IBN ଓଡ଼ିଶା ଏକ୍ସକ୍ଲୁସିଭ୍

ଏହି ୪ ନାମର ଝିଅଙ୍କୁ ମିଳିଥାନ୍ତି ବହୁତ ହିଁ ହ୍ୟାଣ୍ଡସମ ସ୍ଵାମୀ- Jyotish Shastra

ବନ୍ଧୁଗଣ ନମସ୍କାର, ବନ୍ଧୁଗଣ ଆଜି ଆମେ ଆପଣଂକୁ କହିବୁ ଏପରି ୪ଟି ଅକ୍ଷରରୁ ଆରମ୍ଭ ହେଉଥିବା ଝିଅ ଙ୍କ ନାମ ବିଷୟରେ ଯେଉଁ ମାନଙ୍କ ସ୍ୱାମୀ ଦେଖୁବାକୁ ବହୁତ ସୁନ୍ଦର ହୋଇଥାନ୍ତି। ବନ୍ଧୁଗଣ ପ୍ରତ୍ୟେକ ଝିଅ ର ଜୀବନ ରେ ନିଜ ବିବାହ କୁ ନେଇ ବହୁତ କିଛି ସ୍ବପ୍ନ ରହିଥାଏ ଏବଂ ପ୍ରତ୍ୟେକ ଝିଅ ପାଇଁ ବିବାହ ହେଉଛି ଏକ ମହତ୍ତ୍ୱପୂର୍ଣ୍ଣ ଏବଂ ସବୁଠାରୁ ଖୁସି ର କଥା। ସବୁ ଝିଅ ନିଜ ମନରେ ଏହି ବିଷୟକୁ ନେଇ ଅନେକ ଆଶା ସଂଚାର କରି ରଖିଥାନ୍ତି ଏବଂ ପ୍ରତ୍ୟେକ ଝିଅ ଚାହାନ୍ତି ଯେ, ସେ ଯେଉଁ ପୁଅ କୁ ବିବାହ କରିବେ ସେ ଦେଖିବାକୁ ବହୁତ ସୁନ୍ଦର ହୋଇଥାଉ ଏବଂ ଏହା ସହିତ ଜ୍ଞାନୀ ଗୁଣୀ ମଧ୍ୟ ହୋଇଥାଉ।

ସେମାନେ ଚାହାନ୍ତି ତାଙ୍କ ସ୍ୱାମୀ ତାଙ୍କୁ ବହୁତ ଭଲ ପାଉ ଏବଂ ଛୋଟ ଛୋଟ ଖୁସି ପ୍ରଦାନ କରୁ ଏବଂ ଏହାସହିତ ସେମାନେ ନିଜ ବିବାହିତ ଜୀବନକୁ ସୁଖ ଓ ଶାନ୍ତି ର ସହିତ ଅତିବାହିତ କରନ୍ତୁ। ବନ୍ଧୁଗଣ ଏହି ସବୁ ଜିନିଷ ରେ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ଭୂମିକା ରହିଛି ରାଶି ର।ପ୍ରତ୍ୟେକ ଝିଅ ର ରାଶି ହିଁ ସ୍ଥିର କରିଥାଏ ସେହି ଝିଅ ର ଭବିଷ୍ୟତ ରେ ଜୀବନ ସାଥି ସମ୍ବନ୍ଧରେ। କିଛି ଏପରି ଝିଅ ଅଛନ୍ତି ଯେଉଁମାନଙ୍କ ସ୍ୱାମୀ ଦେଖିବାକୁ ବହୁତ ସୁନ୍ଦର ହୋଇଥାନ୍ତି ଏବଂ ସେ ତାଙ୍କୁ ବହୁତ ଭଲ ପାଇଥାନ୍ତି ଏବଂ ଦୁନିଆ ର ସବୁ ଖୁସି ତାଙ୍କୁ ପ୍ରଦାନ କରିଥାନ୍ତି ଏବଂ ତାଙ୍କ ବୈବାହିକ ଜୀବନ ସୁଖ ଓ ଶାନ୍ତି ରେ ଅତିବାହିତ ହୋଇଥାଏ।

କିନ୍ତୁ ବନ୍ଧୁଗଣ କିଛି ଝିଅ ଙ୍କ ରାଶି ଅନୁସାରେ ତାଙ୍କ ଜୀବନ ସାଥି ଦେଖିବାକୁ ଏତେ ଖାସ ହୋଇନାଥାନ୍ତି ଏବଂ ତାଙ୍କ ବୈବାହିକ ଜୀବନ ମଧ୍ୟ ସଠିକ ଭାବରେ ଚାଲିନଥାଏ। ବନ୍ଧୁଗଣ ଏହି ସବୁ ର ମୁଖ୍ୟ କାରଣ ହେଉଛି ରାଶିର ଚଳନ। ବନ୍ଧୁଗଣ କିନ୍ତୁ ରାଶି ଅନୁସାରେ ଏଭଳି ୪ଟି ଅକ୍ଷରରୁ ଆରମ୍ଭ ହେଉଥିବା ନାମର ଝିଅ ଅଛନ୍ତି ସେମାନଙ୍କ ସ୍ୱାମୀ ଦେଖିବାକୁ ବହୁତ ସୁନ୍ଦର ହୋଇଥାନ୍ତି ଏବଂ ତାଙ୍କୁ ବହୁତ ଭଲ ପାଇଥାନ୍ତି।ତେବେ ବନ୍ଧୁଗଣ ଆସନ୍ତୁ ଜାଣିବା ସେହି ୪ଟି ଅକ୍ଷରରୁ ନାମ ଆରମ୍ଭ ହେଉଥିବା ଝିଅ ମାନଙ୍କ ସମ୍ବନ୍ଧରେ।

 

୧. ବନ୍ଧୁଗଣ ପ୍ରଥମ ଅକ୍ଷର ଟି ହେଉଛି ‘A’। ବନ୍ଧୁଗଣ ଏହି ଅକ୍ଷରରୁ ଯେଉଁ ଝିଅ ମାନଙ୍କ ନାମ ଆରମ୍ଭ ହୋଇଥାଏ ସେହି ଝିଅ ମାନଙ୍କ ସ୍ୱାମୀ ଦେଖିବାକୁ ବହୁତ ସୁନ୍ଦର ଏବଂ ସ୍ମାର୍ଟ ହୋଇଥାନ୍ତି। ସେ ସବୁ ସମୟରେ ଯେ କୌଣସି ପରିସ୍ଥିତିରେ ତାଙ୍କ ସାଥ ଦେଇଥାନ୍ତି ଏବଂ କେବେବି କୌଣସି ଅସୁବିଧା ହେବାକୁ ଦେଇ ନଥାନ୍ତି।

୨. ବନ୍ଧୁଗଣ ଦ୍ଵିତୀୟ ଅକ୍ଷର ଟି ହେଉଛି ‘P’। ବନ୍ଧୁଗଣ ଏହି ଅକ୍ଷରରୁ ଯେଉଁ ଝିଅ ମାନଙ୍କ ନାମ ଆରମ୍ଭ ହୋଇଥାଏ ତାଙ୍କ ସ୍ୱାମୀ ବହୁତ ହାଣ୍ଡସମ ହୋଇଥାନ୍ତି ଏବଂ ସବୁବେଳେ ତାଙ୍କର ଯତ୍ନ ନେଇଥାନ୍ତି ଏବଂ ଏହାସହିତ କେବେବି ନିଜ ଜୀବନ ସାଥି କୁ ଏକୁଟିଆ ରହିବାକୁ ଦିଅନ୍ତି ନାହିଁ।

୩. ବନ୍ଧୁଗଣ ତୃତୀୟ ଅକ୍ଷରଟି ହେଉଛି ‘S’। ବନ୍ଧୁଗଣ ଏହି ଅକ୍ଷରରୁ ଯେଉଁ ଝିଅ ଙ୍କ ନାମ ଆରମ୍ଭ ହୋଇଥାଏ ସେମାନଙ୍କ ସ୍ୱାମୀ ଅତ୍ୟନ୍ତ ବୁଦ୍ଧିମାନ ହୋଇଥାନ୍ତି। ଏହାସହିତ ସେମାନେ ସର୍ବଦା ନିଜ ଜୀବନ ସାଥି ର କଥା କୁ ମାନିଥାନ୍ତି ଏବଂ ତାଙ୍କର କୌଣସି କଥା କୁ ଅଣଦେଖା କରନ୍ତି ନାହିଁ ଏବଂ ତାଙ୍କ ମନରେ କେବେବି ଦୁଃଖ ଦିଅନ୍ତି ନାହିଁ।

୪. ବନ୍ଧୁଗଣ ଚତୁର୍ଥ ଅକ୍ଷର ଟି ହେଉଛି ‘M’। ବନ୍ଧୁଗଣ ଏହି ଅକ୍ଷରରୁ ଯେଉଁ ଝିଅ ଙ୍କ ନାମ ଆରମ୍ଭ ହୋଇଥାଏ ସେମାନଙ୍କ ସ୍ୱାମୀ ଦେଖିବାକୁ ଅତ୍ୟନ୍ତ ଆକର୍ଷଣୀୟ ହୋଇଥାନ୍ତି। ଏହି ନାମ ର ଝିଅ ମାନେ ଅତ୍ୟନ୍ତ ସୌଭାଗ୍ୟଶାଳୀ ହୋଇଥାନ୍ତି ଏବଂ ନିଜ ଭାଗ୍ୟ ବଳ ରେ ତାଙ୍କୁ ନିଜ ଠାରୁ ମଧ୍ୟ ଅଧିକ ଭଲ ପାଉଥିବା ସ୍ୱାମୀ ମିଳିଥାନ୍ତି।

Related Articles

Leave a Reply

Your email address will not be published. Required fields are marked *

Back to top button