ରାଜ୍ୟ
କୁବେର ଡିଏଫଓ ଙ୍କ ଅମାପ ସମ୍ପତ୍ତି ଠାବ – Ibnodisha

[ad_1]
ରାୟଗଡା : ରାୟଗଡା ଡିଏଫଓ ବିଜୟ ପରିଡା ଙ୍କ ପୁଳା ପୁଳା ସମ୍ପତ୍ତି ଠାବ | କଟକ ରେ ୧.୮ କୋଟି ଚାରି ମହଲା ଘର ଠାବ | ରସୁଲଗଡ଼ ରେ ୩ ମହଲା କୋଠା ପାଟିରେ ରେ ଗୋଟିଏ ଫ୍ଲାଟ ଠାବ | ଭୁବନେଶ୍ୱର , ପୁରୀ , କଟକ , ଯାଜପୁର ରେ ୮ଟି ଫ୍ଲାଟ ଠାବ |ଡିଏଫଓ ଙ୍କ ଘରୁ ନଗଦ ୧.୨୪ ଲକ୍ଷ ତାଙ୍କ ଜବାଦ କଲା ଭିଜିଲାନ୍ସ | ଗୋଟିଏ କାର ଓ ଦୁଇଟି ବାଇକ ଜବଦ , ଏବେବି ଚାଲିଛି ଯାଞ୍ଚ |
ଡିଏଫ୍ଓଙ୍କ ଘରେ ପଶିଲା ଭିଜିଲାନ୍ସ; ୭ଟି ସ୍ଥାନରେ ଚଢ଼ାଉ
[ad_2]




