IBN ଓଡ଼ିଶା ବ୍ୟୁରୋ

ଏହି ଅକ୍ଷରର ଝିଅମାନେ ହୋଇଥାନ୍ତି ସବୁଠୁ ଭଲ

ବାହାଘର ହେବା ପରେ ତାକୁ ପାଳନ କରିବା ସ୍ୱାମୀ ଓ ସ୍ତ୍ରୀ ଦୁଇଜଣ ଙ୍କର କର୍ତ୍ତବ୍ୟ ଅଛି। ଜୀବନରେ ଯେତେ ଖରାପ ପରିସ୍ଥିତି ଆସିଲେ ମଧ୍ୟ ଦୁଇ ଜଣ ସାଗଂ ହୋଇ ରହିବା ଉଚିତ। କୁହାଯାଏ ଯେ, ଯେବେ ରିଲେସନ୍ ଦୁଇ ଜଣଙ୍କ ପଟରୁ ହୋଇଥାଏ ସେତେବେଳେ ବହୁତ ମଜବୁତ ହୋଇଥାଏ।

ପ୍ରଥମ ରେ N ନାମ ର ଝିଅ, ଏହି ଝିଅ ମାନେ ବହୁତ ଭଲ ହୋଇଥାନ୍ତି। ଯାହା କୁ ଏମାନେ ବାହା ହୁଅନ୍ତି ତାହା ର ଭାଗ୍ୟ ଚମକି ଥାଏ।

ଦ୍ୱିତୀୟ ରେ S ନାମ ର ଝିଅ। ଏମାନେ ନିଜ ଜୀବନ ସାଥୀ ପାଇଁ ଭାଗ୍ୟଶାଳି ହୋଇଥାନ୍ତି। ଏମାନେ ତାଙ୍କ ସ୍ୱାମୀ ଓ ପରିବାର ର ଯତ୍ନ ନିଅନ୍ତି। ଏମାନେ ନିଜ ପାଟନର୍ ଙ୍କୁ ସବୁ ଖୁସି ଦେବା କୁ ଚେଷ୍ଟା କରନ୍ତି। ଏହି ଝିଅ ମାନେ କାହା କୁ କେବେ କଷ୍ଟରେ।ଦେଖି ପାରନ୍ତି ନାହିଁ।

 

ଶେଷ ରେ ହେଉଛି Z ନାମ ର ଝିଅ। ଏମାନେ ବହୁତ ଭଲ ହୋଇଥାନ୍ତି।

 

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button