ଦୀର୍ଘ ୧୦୦ ବର୍ଷ ପରେ 4 ଜାନୁୟାରୀ ରେ ଶୁଭ ସଂଯୋଗ, ଏହି 6 ଟି ରାଶିରେ ଲାଗିବ ଲଟେରୀ- Jyotish Shastra

ବନ୍ଧୁଗଣ ଆମେ ବହୁ ଦେବ ଦେବତା ଙ୍କ ପୂଜା ଅର୍ଚ୍ଚନା କରିଆସୁଛୁ କିନ୍ତୁ ସମସ୍ତ ଙ୍କ ଠାରୁ ଦେବ ଙ୍କ ର ଦେବ ମହାଦେବ ଙ୍କ ମହିମା ଅଲଗା ଅଟେ। ମହାଦେବ ଙ୍କ ର ନା ଜନ୍ମ ଅଛି ନା ମୃ -ତ୍ୟୁ ସେ ସ୍ଵୟଂଭୁ । ସେ ସୃଷ୍ଟି ର ବିନାଶ କାରି ମଧ୍ୟ । ସେ ରୁଦ୍ର ବି ଆଉ ଶାନ୍ତ ସ୍ଵଭାଵ ର ବି ତାଙ୍କୁ ଲୋକମାନେ ବାବା ଭୋଳାନାଥ ମଧ୍ୟ କୁହନ୍ତି । ମହାଦେବଙ୍କ କ୍ରୋଧ ରୁ କେହି ବଞ୍ଚି ପାରିବେ ନାହିଁ ଏବଂ ତାଙ୍କୁ ପ୍ରସନ୍ନ କରିବା ମଧ୍ୟ ଅତି ସହଜ। ମହାଦେବ ସମୟ ସମୟ ରେ ନିଜର ଅନେକ ରୂପର ଦର୍ଶନ କରାଇଛନ୍ତି।
ମହାଦେବ ଙ୍କ ବାହନ ବୃଷଭ ଅଟେ । ବୃଷଭ କୁ ଧର୍ମ ର ପ୍ରତୀକ ମଧ୍ୟ କୁହାଯାଏ । ଶାସ୍ତ୍ର ଅନୁସାରେ ମହାଦେବଙ୍କ କୃପା ଯେ କୌଣସି ବ୍ୟକ୍ତି ଉପରେ ପଡିଥାଏ ସେ ସବୁ ଦୁଃଖ କଷ୍ଟ ରୁ ମୁକ୍ତି ଲାଭ କରିଥାଏ ସେହି ସମ୍ବନ୍ଧରେ ଆଜି ଆମେ ଆଗକୁ ହେବାକୁ ଥିବା ଶୁଭ ସଂଯୋଗ ବିଷୟରେ ଆଲୋଚନା କରିବା । ତେବେ ଆସନ୍ତୁ ଜାଣିବା ସେ ୬ଟି ରାଶି ଗୁଡିକ କଣ କଣ ଯେଉଁମାନେ ଏହି ଶୁଭ ସଂଯୋଗ କାରଣରୁ ଲାଭବାନ ହେବେ ।
୧- ପ୍ରଥମ ରାଶି ହେଲା ବୃଷଭ ରାଶି। ଏହି ରାଶି ର ଲୋକମାନେ ଧନ ଲାଭ କରିବେ । ସେମାନେ କରିଥିବା ସମସ୍ତ ଯୋଜନା ସଫଳ ହେବ। ଚାକିରୀ କ୍ଷେତ୍ରରେ ମଧ୍ୟ ସଫଳତା ହାସଲ ହେବ ଏବଂ ସମାଜରେ ସମ୍ମାନ ବଢିବ।
୨- ଦ୍ୱିତୀୟ ରାଶି ହେଲା ତୁଳା ରାଶି। ଏହି ରାଶି ର ଲୋକ ମାନଙ୍କୁ ସବୁ କାର୍ଯ୍ୟ ଧର୍ଯ୍ୟ ର ସହିତ କରିବାକୁ ପଡ଼ିବ। ଏହି ସମୟରେ ବାହାରକୁ ଯିବାର ସମ୍ଭାବନା ଅଛି। ଆପଣ ଙ୍କ କାର୍ଯ୍ୟ ରେ ପରିବାର ଲୋକ ପ୍ରସନ୍ନ ହେବେ।
୩- ତୃତୀୟ ରାଶି ର ନାମ ହେଲା ସିଂହ ରାଶି। ଏହି ରାଶି ର ଲୋକମାନେ ନିଜର କଥା ନିଜ ସମ୍ପର୍କୀୟ ଙ୍କ ସହ ବାଣ୍ଟି ପାରିବେ। ଜୀବନ ସାଥି ସବୁ କାର୍ଯ୍ୟ ରେ ସାହାଯ୍ୟ କରିବେ। କିନ୍ତୁ ଟିକେ ଭାବି ଚିନ୍ତି କାମ କରିବା ଆବଶ୍ୟକ ନଚେତ ଧନ ହାନି ହେଇପାରେ। ପରିବାର ଲୋକ ଆପଣଙ୍କ ସହ ସବୁବେଳେ ରହିବେ ଏବଂ ଦାମ୍ପତ୍ୟ ଜୀବନ ଖୁସିମୟ ରହିବ।
୪- ଚତୁର୍ଥ ରାଶି ହେଲା ଧନୁ। ଏହି ରାଶି ର ଲୋକମାନଙ୍କୁ ଧନ ଲାଭ ହେବ। ଏବଂ ଭଲ ନିଦ ଏବଂ ଭୋଜନ ମଧ୍ୟ ମିଳିବ। ବ୍ୟବସାୟ ରେ ଉନ୍ନତି ହେବ। ଚାକିରୀ କ୍ଷେତ୍ରରେ ମଧ୍ୟ ପଦଉନ୍ନତି ହେବ। ଏବଂ ସବୁ କାର୍ଯ୍ୟ ଭାବି ଚିନ୍ତି କରିବା ଉଚିତ।
୫- ପଞ୍ଚମ ରାଶି ର ନାମ ହେଲା ମିଥୁନ ରାଶି। ଏହି ରାଶି ର ଲୋକମାନେ ଭଗବାନ ଙ୍କ କୃପା ଯୋଗୁଁ ପ୍ରଚୁର ଧନ ଲାଭ କରି ପାରିବେ । ଅଟକି ଥିବା ସବୁ କାର୍ଯ୍ୟ ସଫଳତାର ସହିତ ସଂପନ୍ନ ହେବ।ବ୍ୟବସାୟ ରେ ମଧ୍ୟ ଅନେକ ଉନ୍ନତି ଘଟିବ।ଏବଂ ଜୀବନରେ ଚାଲିଥିବା ସବୁ ଅସୁବିଧା ର ଅନ୍ତ ଘଟିବ।
୬- ଷଷ୍ଠ ରାଶି ର ନାମ ହେଲା କନ୍ୟା ରାଶି । ଏହି ରାଶି ର ଲୋକମାନେ ନିଜ ଜୀବନ ସାଥି ସହ ବାହାର କୁ ବୁଲିବା ପାଇଁ ଯାଇପାରନ୍ତି। ଚାକିରୀ ଖୋଜୁଥିଲେ ସଫଳତାର ସହ ମିଳିବ। ହଠାତ କୋଣସି ଖୁସି ଖବର ମଧ୍ୟ ଶୁଣିପାରନ୍ତି । ଏହି ରାଶି ର ବ୍ୟକ୍ତି ମାନେ ଈଶ୍ୱରଙ୍କ କୃପାରୁ ଧନ ଲାଭ କରିପାରିବେ। ବ୍ୟବସାୟ ରେ ଉନ୍ନତି ହେବ । ଏବଂ ଜୀବନରେ ନୂଆ ଅବସର ମଧ୍ୟ ପ୍ରାପ୍ତ ହେବ।