IBN ଓଡ଼ିଶା ବ୍ୟୁରୋ

ନାକ ଅଗରେ ରାଗ ରଖି ଜନ୍ମ ହୋଇଥାନ୍ତି ଏହି 3 ଟି ନାମର ଝିଅ –

ବନ୍ଧୁଗଣ ନମସ୍କାର,ବନ୍ଧୁଗଣ ଆମ ଜୀବନ ରେ ଆମ ନାମ ର ବହୁତ ମହତ୍ତ୍ୱ ରହିଛି।ଆମ ନାମ ଦ୍ୱାରା ହିଁ ଆମକୁ ଏକ ପରିଚୟ ମିଳିଥାଏ।ଆମେ ଯେଉଁଠି କୁ ମଧ୍ୟ ଗଲେ ସେଠାରେ ପ୍ରଥମେ ଆମର ନାମ ଦ୍ୱାରା ଆମକୁ ସମ୍ବୋଧନ କରାଯାଇଥାଏ।ଆମ ନାମ ବିନା ଆମର କୌଣସି ଅସ୍ତିତ୍ବ ହିଁ ନ ଥାଏ।ତେବେ ବନ୍ଧୁଗଣ କଣ ଆପଣ ଜାଣିଛନ୍ତି ଆମର ଏହି ନାମ ଆମର ଜନ୍ମ ତିଥି ,ଜନ୍ମ ସମୟ ,ଜନ୍ମ ମାସ ଆଦିକୁ ବିଚାର କୁ ନେଇ ସ୍ଥିର କରାଯାଇଥାଏ।ମନୁଷ୍ୟ ନିଜର କୌଣସି ଜିନିଷ ରୁ ନିଜର ସ୍ଵଭାଵ ସମ୍ପର୍କରେ ଜାଣି ପାରି ନ ଥାଏ।କିନ୍ତୁ ମନୁଷ୍ୟ ନିଜ ନାମ ରୁ ଚାହିଁଲେ ନିଜ ସ୍ଵଭାଵ ସମ୍ପର୍କରେ ଜାଣି ପାରିଥାଏ।ଶାସ୍ତ୍ର ଅନୁସାରେ ମନୁଷ୍ୟ ନିଜର ସ୍ଵଭାଵ ସମ୍ପର୍କରେ ନିଜ ନାମ ର ପ୍ରଥମ ଅକ୍ଷର ରୁ ହିଁ ଜାଣି ପାରିଥାଏ।ନିଜ ନାମ ରୁ ମନୁଷ୍ୟ ଜାଣି ପାରି ଥାଏ କି ସେ କିପରି ସ୍ଵଭାଵ ର ବ୍ୟକ୍ତି ଅଟେ।

ମନୁଷ୍ୟ ର ସମସ୍ତ ଗୁଣ ସମ୍ପର୍କରେ ନାମ ର ପ୍ରଥମ ଅକ୍ଷର ର ହିଁ ଜଣା ପଡିଯାଇଥାଏ।ତେବେ ବନ୍ଧୁଗଣ କିଛି ନାମ ର ଝିଅ ଅଛନ୍ତି ଯେଉଁ ମାନେ ପ୍ରବଳ ରାଗି ଅଟନ୍ତି।ସାମନ୍ୟ କଥା ରେ ମଧ୍ୟ ବହୁତ ରାଗି ଯାଇଥାନ୍ତି।ତେବେ ବନ୍ଧୁଗଣ ଆଜି ଆମେ ଆପଣଙ୍କୁ ସେହି ପରି କିଛି ନାମ ସମ୍ପର୍କରେ ଜଣାଇବାକୁ ଯାଉଛୁ।ତେବେ ଆସନ୍ତୁ ବନ୍ଧୁଗଣ ଜାଣିବା ଏହି ସବୁ ନାମ ସମ୍ପର୍କରେ।

B ନାମ ର ଝିଅ- ଏହି ନାମ ର ଝିଅ ମାନେ ନିଜ ହୃଦୟ ରୁ ବହୁତ ସ୍ଵଛ ଓ ସରଳ ହୋଇଥାନ୍ତି।ଏହି ନାମ ର ଝିଅ ମାନେ ରୂପ ରେ ଗୁଣ ରେ ବହୁତ ସୁନ୍ଦର ଓ ସୁଶୀଳ ଅଟନ୍ତି।ଆପଣ ମାନେ ତ ଜାଣିଥିବେ ଯେ ଝିଅ ମାନଙ୍କୁ ବହୁତ କମ ସମୟ ମଧ୍ୟରେ କ୍ରୋଧ ଆସି ଯାଇଥାଏ।ତେବେ ବନ୍ଧୁଗଣ ଏଜି ନାମ ର ଝିଅ ମାନେ ମଧ୍ୟ ବହୁତ ଛୋଟ ଛୋଟ କଥାରେ ରାଗି ଯାଇଥାନ୍ତି ଓ ଏମାନେ ଥରେ ରାଗିଗଲେ ଏମାନଙ୍କୁ ଶାନ୍ତ କରିବା ମଧ୍ୟ ବହୁତ କଠିନ ହୋଇ ଯାଇଥାଏ।ତେବେ ବନ୍ଧୁଗଣ ଏହି ନାମ ର ଝିଅ ମାନଙ୍କ ର ରାଗ ଠାରୁ ସବୁବେଳେ ଦୁରେଇ କରି ରୁହନ୍ତୁ।

R ନାମ ର ଝିଅ – ଏହି ନାମ ର ଝିଅ ମାନେ ବହୁତ ଭଲ ହୋଇଥାନ୍ତି।ଏହି ନାମ ର ଝିଅ ମାନେ ହୃଦୟ ରୁ ବହୁତ ସ୍ୱଚ୍ଛ ଓ ସରଳ ହୋଇଥାନ୍ତି।ଏମାନେ ବହୁତ ବିଶ୍ୱସ୍ତ ମଧ୍ୟ ହୋଇଥାନ୍ତି।କିନ୍ତୁ ଯଦି ଏମାନଙ୍କୁ କୌଣସି ଭୁଲ କଥା କିଏ କହିଦିଏ ତେବେ ସେମାନେ ବହୁତ ଜୋରରେ ରାଗି ଯାଇଥାନ୍ତି।ଯେତେବେଳେ ଯାଏ ତାଙ୍କର ରାଗ ଶାନ୍ତ ହୋଇ ନ ଥାଏ ସେତେବେଳେ ଯାଏ ସେ ପାଟି କରିଥାନ୍ତି।ଯାହା ଉପରେ ଏହି ନାମ ର ଝିଅ ମାନେ ରାଗିଥାନ୍ତି ସେମାନଙ୍କର ଅବସ୍ଥା ବହୁତ ଖରାପ ହୋଇ ଯାଇଥାଏ।

 

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button