IBN ଓଡ଼ିଶା ବ୍ୟୁରୋ

ପ୍ରେମରେ କେବେ ବି ଧୋକା ଦିଅନ୍ତି ନାହିଁ ଏହି 4 ଟି ନାମର ଝିଅ-

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣଂକୁ କହିବୁ ଏଭଳି ୪ଟି ନାମ ଥିବା ଝିଅ ଙ୍କ ସମ୍ବନ୍ଧରେ ଯିଏ ନିଜର ଜୀବନ ସାଥି କୁ କେବେବି ଭଲ ପାଇବାରେ ଧୋକା ଦିଅନ୍ତି ନାହିଁ । ବନ୍ଧୁଗଣ ଭଲ ପାଇବାରେ ସର୍ବ ପ୍ରଥମେ ଯେଉଁ ଜିନିଷ ର ଆବଶ୍ୟକତା ରହିଛି ତାହା ହେଉଛି ବିଶ୍ୱାସ। ବିଶ୍ୱାସ ବଳରେ ହିଁ ଭଲ ପାଇବା ର ବନ୍ଧନ ଅତୁଟ ହୋଇଥାଏ। ପ୍ରତ୍ୟେକ ବ୍ୟକ୍ତି ନିଜ ଜୀବନ ରେ ଏଭଳି ଏକ ଜୀବନ ସାଥୀର କାମନା କରିଥାଏ ଯିଏ କେବଳ ତାଙ୍କୁ ହିଁ ଭଲ ପାଉ ଏବଂ ଯେ କୌଣସି ପରିସ୍ଥିତି ଆସିଲେ ମଧ୍ୟ ତାଙ୍କ ସାଥ ଦେଉ ଏବଂ ଜୀବନ ର ସବୁ କ୍ଷେତ୍ରରେ ତାଙ୍କ ସହ ଏକାଠି ରହୁ।

ତେବେ ବନ୍ଧୁଗଣ ଆଜି ଆମେ ଆପଣଂକୁ ଏଭଳି ୪ ଟି ନାମ ଥିବା ଝିଅ ଙ୍କ ସମ୍ବନ୍ଧରେ କହିବୁ ଯିଏ ଅତ୍ୟନ୍ତ ବିଶ୍ୱସନୀୟ ଅଟନ୍ତି ଏବଂ ନିଜ ଜୀବନ ସାଥୀଙ୍କୁ ବହୁତ ଭଲ ପାଇଥାନ୍ତି ଏବଂ କେବେବି ଧୋକା ଦେଇ ନଥାନ୍ତି। ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସେହି ଝିଅ ମାନଙ୍କ ସମ୍ବନ୍ଧରେ।

୧. ବନ୍ଧୁଗଣ ଯେଉଁ ଝିଅ ମାନଙ୍କ ନାମ ‘D’ ଅକ୍ଷର ରୁ ଆରମ୍ଭ ହୋଇଥାଏ ସେହି ଝିଅ ମାନେ ବହୁତ ରୋମାଣ୍ଟିକ ସ୍ଵଭାବ ର ହୋଇଥାନ୍ତି ଏବଂ ଏମାନେ ନିଜ ଜୀବନ ରେ ବହୁତ ବ୍ୟସ୍ତ ରୁହନ୍ତି କିନ୍ତୁ କେବେବି ନିଜ ଜୀବନ ସାଥୀଙ୍କୁ ଅବହେଳା କରନ୍ତି ନାହିଁ। ଏମାନେ ନିଜର ଅଧିକ ସମୟ ନିଜ ଜୀବନ ସାଥୀଙ୍କୁ ଦେଇଥାନ୍ତି ଏବଂ ସମସ୍ତ ପରିସ୍ଥିତି ରେ ନିଜ ଜୀବନ ସାଥି ଙ୍କ ସାଥ ଦେଇଥାନ୍ତି। ସବୁଠାରୁ ଗୁରୁତ୍ୱପୂର୍ଣ୍ଣ କଥା ହେଉଛି ଏହି ନାମ ର ଝିଅ ମାନେ ନିଜ ଜୀବନ ସାଥୀଙ୍କୁ ନେଇ ବହୁତ ହିଁ ଇମାନଦାର ଅଟନ୍ତି।

୨. ବନ୍ଧୁଗଣ ଯେଉଁ ଝିଅ ମାନଙ୍କ ନାମ ‘G’ ଅକ୍ଷରରୁ ଆରମ୍ଭ ହୋଇଥାଏ ସେହି ଝିଅ ମାନେ ସ୍ଵଭାବ ରେ ବହୁତ ଜିଦି ହୋଇଥାନ୍ତି। ଏମାନେ ନିଜ ଜୀବନ ସାଥି ଙ୍କୁ ବହୁତ ଭଲ ପାଆନ୍ତି ଏବଂ ଏହା ସହିତ ଏହି ଝିଅ ମାନେ ପରିବାର ର ମଧ୍ୟ ବହୁତ ଧ୍ୟାନ ରଖନ୍ତି ଏବଂ ନିଜ ଜୀବନ ସାଥି ଙ୍କ ମଧ୍ୟ ଯତ୍ନ ନିଅନ୍ତି। ଏହି ଝିଅ ମାନେ ଘରର ସମସ୍ତ ଦାୟିତ୍ୱ କୁ ବହୁତ ଭଲ ରେ ପୂର୍ଣ କରିଥାନ୍ତି। ଏହି ଝିଅ ମାନେ ନିଜ ଜୀବନର ଶେଷ ସମୟ ପର୍ଯ୍ୟନ୍ତ ନିଜ ଜୀବନ ସାଥି ଙ୍କ ସାଥ ଦିଅନ୍ତି।

 

୩. ବନ୍ଧୁଗଣ ଯେଉଁ ଝିଅ ମାନଙ୍କ ନାମ ‘M’ ଅକ୍ଷରରୁ ଆରମ୍ଭ ହୋଇଥାଏ ସେହି ଝିଅ ମାନେ ଦେଖିବାକୁ ବହୁତ ସୁନ୍ଦର ହୋଇଥାନ୍ତି। ଏହି ଝିଅ ମାନେ ଅଳ୍ପ କଟୁ ସ୍ଵଭାବ ର ହୋଇଥାନ୍ତି। ଏମାନଙ୍କୁ ନିଜ ଜୀବନ ସାଥି ଖୁବ ଶୀଘ୍ର ମିଳିଯାଇଥାଏ। ଏହି ଝିଅ ମାନେ ନିଜ ଜୀବନ ସାଥି ଙ୍କ ସମସ୍ତ ଆବଶ୍ୟକତା କୁ ପୁରଣ କରିଥାନ୍ତି ଏବଂ କେବେବି ନିଜ ଜୀବନ ସାଥି ଙ୍କ ଠାରୁ ଦୂରେଇ ରୁହନ୍ତି ନାହିଁ ଏବଂ ନିଜ ଜୀବନ ସାଥି ଙ୍କୁ ବହୁତ ଭଲ ପାଇଥାନ୍ତି।

 

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button