IBN ଓଡ଼ିଶା ବ୍ୟୁରୋ

ବିବାହିତା ମହିଳା ଏହି ଜିନିଷ କାହାକୁ ବି ଦିଅନ୍ତୁ ନାହିଁ, ନହେଲେ ସ୍ଵାମୀ ପ୍ରେମ କମିଯାଇଥାଏ, ବିବାହିତା ମହିଳା ନିହାତି ଜାଣନ୍ତୁ…

ବିବାହ ପରେ ପ୍ରତ୍ଯେକଟି ନାରୀର ଜୀବରେ ଆହୁରି ଅନେକ ଗୁଡିଏ ସମ୍ପର୍କ ଯୋଡି ହୋଇଯାଇଥାଏ। ସ୍ଵାମୀ, ଶାଶୁ, ଶ୍ଵଶୁର, ନଣନ୍ଦ, ଦିଅର ଏହିପରି ଅନେକ ସମ୍ପର୍କରେ ଯୋଡି ହୋଇଯାଇଥାନ୍ତି ନାରୀ ମନେ । ତେଣୁ ବିବାହିତା ମହିଳା ମନେ ସମସ୍ତଙ୍କ ମନ ନେଇ ଚଳିବାକୁ ଚେଷ୍ଟା କରିଥାନ୍ତି, ଯେମିତି ସମସ୍ତଙ୍କ ସହ ତାଙ୍କର ସମ୍ପର୍କ ଭଲ ରହିବ । ସେଥିପାଇଁ ବେଳେବେଳେ ମହିଳାଙ୍କୁ ନିଜର କିଛି ନିତ୍ୟ ବ୍ୟବହୃତ ଜିନିଷ କିଛି ଅନ୍ୟ ମାନଙ୍କ ସହ ଶେୟାର କରିବାକୁ ମଧ୍ୟ ପଡିଥାଏ ।

ହେଲେ ଆଜି ଆମେ ଆପଣଙ୍କୁ କହିବାକୁ ଯାଉଛୁ । ଯେ ଏମିତି କେଉଁ ସବୁ ଜିନିଷ ଅଛି, ଯେଉଁ ସବୁ ଜିନିଷକୁ ବିବାହିତା ନାରୀ ଅନ୍ୟ ମାନଙ୍କ ସହ ଶେୟାର କରିବା ଉଚିତ ହୋଇନଥାଏ । ନଚେତ ସ୍ଵାମୀ ଓ ସ୍ତ୍ରୀ ମଧ୍ୟରେ ଥିବା ପ୍ରେମ କମିବାକୁ ଲାଗିଥାଏ ।

1- ସିନ୍ଦୁର ହେଉଛି ପ୍ରତ୍ଯେକ ସଧବା ନାରୀର ପ୍ରଥମ ପରିଚୟ । ତେଣୁ ଆପଣ ନିଜ ସିନ୍ଦୁରଙ୍କୁ ଅନ୍ୟ କାହା ସହିତ ମଧ୍ୟ ଶେୟାର କରନ୍ତୁ ନାହିଁ । ଏଥିସହ ଆପଣ ଯେତେବେଳେ ବି ସିନ୍ଦୁର ଲଗାଇବାକୁ ବସୁଛନ୍ତି । ସେତେବେଳେ ଏକେଲା ବସି ନିଜ ସ୍ଵାମୀଙ୍କ ମଙ୍ଗଳ କାମନା କରି ସିନ୍ଦୁର ଲଗାନ୍ତୁ । ସିନ୍ଦୁର ଲଗାଇବା ସମୟରେ ମୁଣ୍ଡରେ ଓଢଣୀ ଦେବାକୁ ଜମାରୁ ମଧ୍ୟ ଭୁଲିବେ ନାହିଁ ।

2- ମହିଳା ମନେ ଆଖିରେ କଜ୍ଜଳ ଅର୍ଥାତ କାଜଲ ଲଗାଇବା ଦ୍ଵାରା ତାଙ୍କ ସୁନ୍ଦରତା ଆହୁରି ଅଧିକ ବଢିଯାଇଥାଏ । ଯାହା ସେମାନଙ୍କ ସ୍ଵାମୀଙ୍କୁ ମଧ୍ୟ ଏହା ପସନ୍ଦ ହୋଇଥାଏ । ଆପଣ ନିଜର ଲଗାଉଥିବା କାଜଲ ଅନ୍ୟଙ୍କୁ ଦିଅନ୍ତୁ ନାହିଁ । ନଚେତ ଆପଣଙ୍କ ପ୍ରତି ଥିବା ଆପଣଙ୍କ ସ୍ଵାମୀର ଗଭୀର ଭଲ ପାଇବା କମିବାକୁ ଲାଗିଥାଏ 3- ମହିଳା ମନେ ହାତକୁ ସୁନ୍ଦର କରିବା ପାଇଁ ସେଥିରେ ମେହେନ୍ଦୀ ଲଗାଇଥାନ୍ତି । ଆପଣଙ୍କ ମେହେନ୍ଦୀ ଲଗା ଆପଣଙ୍କ ସ୍ଵାମୀଙ୍କର ମଧ୍ୟ ବହୁତ ପସନ୍ଦ ହୋଇଥାଏ । ତେଣୁ ଆପଣ ବ୍ୟବହାର କରୁଥିବା ମେହେନ୍ଦୀ ଅନ୍ୟଙ୍କୁ ଦିଅନ୍ତୁ ନାହିଁ । ନଚେତ ଆପଣଙ୍କ ସ୍ଵାମୀର ଆପଣଙ୍କ ଉପରୁ ଆକର୍ଷଣ କମିଯାଇଥାଏ ।

4- ମହିଳାମାନେ ନିଜ ମଥାରେ ଲଗାଇଥିବା ବିନ୍ଦି କାଢ଼ିକି ଅନ୍ୟ କାହାରିକୁ ଦେବା ଅଶୁଭ ମାନାଯାଇଥାଏ । ଏହାଦ୍ବାରା ସ୍ୱାମୀଙ୍କ ଉପରେ ସଙ୍କଟ ଆସିଥାଏ ।

5- ଚୁଡି ଓ ପାଉଁଜି କେବେବି ଅନ୍ୟ ମାନଙ୍କ ସହିତ ଶେୟାର କରନ୍ତୁ ନାହିଁ । ଏହାଦ୍ବାରା ସ୍ଵାମୀ ଓ ସ୍ତ୍ରୀ ମଧ୍ୟରେ ଥିବା ଭଲ ପାଇବାର ମଧୁରତା ଆଗ ଭଳି ରହିନଥାଏ ।

 

 

ଆଶା କରୁଛୁ । ଆପଣ ମାନଙ୍କୁ ଏହି ପୋଷ୍ଟଟି ପସନ୍ଦ ଆସିଥିବ । ତେବେ ଆମ ସହ ଆଗକୁ ଏହିଭଳି ଯୋଡି ହୋଇ ରହିବା ପାଇଁ ଆମ ପେଜକୁ ଲାଇକ୍ ଓ ଶେୟାର କରିବାକୁ ଭୁଲିବେ ନାହିଁ । ଧନ୍ୟବାଦ

 

ibn-odisha

Related Articles

Leave a Reply

Your email address will not be published. Required fields are marked *

Back to top button