IBN ଓଡ଼ିଶା ବ୍ୟୁରୋ

ଏହି 2 ଟି ନାମର ଝିଅ ଙ୍କୁ ପ୍ରେମରେ ସବୁବେଳେ ମିଳିଥାଏ ଧୋକା-

ନମସ୍କାର ବନ୍ଧୁଗଣ,ବନ୍ଧୁଗଣ ଆପଣ ମାନେ ତ ଜାଣିଥିବେ ପ୍ରେମ ଏକ ଏପରି ସମ୍ପର୍କ ଯାହା କେଉଁଠି, କାହାକୁ,କେତେବେଳେ ହୋଇଥାଏ ଜଣା ପଡି ନ ଥାଏ।ଏହା ଏକ ଏମିତି ମିଳନ ହୋଇଥାଏ ଯାହା କୌଣସି ଜାତି ଧର୍ମ ବର୍ଣ୍ଣ କିଛି ଦେଖି ନ ଥାଏ ବାସ କେବଳ ଏକ ସ୍ୱଚ୍ଛ ହୃଦୟ ଦେଖିଥାଏ।ବନ୍ଧୁଗଣ ପ୍ରେମ ରେ ଅନେକ ସମୟ କିଛି ଲୋକ ସଫଳ ହୋଇ ବିବାହ କରିଥାନ୍ତି ଏବଂ ଅନ୍ୟ କିଛି ଲୋକ ପ୍ରେମ ରେ ସଫଳତା ପାଇ ନ ପାରି ଦୁଃଖ ରେ ଭାଙ୍ଗି ପଡିଥାଏ।ଜୀବନ ରେ ସବୁବେଳେ ସୁଖ ଶାନ୍ତି ରେ ରହିବା ସମ୍ଭବ ହୋଇ ନ ଥାଏ।କେବେ ସୁଖ ଆସି ଥାଏ ତ କେବେ ଦୁଖଃ ଆସିଥାଏ।

ବହୁତ ଦୁଃଖ ସେତେବେଳେ ହୋଇଥାଏ ଯେତେ ବେଳେ ଆପଣ କୌଣସି ବ୍ୟକ୍ତି କୁ ବହୁତ ଭଲ ପାଉଥାନ୍ତି କିନ୍ତୁ ସେ ଆପଣଂକୁ ଛାଡିକରି ବହୁତ ଦୂର କୁ ଚାଲିଯାଇଥାଏ।ସେତେବେଳେ ବହୁତ ଦୁଃଖ ହୋଇଥାଏ।ବେଳେବେଳେ ଅନେକ ଲୋକ ଆତ୍ମହତ୍ୟା ମଧ୍ୟ କରିଥାନ୍ତି।ଏହା ଝିଅ ପିଲାଙ୍କ କ୍ଷେତ୍ର ରେ ଅଧିକ ଦେଖିବାକୁ ମିଳିଥାଏ।କିନ୍ତୁ ଆପଣ ହୁଏ ତ ଜାଣି ନ ଥିବେ ଜ୍ୟୋତିଷ ଶାସ୍ତ୍ର ଅନୁସାରେ ମନୁଷ୍ୟ ର ସୁଖ ଦୁଃଖ ସବୁ ନିଜ ଭାଗ୍ୟ ଉପରେ ନିର୍ଭର କରିଥାଏ।କିନ୍ତୁ ନିଜର ଭାଗ୍ୟ ଆପଣଙ୍କ ନାମ ଉପରେ ନିର୍ଭର କରିଥାଏ।

ଆପଣଙ୍କ ନାମ ର ପ୍ରଥମ ଅକ୍ଷର ରୁ ହିଁ ଆପଣ ଜାଣିପାରିବେ ଆପଣଂକୁ ଭବିଷ୍ୟତ ରେ ଧୋକା ମିଳିବ କି ନାହିଁ । ତେବେ ବନ୍ଧୁଗଣ ଆଜି ଆମେ ଆପଣଂକୁ ସେହି ବିଷୟରେ ଅନେକ କିଛି କହିବାକୁ ଯାଉଛୁ।ତେବେ ଆସନ୍ତୁ ଜାଣି ନେବା କେଉଁ ଅକ୍ଷର ର ନାମ ର ଝିଅ ଙ୍କୁ ଧୋକା ମିଳିଥାଏ।

P ନାମ ର ଝିଅ-ଏହି ନାମ ର ଝିଅ ମାନେ ସ୍ୱଭାବରେ ବହୁତ ଭଲ ହୋଇଥାନ୍ତି।ଏମାନେ ବହୁତ ଶାନ୍ତ,ଭଦ୍ର ଓ ନମ୍ର ହୋଇଥାନ୍ତି।ଏହି ଝିଅ ମାନେ କେବେ କ୍ରୋଧ କରି ନ ଥାନ୍ତି।ଏମାନେ ସବୁବେଳେ ଅନ୍ୟର ଉପକାର ବିଷୟରେ ଚିନ୍ତା କରିଥାନ୍ତି।ସାହାଯ୍ୟ କରିବା ପାଇଁ ସବୁବେଳେ ଆଗକୁ ଆସିଥାନ୍ତି ଏହି ନାମ ର ଝିଅ ମାନେ।ଯଦି ଏମାନଙ୍କ ପ୍ରେମ ଜୀବନ ବିଷୟରେ ଆଲୋଚନା କରିବା ତେବେ ବନ୍ଧୁଗଣ ଏମାନେ ପ୍ରେମ ରେ କେବେ କାହାକୁ ଧୋକା ଦେଇ ନ ଥାନ୍ତି କିନ୍ତୁ ଏମାନଙ୍କୁ ଅନେକ ସମୟ ରେ ଧୋକା ମିଳିଥାଏ।

 

ଏହି ଝିଅ ମାନେ ଯାହାକୁ ବି ଭଲ ପାଇଥାନ୍ତି ସେମାନଙ୍କ ସହିତ ପୁରା ଜୀବନ ବିତେଇବା ପାଇଁ ସ୍ବପ୍ନ ଦେଖିଥାନ୍ତି।ଏମାନେ ଯାହାକୁ ପ୍ରେମ କରିଥାନ୍ତି ତା ପାଇଁ ସବୁକିଛି କରିବାକୁ ପ୍ରସ୍ତୁତ ଥାଆନ୍ତି।କିନ୍ତୁ ଯଦି ଏମାନଙ୍କୁ ଧୋକା ମିଳେ ସେମାନେ ନିଜ ମନରୁ ବହୁତ ଭାଙ୍ଗି ପଡ଼ିଥାନ୍ତି।ପ୍ରେମ ଉପରୁ ତାଙ୍କର ବିଶ୍ୱାସ ଉଠିଯାଇଥାଏ।ଏମାନେ ଜୀବନ ସାରା ନିଜ ଭିତରେ ଭିତରେ ବହୁତ କାନ୍ଦିଥାନ୍ତି।କିନ୍ତୁ ଉପରେ ବହୁତ ଖୁସି ରହିବା ଭଳି ଦେଖେଇଥାନ୍ତି।

 

K ନାମ ର ଝିଅ-ଏହି ଅକ୍ଷର ରେ ଯାହାର ନାମ ଆରମ୍ଭ ହୋଇଥାଏ ସେମାନେ ବହୁତ ସୁନ୍ଦର ହୋଇଥାନ୍ତି।ଏହି ନାମ ର ଝିଅ ମାନେ ସ୍ଵଭାଵ ରେ ବହୁତ ଶାନ୍ତ,ସରଳ,ସୁଶୀଳ ହୋଇଥାନ୍ତି।ଏମାନେ ନିଜର ଏହି ପରି ସ୍ଵଭାଵ କାରଣ ରୁ ଅତି ସହଜ ରେ କାହାର ବି ହୃଦୟ ରେ ଘର କରି ନେଇଥାନ୍ତି।ଏମାନେ ଯାହାକୁ ବି ଭଲ ପାଇଥାନ୍ତି ତା ସହିତ ଜୀବନ ବିତାଇବା ପାଇଁ ସ୍ବପ୍ନ ଦେଖିଥାନ୍ତି।

 

Related Articles

Leave a Reply

Your email address will not be published. Required fields are marked *

Back to top button