ମନୋରଞ୍ଜନ

ଜାତୀୟ ପୁରସ୍କାର ଜିତିଲା ‘ପ୍ରତୀକ୍ଷା’ – Ibnodisha

[ad_1]

ବ୍ୟୁରୋ : ୬୯ତମ ଜାତୀୟ ଚଳଚ୍ଚିତ୍ର ପୁରସ୍କାର ଘୋଷଣା ହୋଇଛି । ‘ପ୍ରତୀକ୍ଷା’ ଶ୍ରେଷ୍ଠ ଓଡିଆ ଚଳଚ୍ଚିତ୍ର ଭାବେ ବିବେଚିତ ହୋଇଛି ।  ନିର୍ଦ୍ଦେଶକ ଅନୁପମ ପଟ୍ଟନାୟକଙ୍କ ନିର୍ଦ୍ଦେଶିତ ଏହି ଫିଲ୍ମକୁ ଜାତୀୟ ପୁରସ୍କାର ମିଳିଛି । ତାଙ୍କର ଏହା ପ୍ରଥମ ଫିଲ୍ମ ।ପୁରସ୍କାର ଘୋଷଣା ହେବା ପରେ କନକ ନ୍ୟୁଜରେ ପ୍ରତିକ୍ରିୟା ରଖିଛନ୍ତି ଅନୁପମ ପଟ୍ଟନାୟକ । ସେ କହିଛନ୍ତି, ଇତିହାସର ପୁନରାବୃତ୍ତି ହୋଇଛି । ବାପାଙ୍କ ପ୍ରଥମ ଚଳଚ୍ଚିତ୍ରକୁ ଜାତୀୟ ପୁରସ୍କାର ମିଳିଥିଲା ମୋର ପ୍ରଥମ ଚଳଚ୍ଚିତ୍ରକୁ ମଧ୍ୟ ଜାତୀୟ ପୁରସ୍କାର ମିଳିଛି ।

୬୯ତମ ଜାତୀୟ ଫିଲ୍ମ ପୁରସ୍କାର : ଅଲୁ – ଆଲିଆ ଶ୍ରେଷ୍ଠ

[ad_2]

Related Articles

Leave a Reply

Your email address will not be published. Required fields are marked *

Back to top button