ରୀ ମାନେ ବହୁତ ଦୟାଳୁ ହୋଇଥାନ୍ତି । ଏମାନେ ସମସ୍ତଙ୍କ ସହ ମଧୁରତାର ସହ କଥା ବାରତା କରିଥାନ୍ତି । ଏହା ସହିତ ସମସ୍ତଙ୍କ ମନକୁ ଜିତି ଥାନ୍ତି ।

Related Articles

Leave a Reply

Your email address will not be published. Required fields are marked *

Back to top button